Browsing Category

ରାଜ୍ୟ

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ ଝାଲିଆପଡ଼ା ନାଳ ନିକଟକୁ ଶୌଚ ପାଇଁ ଯାଇଥିବା ସମୟରେ ଆଜି ସକାଳ ସାଢେ଼ ୫ ଟା ସମୟରେ ଜଣେ ବ୍ୟକ୍ତି ଭାଲୁ କାମୁଡ଼ା ରେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ଝାଲିଆପଡ଼ାର ଅନ୍ତର୍ୟ୍ୟାମୀ ମହାନ୍ତ(୫୦) ବୋଲି ଜଣାପଡିଛି। ପାଟଣା
Read More...

ଯାଜପୁରରେ କାଳିଦାସ ଜୟନ୍ତୀ ପାଳିତ

ଯାଜପୁର : ସଂସ୍କୃତ ଭାଷା ବିଶ୍ୱର ସର୍ବ ପୁରାତନ ଭାଷା ଭାବେ ପରିଚିତା ଆଦି କବି କାଳି ଦାସ ଏହି ଭାଷାକୁ ଯେଉଁ ସ୍ତରକୁ ନେଇଚ୍ଥନ୍ତି ତାହା ଅନନ୍ୟ ଓ ଚିରନ୍ତନ ବୋଲି ବକ୍ତାମାନେ ମତବ୍ୟକ୍ତ କରିଚ୍ଥନ୍ତିା ଶୁକ୍ରବାର ପୂର୍ବାହ୍ନରେ ଜ଼ିଲ୍ଲା ସ୍କୁଲଠାରେ କାଳିଦାସ ଜୟନ୍ତୀ ଜ଼ିଲ୍ଲା
Read More...

ରାଉରକେଲା ମହାନଗର ନିଗମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଣାତ୍ମକ ପରିଚାଳନା ବ୍ୟବସ୍ଥା ପାଇଁ ରାଉରକେଲାର ୬ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସ୍ଓ ୯୦୦୧-୨୦୧୫ ପ୍ରମାଣପତ୍ର ମିଳିଥିବାରୁ ରାଉରକେଲା ମହାନଗର ନିଗମକୁ ପ୍ରଶଂସା କରିଛନ୍ତି । କୋଭିଡ-୧୯ ଆହ୍ୱାନ ସତ୍ୱେ ଏହି ପରିବର୍ତନକାରୀ
Read More...

ରାଜ୍ୟରେ ୫୧୮ ଆକ୍ରାନ୍ତ : ୪ମୃତ

ଭୁବନେଶ୍ୱର: ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ଘଂଟା ମଧ୍ୟରେ ନୂତନ ୫୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୯୭ ଜର ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୨୨୧ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି ।
Read More...

ପୁଣି ନକଲି ଘିଅ କାରଖାନା ଠାବ

ନକଲି ଜିନିଷ ପ୍ରସ୍ତୁତିର ଆଡ୍ଡାସ୍ଥଳିପାଲଟିଛି କଟକ କଟକ: କଟକ ଜିଲ୍ଲାରେ କିଛି ଦିନ ମଧ୍ୟରେ ନକଲି ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ବହୁ ନକଲି ଜିନିଷ ଠାବ ହୋଇଛି । ମସଲା, ତେଲ, ଘିଅ, ପରିବା ରଙ୍ଗ ଆଦି ସବୁ ମିଶାଇ ଭେଜାଲ୍ ସାମଗ୍ରୀ ପ୍ରସ୍ତୁତ କରାଯିବାରେ କଟକ ସହର ଉପକଣ୍ଠ ବେଶ
Read More...

ମାସକ ଆଗରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ । କୋଭିଡ୍ କଟକଣା ଭିତରେ ଚାଲିଥିବା ଏହି ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ଆଜି ଓପରବେଳା
Read More...

ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ଆଜି ଏହାର ପ୍ରାଥମିକ ସଭ୍ୟପଦରୁ ବହିଷ୍କୃତ କରିବା ନେଇ ବିଜ୍ଞପ୍ତି ଜାରୀ କରିଛି । ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଦ୍ୱାରା ଜାରୀ ହୋଇଥିବା ଏହି ବିଜ୍ଞପ୍ତି ପଛରେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
Read More...

ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ପାଇଁ ପ୍ରଶିକ୍ଷଣ ଶିବିର

ଯାଜପୁର : ଆଜି ଅପରାହ୍ନ ୩ ଘଟିକା ସମୟରେ ଯାଜପୁର ଟାଉନ ସ୍ଥିତ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ
Read More...

ରାୟଗଡ ଜିଲ୍ଲାରେ ଧାନମଣ୍ଡି ଆରମ୍ଭ

ରାୟଗଡ: ଆଜିଠାରୁ ବିଧିବଦ୍ଧ ଭାବେ ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଏହି ମଣ୍ଡିକୁ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆନୁଷ୍ଠାନିକଭାବେ ଶୁଭ ଉଦଘାଟନ କରିଥିଲେ । ମଣ୍ଡି ଖୋଲିଲା ସତ ହେଲେ ସରକରୀ ନିୟମ ଅନୁସାରେ ଚାଷୀ ରେଜଷ୍ଟେ୍ରସନ କରି ଟୋକନ ପାଇବାର ବ୍ୟବସ୍ଥାକୁ ବାଧ୍ୟ ବାଧକ
Read More...

‘ପରୀ’ ହତ୍ୟାର ତଦନ୍ତ ପାଇଁ ୫ଜଣିଆ ଏସଆଇଟି ଗଠିତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ‘ପରୀ’ ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ଅଫିସର ତଥା ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୫ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରିଛନ୍ତି । ଏହି ଟିମର ଅନ୍ୟ ସଦସ୍ୟମାନେ ହେଲେ କ୍ରାଇମବ୍ରାଞ୍ଚର ଏସପି,
Read More...