Browsing Category

ରାଜ୍ୟ

ରଶି ଲଗାଇ ଯୁବକର ଆତ୍ମହତ୍ୟା

ଯାଜପୁର: ମଂଗଳପୁର ଥାନା ଅଧିନସ୍ଥ ପାଲଟପୁର ପଂଚାୟତ ଧୋବାଇକୋଇଲି ଗ୍ରାମର ଭୀକାରୀ ସାହୁଙ୍କ ପୁଅ ଭୀମସେନ ସାହୁ(୪୪) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଥିନେଇ ମଂଗଳପୁର ପୁଲିସ ପକ୍ଷରୁ ଶବ ଜବତ କରି ୨୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶବ…
Read More...

ଆଇ.ଏନ.ଏସ୍ ଚିଲିକାରେ ନୌସେନା ଦିବସ ପାଳିତ

ଖୋର୍ଦ୍ଧା: ଆଇ.ଏନ.ଏସ. ଚିଲିକାରେ ନୌସେନା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ନୌସେନା ଦିବସର ବିଷୟବସ୍ତୁ ରହିଛି ଯୁଦ୍ଧ ପ୍ରସ୍ତୁତ ଭାରତୀୟ ନୌସେନା ବିଶ୍ୱସନୀୟ ଏବଂ ସମନ୍ୱୟ । ଚଳିତ ବର୍ଷ ମଧ୍ୟ ପାକିସ୍ଥାନ ବିରୋଧରେ ୧୯୭୧ ମସିହାରେ ଭାରତର ଗୌରବମୟ ବିଜୟର ୫୦ତମ ବାର୍ଷିକୀ । ତେଣୁ…
Read More...

କଳାହାଣ୍ଡି ଜିଲ୍ଲାରେ ପଥର ମାଫିଆ ସକ୍ରୀୟ

ଧର୍ମଗଡ- କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର ଓ ବାଲି ଚୋରାଚାଲାଣ କାରବାର ଯୋରଦାର ଚାଲିଥିବା ଅଭିଯୋଗ ହେଉଛି । ଧର୍ମଗଡ ଉପଖଣ୍ଡର ପ୍ରାୟ ସମସ୍ତ ତହସିଲ ଅଂଚଳରେ ଲଗାମଛଡା ଭାବରେ ଅନେକ ପଥର ଖାଦାନରେ ସରକାରୀ ପଦାଧିକାରୀଙ୍କ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା ଚାଲାଣ ହେଉଥିବା ପ୍ରାୟତଃ…
Read More...

ଭାରତ ବନ୍ଦକୁ ସମର୍ଥନ ଜଣାଇଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ‘ଭାରତ ବନ୍ଦ’କୁ କଂଗ୍ରେସ ସମର୍ଥନ ଜଣାଇଛି। ଦେଶର ୪୦ଟି କୃଷକ ସଂଗଠନ ଦ୍ୱାରା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରୁଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ…
Read More...

ଖରସ୍ରୋତା ଜଳ ବିବାଦ

ଆଳି: ଖରସ୍ରୋତା ନଦୀରୁ ବୁନ୍ଦାଏ ପାଣି ନଦେବାର ଆନ୍ଦୋଳନରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡିଛି ବିରୋଧୀ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ବରୁଣାଡିହା ବାରମାଣିଆ ନଦୀ ତୁଠରୁ ଶତାଧିକ ମହିଳା ଆଜି ଖରସ୍ରୋତା ଗର୍ଭରେ ଆରମ୍ଭ କରିଛନ୍ତି ଜଳସତ୍ୟାଗ୍ରହ। ମେଗାପାନୀୟ ଜଳପ୍ରକଳ୍ପ ନାଁରେ ଖରସ୍ରୋତାକୁ…
Read More...

ଆସନ୍ତା ୧୧ରେ ଅଣକୋଭିଡ ସେବା ବନ୍ଦ କରିବେ ଡାକ୍ତର, ଭାରତୀୟ ଶଲ୍ୟ ଚିକିତ୍ସକ ସଂଘର ଆନ୍ଦୋଳନ ଡ଼ାକରା

ଭୁବନେଶ୍ବର: ନଭେମ୍ବର ୧୯ରେ ଆୟୁର୍ବେଦ ଡାକ୍ତରଙ୍କୁ ସାଧାରଣ ଅସ୍ତ୍ରୋପଚାର କରିବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ବିରୋଧ କରି ଆସନ୍ତା ୧୧ ତାରିଖରେ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ଦେଇଥିବା ଆନ୍ଦୋଳନ ଡାକରାରେ…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯୩ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨୯ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୬୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…
Read More...

ଯାଜପୁରରେ ଜାତୀୟ ପ୍ରଦ୍ୟୁଷଣ ନିରୋଧ ଦିବସ ପାଳିତ

ଯାଜପୁର: ବୁଧବାର ପୂର୍ବାହ୍ନରେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରଦ୍ୟୁଷଣ ନିରୋଧ ଦିବସ ପାଳିତ ହୋଇଯାଇଚ୍ଥି । ଅନଲାଇନ ବ୍ୟବସ୍ଥା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରୱର୍ତୀ ସିଂ ରାଠୋର ପ୍ରଦ୍ୟୁଷଣ ସମସ୍ୟା…
Read More...

ରାଷ୍ଟ୍ରବାଦୀ ସେବାଶ୍ରମ ତରଫରୁ ଶୀତ ବସ୍ତ୍ର ବଂଟନ

ଯାଜପୁର : ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରବାଦୀ ସେବାଶ୍ରମ ତରଫରୁ ଶୀତ ବସ୍ତ୍ର ବଂଟନ କରାଯାଇଛି । ବରୀ ଅଂଚଳର ବିଭିନ୍ନ ସ୍ଥାନରେ ରାଷ୍ଟ୍ରବାଦି ସେବାଶ୍ରମ ତରଫରୁ ଅନେକ ପ୍ରକାରର ସେବାକାର୍ଯ୍ୟମାନେ କରାଯାଉଛି । ତନ୍ମଧ୍ୟରୁ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ…
Read More...

ସରକାରୀ ଜମି ଜବରଦଖଲର ତଦନ୍ତ

ଜୁନାଗଡ: କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ନିକଟସ୍ଥ ରିଷିଗାଁ ମୌଜାରେ ସରକାରୀ ଜମି ହଡପ ହୋଇଥିବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ କଳାହାଣ୍ଡି ତହସିଲଦାର କ୍ଷୀରୋଦ ବିହାରୀ ଭରତ ନାଗ ଓ ସଦର ଆର୍ଆଇ ବୈକୁଣ୍ଠ ପାଣିଗ୍ରାହୀ ଜବରଦଖଲ ସ୍ଥାନରେ ପହଂଚି ତଦନ୍ତ କରିଛନ୍ତି । ଏଥିରେ ଆହୁରି…
Read More...