Browsing Category

ରାଜ୍ୟ

କଟକରେ ୪୫ କ୍ୱିଂଟାଲ ନକଲି ଚା’ ପତି ଜବତ

କଟକ : ନକଲି ଖାଦ୍ୟ ସାମଗ୍ରୀର ଆଡ୍ଡା ପାଲଟିଛି କଟକ ସହର । ଗତ କିଛି ସପ୍ତାହ ମଧ୍ୟରେ କଟକର ବିଭିନ୍ନ ସ୍ଥାନରେ ନକଲି ଖାଦ୍ୟ ସାମଗ୍ରୀ ଠାବ କରାଯାଇଛି । ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଘିଅ, ତେଲ , ପନୀର ପରେ ଏବେ ଜବତ ହୋଇଛି ନକଲି ଚା’ପତି । ସଦର ଥାନା ମୁକାମେଶ୍ୱର ଗାଁରେ
Read More...

ଗାଈ ପାଟିରେ ଫୁଟିଲା ବୋମା

ଖଲିକୋଟ: ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିଲା ବୋମା ଓ ସେଠାରେ ଚରୁଥିବା ଗାଈଟି ତାହା ଖାଇଦେବାରୁ ତା’ପାଟିରେ ବୋମା ବିସ୍ଫୋରଣ ହୋଇ ଅବସ୍ଥା ଗୁରୁତର ହୋଇପଡିଥିବା ଜଣାପଡିଛି । ସୁଚନା ଅନୁସାରେ, କେନ୍ଦୁପାଟ ଗ୍ରାମର କିଛି ଦୁର୍ବୁତ ନିୟମିତ ଭାବେ ବାରହା ଶିକାର କରନ୍ତି ।
Read More...

ରାଜଧାନୀ ରାସ୍ତାରେ ପଡିଛି ୫୦୦ ଟଙ୍କିଆ ବଣ୍ଡଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବଡିଛି ୫୦୦ ଟଙ୍କିଆ ନୋଟ ବଣ୍ଡଲ । ଏହି ନୋଟ ଅସଲି କି ନକଲି, ତାହା ଜଣା ପଡିନାହିଁ । ଏହି ଖବର ପ୍ରକାଶ ପାଇବା ପରେ ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଆଜି ଗଙ୍ଗନଗର ଛକରେ ରାସ୍ତା ଉପରେ ୩ଟି ୫୦୦ ଟଙ୍କିଆ ନୋଟ ବଣ୍ଡଲ ପଡିଥିବା
Read More...

ରକ୍ତଦାନ କରି ନବବର୍ଷକୁ ସ୍ୱାଗତ

ଭୁବନେଶ୍ୱର: ପୁରାତନ ବର୍ଷକୁ ମେଲାଣି, ନୂତନ ବର୍ଷକୁ ନିଆରା ଢଙ୍ଗରେ ସ୍ମାର୍ଟ ନଗରୀ ବରବାରି ଗାଆଁର ଯୁବକମାନେ ସ୍ୱାଗତ କରିଛନ୍ତି । ଭୋଜିଭାତ, ପିକ୍ନିକ୍, ମଉଜ, ମଜଲିସ୍ କୁ ପଛରେ ପକାଇ ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଯୁବକମାନେ ରକ୍ତଦାନ ଜୀବନ ଦାନ ମହାସ୍ରୋତରେ
Read More...

ଦୁର୍ଘଟଣାରେ ଅମିତ କଲେଜ କର୍ମଚାରୀ ଗୁରୁତର

ଭୁବନେଶ୍ୱର: ସଡକ ଦୁର୍ଘଟଣା ବିଶେଷ କରି ଜାତୀୟ ରାଜପଥରେ ବେପରୁଆ ଗାଡି ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ସତ ହେଲେ ତାର କିଛି ସୁଫଳ ମିଳି ପାରୁ ନାହିଁ । ଏହିଭଳି ଏକ ଅଭାବନୀୟ ଦୁର୍ଘଟଣାର ଶୀକାର ହୋଇ ଅମିତ କଲେଜର ଜଣେ କର୍ମଚାରୀ ଗୁରୁତର ଭାବେ ଆହତ
Read More...

ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ନୂଆ ପଜିଟିଭ ୧୮୩

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ୨ ଦିନ ହେବ ରାଜ୍ୟରେ ୨୦୦ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସୀମିତ ରହୁଛି। ଆଉ ନୂଆ ୧୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୦୬, ସ୍ଥାନୀୟ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭଙ୍କ
Read More...

ଅଗ୍ନିକାଣ୍ଡରେ ଜଳିଗଲେ ମହିଳା : ସ୍ୱାମୀ ଗିରଫ

ଯାଜପୁର: ମଙ୍ଗଳପୁର ଥାନା କନିକାପଡ଼ା ପଂଚାୟତ ଶ୍ରୀରାମପୁର ଗ୍ରାମରେ ଗତ ଡିସେମ୍ବର ୨୬ ତାରିଖ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଘର ସହ ଜଣେ ମହିଳା ଜଳି ଯାଇଥିଲେ । ପୁଲିସ ପ୍ରାଥମିକ ସ୍ତରରେ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ୍ ଜାରି ରଖିଥିଲା । ମୃତ ମହିଳାଙ୍କ ବାପା
Read More...

୩ କୋଭିିଡ୍ ଯୋଦ୍ଧାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଲେଖାଏଁ ସହାୟତା

ଭବାନୀପାଟଣା- କଳାହାଣ୍ଡିି ଜିଲ୍ଲାର ୩ ଜ ଣ ସହିଦ୍ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଧାନ କରାଯାଇଛି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ୩ ଟି ପରିବାରର ଲୋକେ ଉପସ୍ଥିତ ଥିଲେ । ଜୁନାଗଡ
Read More...

୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୧ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଖୋଲିବା ପାଇଁ ଉଚ୍ଚ ଶିକ୍ଷାବିଭାଗ ଆଜି ନିର୍ଦ୍ଦେଶନାମା ଜାରି କରିଛି । ତେବେ କେବଳ ଶେଷ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ସହ ୧୧ତାରିଖରୁ ପାଠପଢା ଆରମ୍ଭ ହେବା ନେଇ
Read More...

ଯାଜପୁରରେ ହେଲ୍ମେଟ୍ ଧରପଗଡ ଯୋରଦାର

ଯାଜପୁର: ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ବର୍ଷ ଆରମ୍ଭରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । କେବଳ ବାଇକ୍ ଚାଳକ ନୁହେଁ ଚାଳକଙ୍କ ସହ ବାଇକରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଣ୍ଟ ପରିଧାନ କରିବା ଆବଶ୍ୟକ । ନଚେତ୍ ବାଇକ୍ ଚାଳକଙ୍କୁ ଜୋରିମାନା ସମେତ ଲାଇସେନସ୍ ରଦ୍ଧ ଭଳି କଠୋର
Read More...