Browsing Category

ରାଜ୍ୟ

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ; ୨ମୃତ ,୬ ଆହତ

ନୂଆପଡା : ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଶନିବାର ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ବିଳମ୍ବିତ ରାତିରେ ନୂଆପଡା ଜିଲାର ସିନାପାଲି ଥାନା ଅନ୍ତର୍ଗତ ଟିମମପୁର ଗାଁ ନିକଟରେ ଘଟିଛି। ହଳଦୀମୁଣ୍ଡା ଗାଁରୁ ବାହାଘରରେ ଯୋଗ ଦେଇ…
Read More...

ଭିଜିଲାନ୍ସକୁ ଗଲା ପ୍ରଦୀପ ମାମଲା

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଭିଜିଲାନ୍ସ ନିଦେ୍ର୍ଧଶକଙ୍କୁ ଲୋକାୟୁକ୍ତ ଆଜି ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୨ମାସ ମଧ୍ୟରେ ତଦନ୍ତ ନିଦେ୍ର୍ଧଶ ଦାଖଲ କରିବାକୁ ଲୋକାୟୁକ୍ତ ଭିଜିଲାନ୍ସ ନିଦେ୍ର୍ଧଶକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି…
Read More...

ଆଠଗଡ଼ କୋରଙ୍ଗ ଗ୍ରାମରେ ଅବକାରୀ ବିଭାଗର ଚଢ଼ଉ

ଆଠଗଡ଼: କଟକ ଜିଲ୍ଲାର ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗ ଗ୍ରାମ ପାର୍ଶ୍ବରେ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମ‌େ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାଯାଇଛି। କଟକ ଅବକାରୀ ବିଭାଗ, ଆଠଗଡ଼ ଅବକାରୀ ବିଭ‌ାଗର ଓ ଆଠଗଡ଼ ପୁଲିସର ମିଳିତ…
Read More...

ବିଶ୍ୱକପ ପୂର୍ବରୁ ଭିତ୍ତିଭୂମିର ବିକାଶ ହେବ:କ୍ରୀଡା ମନ୍ତ୍ରୀ

ରାଉରକେଲା: ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ଭିତ୍ତିଭୂମି ବିକାଶ ହେବ। ସିଟ କ୍ଷମତା ୨୫ ହଜାରକୁ ବୃଦ୍ଧି କରାଯିବ ସହ ଅନ୍ୟାନ୍ୟ ସୁବିଧା ସୁଯୋଗର ବିକାଶ କରାଯିବ। ବିମାନ ସେବା ଆରମ୍ଭ କରାଯିବ ସହ ହୋଟେଲ, ରାସ୍ତା ଆଦି ଉନ୍ନତମାନର ହେବ। ଏଠାକାର ପର୍ଯ୍ୟଟନର ମଧ୍ୟ ବିକାଶ…
Read More...

ଭୁବନେଶ୍ୱରରେ ଗୁଳିକାଣ୍ଡ

ଭୁବନେଶ୍ୱର: ରାଜଧାନୀର କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବାର ଖବର ମିଳିଛି| କିଛି ଦିନ ତଳେ ଜେଲରୁ ଜାମିନରେ ମୁକୁଳିଥିବା ସଞ୍ଜୟ ଖୁଣ୍ଟିଆଙ୍କ ଉପରକୁ ଗୁଳିମାଡ଼ ହୋଇଛି| ଗୋଟିଏ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ସଞ୍ଜୟଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଲେ| ତେବେ ସଞ୍ଜୟ ଦୌଡ଼ି…
Read More...

ଟ୍ରକ ଓ ଟ୍ରାକ୍ଟର ଧକ୍କା ; ୨ ମୃତ, ୨ ଗୁରୁତର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ କାଳିଆପଡା ଘାଟି ରାସ୍ତାରେ ଗତ କାଲି ବିଳମ୍ବିତ ରାତ୍ରିରେ ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ୨ଜଣଙ୍କ ଶୋଚନିୟ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ଏବଂ ଅନ୍ୟ ଜଣେ ଆହାତ ହୋଇଛନ୍ତି। ଆହାତ ମାନଙ୍କୁ…
Read More...

ରାଜ୍ୟରେ ଆଉ ୩୮୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶୁକ୍ରବାର ଆଉ ୩୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୩୦୨୯ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବାବେଳେ ୧୬୭ ଜଣ ସ୍ଥାନୀୟ ବାସିନ୍ଦା…
Read More...

୧୪୭ ୟୁନିଟ ରକ୍ତ ସଂଗୃହିତ

କଟକ: ବୃକ୍ଷ ରୋପଣ ଏବଂ ରକ୍ତ ଦାନ ଭଳି ମହତ କାର୍ଯ୍ୟକୁ ଏକ ପ୍ରମୁଖ ଦାୟିତ୍ୱ ଭାବେ ବାଛି ନେଇଥିବା ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଅଶୋକ ଦାସ ଫାଉଣ୍ଡେସନ ଓ ଜିଲ୍ଳା ରେଡ଼କ୍ରସ୍ର ମିଳିତ ସହଯୋଗରେ ଦଶରଥପୁର ବ୍ଲକ୍ ଅର୍ନ୍ତଗତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଉଚ୍ଚ୍ ବିଦ୍ୟାଳୟ ପରିସରରେ ଏକ ମେଗା…
Read More...

୨୬ କେଜି ଗଞ୍ଜେଇ ଜବତ, ୩ ଗିରଫ

କୋରାପୁଟ: ଜୟପୁର ଟାଉନ ଥାନା ପୋଲିସ ପକ୍ଷରୁ ଏକ ଗଞ୍ଜେଇ ରାକେଟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତକାଲି ରାତି ପ୍ରାୟ ୧୨ଟା ୧୫ଟାରେ କୋରାପୁଟ ଜିଲ୍ଲାରୁ ୨୬ କେଜି ୨ଶହ ଗ୍ରାମର ଗଞ୍ଜେଇ ଚୋରା ଚାଲାଣ କରୁଥିବା ଉତପ୍ରଦେଶର ଏକ ଗ୍ୟାଙ୍ଗକୁ ସତୀ ନଦୀ ଛକ ନିକଟରେ ଗିରଫ କରି କୋର୍ଟ…
Read More...

ଚାକିରି ଦେବା ନାଁରେ ଯୁବତୀଙ୍କଠାରୁ ୯୭ ହଜାର ଟଙ୍କା ଠକେଇ

ଭୁବନେଶ୍ୱର: ନିଯୁକ୍ତି ଦେବା ନାଁରେ ଜଣେ ଯୁବତୀଙ୍କୁ ୯୭ ହଜାର ଟଙ୍କା ଠକିନେବା ଅଭିଯୋଗରେ କମିଶନରେଟ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ଯୁବତୀଙ୍କୁ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି । ଭୀମପୁର ଅଂଚଳର…
Read More...