Browsing Category

ରାଜ୍ୟ

କୁଷ୍ଠ ରୋଗୀଙ୍କୁ ଘରୋଇ ଉପକରଣ ବଂଟନ

ରାୟଗଡ: ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିବା ୫୬ ଜଣଙ୍କୁ ଘରୋଇ ଉପକରଣ ବଂଟନ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏଥି ନିମନ୍ତେ ୩୩ ପ୍ରକାରର ୫୧ଟି ଉପକରଣ ସମ୍ବଳିତ ଏକ କିଟକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ…
Read More...

ଯୁବ ରେଡ଼କ୍ରସ୍ କାର୍ଯ୍ୟକାରୀ ବୈଠକ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ ଉଦ୍ରେକ କରାଇ ଅଧିକରୁ ଅଧିକ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ସୋମବାର ରେଡକ୍ରସ୍ ଭବନ ପରିସରରେ ଯୁବ ରେଡ଼କ୍ରସ୍ ଶାଖାର ୨୦୨୦-୨୧…
Read More...

ବଢିଲା ବସ୍ ଭଡା

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁଁ ଆଜି ରାଜ୍ୟ ସରକାର ବସ୍ ଭଡା ବୃଦ୍ଧି କରିଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସ୍ଭଡା କିଲୋମିଟର ପିଛା ୧ ପଇସା ବଢିଥିଲା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସଭଡା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି । ପ୍ରାପ୍ତ ସୂଚନା…
Read More...

ହୋମଗାର୍ଡଙ୍କ ୫୮ତମ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡା - ଜେ.କେ.ପୁର ପୋଲିସ ରିଜର୍ଭ ପଡିଆ ଠାରେ ୫୮ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣା ବିବେକ ଏମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ଏସଡିପିଓ ତପନ ନାରାୟଣ ରଥ, ରାୟଗଡା…
Read More...

ପୂର୍ବତଟ ରେଳପଥ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳସଦନ ଠାରେ ଭାରତ ରତ୍ନ ବାବା ସହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କର ୬୪ତମ ମହାପରିନିର୍ବାନ ପାଳିତ ହୋଇଯାଇଅଛି । ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ଅଧିକାରୀ ଓ…
Read More...

ରାୟଗଡାରୁ ୨ ପଜିଟିଭ ଚିହ୍ନଟ

ରାୟଗଡା - ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିର ରହିଛି । ରବିବାର ଜିଲ୍ଲାରୁ ୨ ପଜିିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨ ପଜିଟିଭଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଚିହ୍ନଟ ହୋଇଥିବା ୨ ପଜିଟିଭ୍ ରାୟଗଡା ପୌରାଚଂଳର । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୮୩୧୭ ଜଣ…
Read More...

ଭାରତ ବନ୍ଦ ସଫଳ ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନ

ଭୁବନେଶ୍ୱର: ଭାରତର ରାଜଧାନୀ ଦିଲ୍ଲୀରେ ·ଲିଥିବା କୃଷକମାନଙ୍କର ‘ଦିଲ୍ଲୀ ଚଲୋ’ କୃଷକ ଆନେ୍ଦାଳନ ତରଫରୁ ଆସନ୍ତା ୮ ଡ଼ିସେମ୍ବରରେ ଭାରତ ବନ୍ଦର ଡ଼ାକରା ଦିଆଯାଇଛି । ଦେଶର ସମସ୍ତ କୃଷକ ସଂଗଠନମାନଙ୍କର ମିଳିତ ମଞ୍ଚ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ତରଫରୁ ଆହୂତ ୮ ଡ଼ିସେମ୍ବର ଭାରତ ବନ୍ଦକୁ…
Read More...

ରେଳଲାଇନ୍ରୁ ମାଆ ଓ ଝିଅର ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଉଜୁଡା ପଞ୍ଚାୟତ ଅଭିମାନପୁର ଗାଁ ନିକଟ ରେଲ୍ୱେ ଟ୍ରାକ୍ରୁ ଜଣେ ମହିଳା ଓ ତାଙ୍କ ବର୍ଷକର ଶିଶୁକନ୍ୟାର ମୃତଦେହ ରବିବାର ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଟ୍ରେନ୍ରେ କଟି ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ହତ୍ୟା କି…
Read More...

ଶିକ୍ଷାନୁଷ୍ଠାନ ଖୋଲିବାକୁ ସ୍କୁଲ ଓ ଗଣ ଶିକ୍ଷାବିଭାଗର ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ କ୍ରମଶଃ ହା୍ରସ ପାଇବା ଯୋଗୁଁ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ଗୁରୁତର ସହକାରେ ଚିନ୍ତା କରୁଥିବା ଜଣାଯାଇଛି । ତେବେ । ଅଗ୍ରାଧିକାର ଭିତିରେ ଓ ସୂରକ୍ଷା ବ୍ୟବସ୍ଥା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ସବୁଜ ସଙ୍କେତ…
Read More...

ଯୋଗଣ ବିଭାଗର ଆଳୁ ଓ ପିଆଜ ବିକ୍ରୟ ଯାଞ୍ଚ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଯାଞ୍ଚ କରିଛନ୍ତି । ଯୋଗାଣ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା । ଆଳୁ ଏବଂ ପିଆଜ ପ୍ରଭୃତି…
Read More...