Browsing Category

ରାଜ୍ୟ

ଜାଲ ନୋଟ କାରବାରରେ ୨ ଗିରଫ

ବାରିପଦା: ବାରିପଦା ସହରରେ ୨ ଜଣ ଆନ୍ତରାଜ୍ୟ ନକଲି ନୋଟ ଟଙ୍କା କାରବାର କରୁଥିବା ବେଳେ ଟାଉନ ଥାନା ପୋଲିସ ଦ୍ୱାରା ସକାଳୁ ଗିରଫ ହୋଇଛନ୍ତି । ମୋଟ ୮୫ ହଜାର ଟଙ୍କା ଜବତ ହୋଇଥିବା ମଧ୍ୟରୁ ପାଂଚ ଶହ ଟଙ୍କିଆ ୧୧୦ ଖଣ୍ଡ ଓ ଏକ ଶହ ଟଙ୍କିଆ ତିନି ଶହ ଖଣ୍ଡ ରହିଛି । ସେମାନଙ୍କ ଠାରୁ ୨ଟି
Read More...

ଦଶଚକିଆ ଟ୍ରକ ଚଢିଯାଇ ଵାଇକ ଆରୋହୀର ମୃତ୍ୟୁ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖଇରା ନିକଟରେ  ଦଶଚକିଆ ଟ୍ରକ ଚଢିଯାଇ ଵାଇକ ଆରୋହୀର ମୃତ୍ୟୁ ଘଟିଛି । ଖଇରା ଥାନା ସୋର-କୁପାରୀ ରାସ୍ତାର ରାମପୂର ନିକଟରେ ଘଟିଛି ଏହି ଦୁଘର୍ଟର୍ଣା । ମୃତକ ଜଣଙ୍କ ହେଉଛନ୍ତି ଵଗଦିଆ ଗ୍ରାମର କୃଷ୍ଣ ଚନ୍ଦ୍ର ବେହେରା । ସେ ଭଦ୍ରକ ରାନ୍ଦିଆ ଫେକରର କର୍ମଚାରୀ
Read More...

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

ଭବାନୀପାଟଣା: କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷକ ବିରୋଧୀ ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀଠାରେ ଭାରତ କିଷାନ ସମନ୍ୱୟ ସମିତି ନେତୃତ୍ୱରରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର କୃଷକମାନଙ୍କ ତରଫରୁ ଏକ ଗଣଧାରଣା
Read More...

ଟିକାଦାନ ପାଇଁ ତିନୋଟି କକ୍ଷ

ଭୁବନେଶ୍ୱର: କୋଭିଡ ଟିକାଦାନ ପାଇଁ ସ୍ଥାନ ଚିହ୍ନଟ ହୋଇଥିବାବେଳେ ଏବେ ପ୍ରତ୍ୟେକ ଟୀକାଦାନ କେନ୍ଦ୍ରରେ ୩ଟି କକ୍ଷ ପ୍ରସ୍ତୁତ ହେବ । ପ୍ରତୀକ୍ଷା କକ୍ଷ, ଟୀକାକରଣ କକ୍ଷ ଓ ନିରୀକ୍ଷଣ କକ୍ଷ । ଏହି ଠାରେ ହିଁ ଅଭିଜ୍ଞ ତଥା ତାଲିମପ୍ରାପ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଟୀକାଦାନ କରିବେ
Read More...

୨୦ରେ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ୨୩ ବର୍ଷ ପୂରି ଦଳ ୨୪ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏହି ଉପଲକ୍ଷେ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତା ୨୦ ତାରିଖରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୧ ତାରିଖରେ
Read More...

ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ନିଜ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଆତ୍ମହତ୍ୟା ଉଦ୍ୟମ
Read More...

ପରିବା ବିକାଳିଙ୍କୁ ୧୧୦ କୋଟି ଟଙ୍କାର ଜିଏସଟି ନୋଟିସ୍

ରାଉରକେଲା : ରାଉରକେଲାରେ ଜିଏସଟି ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ନିରୀହ ଗରିବ ଓ ବେରୋଜକାରଙ୍କୁ ମୋହରା ବନେଇ କିଭଳି କୋଟି କୋଟି ଟଙ୍କା ସରକାରୀ ରାଜସ୍ୱକୁ ହଡପ କରାଯାଉଛି, ତାର ଜ୍ୱଳନ୍ତ ଉଦାହରଣ ହେଉଛି ଇସ୍ପାତନଗରୀରୁ ସାମ୍ନାକୁ ଆସୁଥିବା ଗୋଟିଏ ପରେ ଗୋଟିଏ ଜିଏସଟି ଠକେଇ
Read More...

ଦୁଇ ଦିନଆ ରିମାଣ୍ଡରେ ଗଲେ ପ୍ରଦୀପ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଗିରଫ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଆଜି ୨ଦିନିଆ ରିମାଣ୍ଡରେ ନେଇଛି । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ତାଙ୍କୁ ଆଜି କ୍ରାଇମବ୍ରାଞ୍ଚର ଏକ ୫ଜଣିଆ ଟିମ୍ ଝାରପଡା ଜେଲ୍ରୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ
Read More...

ପ୍ରଥମ ପର୍ଯ୍ୟାୟରେ ୩,୨୦ ହଜାରଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟସରକାର ଆଜି ଏକ ବ୍ଲୁପ୍ରିଂଟ ଜାରୀ କରିଛନ୍ତି । ନିର୍ବାଚନ ମଡେଲ ଭଳି ରାଜ୍ୟରେ ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା । ଏଥିଲାଗି ୨ ଲକ୍ଷ ୯ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛନ୍ତି ।
Read More...

୧୫ଟି ଅଣ-ବ୍ୟାଙ୍କିଙ୍ଗ ସଂସ୍ଥା ଉପରେ ରୋକ ଲଗାଇଲା ଆରବିଆଇ

ଯାଜପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଗରୀବ ବିକାଶ ସଂସ୍ଥା (ଜନହିତ ବ୍ୟାଙ୍କ) ସହ ଅନ୍ୟ ୧୪ ଟି ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀର ପଞ୍ଜିକରଣ ରଦ୍ଧ କରାଯାଇଚ୍ଥି । ଏ ସଂପର୍କରେ ସ୍ୱଳ୍ପ ସଂଚୟ ବିଭାଗର ନିଦେ୍ର୍ଧଶକ ଏସ୍. ଦାସ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଇଚ୍ଥନ୍ତି
Read More...