Browsing Category

ରାଜ୍ୟ

ସ୍କୁଲ୍ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାରୀ ସ୍କୁଲ୍ରେ ପଢ଼ୁଥିବା ପିଲାମାନଙ୍କ ପାଇଁ ଓଡ଼ିଶାର ମେଡିକାଲ୍ ଓ ଇଂଜିନିୟରିଂ କଲେଜ ମାନଙ୍କରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ୍ର ଏହି ଏ୍ୟ÷ତିହାସିକ
Read More...

ରାଜ୍ୟରେ ୨୬୩ ନୂଆ ପଜିଟିଭ୍ : ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୨୬୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁୀ ୧୫୧, ସ୍ଥାନୀୟ ୧୧୨ । ମୋଟ ପଜିଟିଭ ସଂଖ୍ୟା ୩, ୨୯, ୦୦୧କୁ ବୃଦ୍ଧି ପାଇଛି । ୩,୨୪, ୩୯୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୬୮୮ ସକ୍ରିୟ
Read More...

ବ୍ରିଟେନ୍ ଫେରନ୍ତାଙ୍କୁ ଖୋଜୁଛି ବିଏମସି

ଭୁବନେଶ୍ୱର: ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ବ୍ରିଟେନ ଫେରନ୍ତାଙ୍କୁ ଖୋଜା ଚାଲିଛି ବୋଲି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚା ଦେଇଛନ୍ତି । ଏଣେ ବ୍ରିଟେନ ଫେରନ୍ତାଙ୍କୁ ନିଜର ତଥ୍ୟ ଦେବାକୁ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ଅନୁରୋଧ କରିଛନ୍ତି । ବିଏମସି
Read More...

ନୂଆବର୍ଷରେ ଆହୁରି ଥରିବ ଓଡିଶା

ଭୁବନେଶ୍ୱର: ନୂଆବର୍ଷରେ ଜାଡରେ ଥରିବ ସାରା ଓଡିଶା । ରାଜଧାନୀ ସମେତ ପୂରା ରାଜ୍ୟରେ ତାପମାତ୍ରା ୪ରୁ ୫ଡିଗ୍ରି ପର୍ଯ୍ୟନ୍ତ ଖସି ଆସିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିଛି । କେନ୍ଦ୍ରର ନିଦେ୍ର୍ଧଶକ ଏଚ୍.ଆର୍ ବିଶ୍ୱାସ କହିଛନ୍ତି, ୩୧ ତାରିଖ ସକାଳୁ ରାଜ୍ୟରେ ପୁଣି
Read More...

କ୍ୟାପିଟାଲ ହସ୍ପିଟାଲରେ ବଢ଼ିବ କ୍ୟାବିନ ଓ ହଟିବ ଫାଣ୍ଡି

ଭୁବନେଶ୍ୱର: ପୂର୍ବରୁ ନିଷ୍ପତି ହୋଇଥିବା ବିକାଶମୂଳକ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ହେଲେ ପୁଣି ନୂଆ କାର୍ଯ୍ୟ ପାଇଁ ପ୍ରସ୍ତାବ ଦିଆଯାଇଛି । ଦୀର୍ଘ ବର୍ଷେ ପରେ ସର୍କିଟ ହାଉସରେ କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି (ଆର୍୍କେଏସ୍) କାର୍ଯ୍ୟକାରୀ ବୈଠକ ସୋମବାର
Read More...

ସମବାୟ ସମିତିର ଆସିଷ୍ଟାଂଟ ଆକାଉଂଟ ମ୍ୟାନେଜର ଭିଜିଲାନ୍ସ ଜାଲରେ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଂଟ ଆକାଉଂଟ ମ୍ୟାନେଜର ସୁଧୀର ନନ୍ଦ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସୁଧୀରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି । ବଲାଙ୍ଗୀର ପ୍ୟାଲେସ ଲାଇନ୍ ସ୍ଥିତ ନିଜ ଘରେ, ରୁଗୁଡ଼ିପଡ଼ା ସ୍ଥିତ
Read More...

ହାତଗୋଡ ବନ୍ଧା ନବବଧୂ ଡୋଲିରୁ ଉଦ୍ଧାର

ଭଞ୍ଜନଗର: ଗଞ୍ଜାମ ଜିଳ୍ଲା ବୁଗୁଡା ଥାନା ଅନ୍ତର୍ଗତ ମକରାପଲ୍ଳୀର ମଙ୍ଗରାଜପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ହାତଗୋଡ ବନ୍ଧା ଜଣେ ନବବଧୂକୁ ପଡୋଶୀ ଘରର ଏକ ଡୋଲି ଭିତରେ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ପ୍ରଥମେ ଚିକିତ୍ସାଲାଗି ବୁଗୁଡା ଡାକ୍ତରଖାନାରେ
Read More...

୬ ବ୍ରିଟେନ୍ ଫେରନ୍ତା ପଜିଟିଭ୍

ଭୁବନେଶ୍ୱର: ବ୍ରିଟେନ୍ ସହ ବିଶ୍ୱର ବହୁ ରାଷ୍ଟ୍ରରେ ଏବେ କରୋନାର ନୂଆ ଷ୍ଟେ୍ରନ୍ ଆତଙ୍କ ସୃଷ୍ଟି କରିଥିଲା ବେଳେ ରାଜ୍ୟରେ ୬ ବ୍ରିଟେନ୍ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଜମ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଂଜନ ମିଶ୍ର ସୂଚନା ଦେଇଛନ୍ତିି । ସେ କହିଛନ୍ତି ଯେ, ରାଜ୍ୟରେ
Read More...

ଅନ୍ଲାଇନ୍ରେ କିସ୍ରେ ଏକାଠୀ ହେଲେ ୧ଲକ୍ଷ ଅଭିଭାବକ ଓ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ କିସ୍ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ଅଭିଭାବକ ମହାସମାବେଶ ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଅଭିଭାବକମାନେ ଯେପରି ସୁରୁଖୁରୁରେ କିସ୍ରେ ପହଞ୍ଚି ସମ୍ମିଳନୀରେ ଯୋଗଦେବେ ସେଥିପାଇଁ କିସ୍ ପକ୍ଷରୁ
Read More...

ରାସ୍ତାରେ ଅଳିଆ ପକାଇଲେ ଟ୍ରେଡ୍ ଲାଇସେନ୍ସ ରଦ୍ଧ କରିବ ବିଏମ୍ସି

ଭୁବନେଶ୍ୱର: ବିଏମ୍ସି ଏଣିକି ପୁରା ଆକ୍ସନ ମୁଡ଼ରେ । ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦୋକାନୀମାନଙ୍କୁ ଆଉ ବରଦାସ୍ତ କରାଯିବନି । ଏପରି ଦୋକାନୀ ନଜରକୁ ଆସିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ମହାନଗରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ମହାନଗର ନିଗମ
Read More...