Browsing Category

ରାଜ୍ୟ

କଳାହାଣ୍ଡିରେ ୧୦ ଲକ୍ଷ ୯୪ ହଜାର କ୍ୱିଇଂଟାଲ ଧାନ କ୍ରୟ

ଭବାନୀପାଟଣା- କଳାହାଣ୍ଡି ଜିଲ୍ଲାର ମଣ୍ଡିଗୁଡିକରେ ଧାନ ପଡିରହିଛି । ଚାଷୀମାନେ ଶୀତ କାକରରେ ହନ୍ତସନ୍ତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲାରେ ୨୧୦ ଟି ମଣ୍ଡି ଖୋଲିବାକୁ ବ୍ୟବସ୍ଥା କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଆହୁରି ୮ ଟି ମଣ୍ଡି ଖୋଲିନଥିବା ଯୋଗୁଁ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି
Read More...

ସମ୍ପୂର୍ଣ୍ଣ ଶୂନ୍ୟ କାର୍ବନ ବିକିରଣ ଦିଗରେ ପୂର୍ବ ତଟ ରେଳପଥ

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ପକ୍ଷରୁ ୮ ଡ଼ିସେମ୍ବର ରୁ ୧୪ ଡ଼ିସେମ୍ବର ୨୦୨୦ ମଧ୍ୟରେ ଉର୍ଜ୍ଜା ସଂରକ୍ଷଣ ସପ୍ତାହ ପାଳନ କରାଯାଇଥିଲା । ସମସ୍ତ ତିନୋଟି ମଣ୍ଡଳରେ ଉର୍ଜ୍ଜା ସଂରକ୍ଷଣ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ କର୍ମଚାରୀ ଓ ଅଧିକାରୀ ମାନେ ପ୍ଲା କାଡର଼୍ ଧରି ଏବଂ ସ୍ଲୋଗାନ୍ ଦେଇ
Read More...

ନକଲି ଆୟକର ଅଧିକାରୀ ଗିରଫ

ଭୁବନେଶ୍ୱର: ଖାରବେଳନଗର ପୋଲିସ ଜଣେ ନକଲି ଆୟକର ଅଧିକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ବିରିଡିଥାନା ଅଧୀନସ୍ଥ ହଳଦୀପଡ଼ିଆ ଗ୍ରାମ ଜେନା ସାହିର ଉମାକାନ୍ତ ରାଉତ । ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ଜଣକ ଆୟକର କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ ପିଅନ । ପୂର୍ବରୁ
Read More...

ସୂର୍ଯ୍ୟମନ୍ଦିର ସୁରକ୍ଷା ବ୍ୟବସ୍ଥା: ୮୦ ପ୍ରତିଶତ ସିସିଟିଭି ଅଚଳ

କୋଣାର୍କ: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତି ଭାରତୀୟ ସର୍ବେକ୍ଷଣ ସଂସ୍ଥା ଅନେକ ସମୟରେ ଅବହେଳା ପ୍ରଦର୍ଶନ କରିଆସୁଛି । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୂର୍ଯ୍ୟମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି କେନ୍ଦ୍ର ସଂସ୍କୃତି ବିଭାଗ ସମୁଚିତ ଦୃଷ୍ଟି ଦେଉ ନ
Read More...

ବୁର୍ଲା ଭିମ୍ସାର: ପଂଚମ ଦିନରେ ପହଂଚିଲା କୋଭିଡ ସେବିକାଙ୍କ ଆନ୍ଦୋଳନ

ବୁର୍ଲା: ସ୍ଥାୟୀ ନିଯୁକ୍ତି ଦାବିକୁ ନେଇ ବୁର୍ଲା ଭିମସାର ହସିପିଟାଲ ସମ୍ମୁଖରେ କୋଭିଡ ସେବିକା ଆନେ୍ଦାଳନ ପଂଚମ ଦିବସରେ ପହଂଚିଛି । ତେବେ ମଧ୍ୟ ଏହି କୋଭିଡ ସେବିକା ମାନେ କଳାବ୍ୟାଚ ପରିଧାନ କରି ସେମାନଙ୍କର ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ ଜାରି ରଖୀଥିବା ବେଳେ କିନ୍ତୁ ଭିମସାର କର୍ତୃପକ୍ଷ
Read More...

