Browsing Category

ରାଜ୍ୟ

ରାଜ୍ୟସ୍ତରୀୟ ରାଧାନାଥ ସାହିତ୍ୟ ଆଲୋଚନା ଚକ୍ର ଅନଲାଇନରେ

ବାଲେଶ୍ୱର: ରବିବାର ଦିନ ସନ୍ଧ୍ୟାରେ ସାହିତି୍ୟକ କବି ବନ୍ଧୁପରିବାର ଆନୁକୁଲ୍ୟରେ ଏକ ସାନ୍ଧ୍ୟ ଆଲାଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଜିଲ୍ଲାର ସାରସ୍ୱତ ସାଧକ ତଥା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଭାଷଣ ପରେ, ଅନୁଷ୍ଠାନର…
Read More...

୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ରୂପ ନେବ ବରମୁଣ୍ଡା ବସ ଟର୍ମିନାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତିକରଣ କାମ ଦେଖିବା ସହ ଏହାର ତଦାରଖ ଓ ସମୀକ୍ଷା କରଛନ୍ତି । ୧୧ ଏକର ଜମିରେ ଏହି ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ ନିର୍ମାଣ ହେବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୨…
Read More...

୫ ଜିଲାରୁ କରୋନାରେ ଆଖି ବୁଜିଲେ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୫ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାସହ ମୋଟ କରୋନା କରୋନା ଜନିତ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୭୯୪କୁ ଛୁଇଁଛି। ମୃତକଙ୍କ ମଧ୍ୟରେ ବଲାଙ୍ଗୀର, ଖୋର୍ଦ୍ଧା, କେନ୍ଦୁଝର,…
Read More...

ଓଡିଶା ହେଲା ୨୯ ରାଜ୍ୟରେ ପ୍ରଥମ

ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ ଭୁବନେଶ୍ୱର: ସହରୀ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଓଡିଶା ହାସଲ କରିଛି ଏକ ନମ୍ବର । ଏନଜିଓ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ରହିଛି ଓଡିଶା । ଦେଶର ବଛା ବଛା ୪୦ ସହର…
Read More...

ନାବାଳକ ସ୍କୁଟି ଚାଳକକୁ ୨୬ ହଜାର ଟଙ୍କାର ଫାଇନ୍

ଭୁବେନଶ୍ୱର : ଭୁବନେଶ୍ୱରେ ଜଣେ ନାବାଳକକୁ ସ୍କୁଟି ଚଲାଇବା ପଡିଲା ମହଙ୍ଗା । କଟିଲା ମୋଟା ଅଙ୍କର ଫାଇନ। ଟ୍ରାଫିକ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ୨୬ ହଜାର ଟଙ୍କାର ଫାଇନ କାଟିଲେ ପୁଲିସ ବାବୁ । ଭୁବନେଶ୍ୱର ଖଣ୍ଡଗିରି ଛକ ଠାରେ ଏଭଳି ଫାଇନ୍ କରିଛି କମିଶନରେଟ ପୁଲିସ । ଗାଡି ଚାଳକ ଜଣକ…
Read More...

ଉଚ୍ଛେଦ ବେଳେ ଉତ୍ତେଜନା, ପ୍ରଥମେ ଥଇଥାନ ଦାବି

କଟକ : ଜଗତପୁର ଗୋଲେଇ ଛକରୁ ନିମପୁର ପଡିଆ ଯାଏ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତିକରଣ କାମ ପାଇଁ କଟକ ସିଏମ୍‌ସି ପକ୍ଷରୁ ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଏହା ପ୍ରତିବାଦରେ ବସ୍ତି ବାସିନ୍ଦା ଓ ବ୍ୟବସାୟୀ ରାସ୍ତା ଉପରେ ଧାରଣା ଦେଇଥିଲେ। ଜଗତପୁର ଗୋଲେଇ ଛକରୁ ନିମପୁର ପଡିଆ…
Read More...

“ଭାରତ ବନ୍ଦ”ରେ ଅଟୋଚାଳକଙ୍କ କଚେପୁଅ ବାର୍

ରସୁଲଗଡରୁ ବାଣୀବିହାର ଅଟୋରେ ୧୦ ଟଙ୍କା ଭୁବନେଶ୍ୱର : କେନ୍ଦ୍ରସରକାର କରିଥିବା ତିନୋଟି କୃଷି ଆଇନକୁ ରଦ୍ଧ କରିବା ଦାବିରେ ଆଜି ଦେଶବ୍ୟାପି “ବନ୍ଦ” ପାଳନ କରାଯାଇଛି । ୧୮ଟି ରାଜନୈିତିକ ଦଳ ଏଥିପାଇଁ ହାତ ମିଳାଇଥିବା ବେଳେ ବନ୍ଦକୁ ପ୍ରଭାବି ଢଙ୍ଗରେ ପାଳନ କରିବା ଲାଗି ବିଭିନ୍ନ କୃଷକ…
Read More...

ସୋନିଆ ଗାନ୍ଧୀ ଏଥର ପାଳିବେନି ଜନ୍ମଦିନ

ଭୁବନେଶ୍ୱର - ସାରା ଦେଶରେ କରୋନା ମହାମାରୀରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ସହ ହଜାର ହଜାର କୃଷକ ଭାଇ ଭଉଣୀମାନେ କେନ୍ଦ୍ର ସରକାରଙ୍କ ତିନିଗୋଟି କଳା ଆଇନ୍କୁ ନେଇ ଧାରଣା, ପ୍ରତିବାଦରେ ଶୀତ କାକରରେ ଆନେ୍ଦାଳନରତ ଥିବା ଯୋଗୁଁ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ତାଙ୍କର…
Read More...

୧ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ମୂଲ୍ୟବାନ ରତ୍ନ ପଥର ଜବତ

ରାୟଗଡ : ମୂଲ୍ୟବାନ ରତ୍ନପଥର ଚୋରାଚାଲାଣ ପାଇଁ ଯୋଜନା ହେଉଥିବା ସମୟରେ କ୍ରାଇମ ବ୍ରାଂଚର ଏସଟିଏଫ ଟିମ୍ ହାତରେ ଧରା ପଡିଛି ଜଣେ ରତ୍ନ ପଥର ଚୋରା ବେପାରୀ । ଏଥି ସହ ବିପୁଳ ପରିମାଣରେ ମୂଲ୍ୟବାନ ରତ୍ନ ପଥର ଜବତ କରିଛି କ୍ରାଇମ ବ୍ରାଂଚ ଏସଟିଏଫ । ସୂଚନା ମୁତାବକ ରାୟଗଡା ସହର ସ୍ଥିତ…
Read More...

ମାର୍ଚ୍ଚ ସୁଦ୍ଧା ୧୮୯ଟି ଦେଶକୁ ମିଳିବ ୫୦ କୋଟିରୁ ଅଧିକ କରୋନା ଟିକା : ହୁ

ଭୁବନେଶ୍ୱର: ଆସନ୍ତା ବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦ କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି । ଜେନେଭା ନ୍ୟୁଜ୍ କନ୍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ…
Read More...