ରାଜ୍ୟରେ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାୟ ୯ମାସ ପରେ ରାଜ୍ୟର ସମସ୍ତ ମନ୍ଦିରଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି । ବିଭିନ୍ନ ଜିଲ୍ଲାର ଧର୍ମପୀଠଗୁଡିକ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ
Read More...

ହାତୀ ଉପଦ୍ରବ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନିରାକାରପୁର ଚିତ୍ରକୂଟ ପାଦଦେଶରେ ଥିବା ପୂର୍ବତନ ସରପଞ୍ଚ ବିପିନ କୁମାର ଜୟସିଂହଙ୍କ ବଗିଚାରେ ଗତ ରାତିରେ ହାତୀ ଦଳ ପଶି ବଗିଚାରେ ଥିବା ବିଭିନ୍ନ ଦରକାରୀ ଗଛଗୁଡ଼ିକୁ ଖାଇ,ଭାଙ୍ଗି ଦଳିଚକଟି ନଷ୍ଟ କରିଦେଇଛନ୍ତି ।
Read More...

‘ନେସ୍କୋ’ମୁଖ୍ୟ କାର୍ଯ୍ୟାଳୟ ଘେରାଉ ଡାକରାକୁ ବିରୋଧ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆସନ୍ତା ୨୨ ତାରିଖରେ ଉତ୍ତର ଓଡିଶାର ବିଦ୍ୟୁତ ବିତରଣ ସଂସ୍ଥା ‘ନେସ୍କୋ’ର ମୁଖ୍ୟ କାର୍ଯ୍ୟାଳୟ ଘେରାଓ ପାଇଁ ଅନ୍ୟାନ୍ୟ ସଂଗଠନର ଡାକରାକୁ ବିରୋଧ କରିଛି ‘ନେସ୍କୋ ବିଦ୍ୟୁତ ଏମ୍ପେ୍ଲାଇଜ୍ ଏବଂ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚ । କେତେକ ନ୍ୟସ୍ତସ୍ୱାର୍ଥ
Read More...

ଏଣିକି କମିବ ସ୍କୁଲ ବ୍ୟାଗ ଓଜନ

ଭୁବନେଶ୍ୱର: ଏଣିକି ସ୍କୁଲ ପିଲାଙ୍କର କମିବ ବହି ବ୍ୟାଗ୍ ବୋଝ । ପିଲାଙ୍କ ଓଜନ ଠାରୁ ବହି ବ୍ୟାଗ୍ର ଓଜନ ୧୦ ପ୍ରତିଶତରୁ କମ୍ ରହିବ । ଯଦି ପିଲାର ଓଜନ ୨୦ କେଜି ହୋଇଥିବ ସେ ୨କେଜି ଓଜନର ବହି ବସ୍ତାନୀ ନେଇ ସ୍କୁଲ ଯିବ । ଯଦି ଏହାଠାରୁ ଅଧିକ ଓଜନର ବସ୍ତାନୀ ଧରି ଛାତ୍ରଛାତ୍ରୀ ସ୍କୁଲକୁ
Read More...

ଇଏସ୍ଆଇ ଡାକ୍ତରଖାନାରେ ଡାକ୍ତର ମରୁଡି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୀନସ୍ଥ୍ ଭୁବନେଶ୍ୱର ଇଏଏଆଇ ହସ୍ପିଟାଲରେ ସୃଷ୍ଟ ୧୨୬ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ପଦରେ ଏଯାବତ୍ ନିଯୁକ୍ତି ଦିଆଯାଉ ନାହିଁ । ହସ୍ପିଟାଲ ୫୦ ଶଯ୍ୟାରୁ ୧୦୦ ଶଯ୍ୟା ମାନ୍ୟତା ପାଇବା ପରେ ରାଚ୍ୟ ସରକାର
Read More...