Browsing Category

ରାଜ୍ୟ

ଯାଜପୁରରେ ବିଶ୍ୱ ଏଡ୍ସ୍ ଦିବସ ପାଳିତ

ଯାଜପୁର: ସୋମବାର ଦିନ ବିଶ୍ୱ ଏଡ୍ସ୍ ଦିବସ-୨୦୨୦ ଅବସରରେ ଏକ ସଚେତନତା ରଥକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଦ୍ଘାଟନ କରିଥିଲୋ ଏହି ସଚେତନତା ରଥ ୩ ଦିନ ଧରି ଜ଼ିଲ୍ଲାର ସମସ୍ତ ବ୍ଲକକୁ ଯାଇ ଏଡ୍ସ୍ ବିଷୟରେ ଲୋକ ମାନଙ୍କୁ ସଚେତନ କରିବ । ଏ…
Read More...

ଟାଟା ମୋଟର୍ସରେ ଚାକିରୀ କରିନଥିବା ମାନିଲେ

କଟକ: ଟାଟା ମୋଟର୍ସରେ ଚାକିରୀ କରିନଥିଲେ । କି ଏହା ଏମଡି ନଥିଲେ ବୋଲି ଭିଜିଲାନ୍ସ ଏସଆଇଟି ଜେରା ବେଳେ ଗିରଫ ଆକାଶ ପାଠକ ସ୍ୱୀକାର କରିଛନ୍ତି । କେବଳ ନବାବୀ ଦେଖାଇବା ପାଇଁ ଏମଡି ଥିବା କହି ଲୋକୁ ଭୁତାଉଥିଲେ । ଟାଟ ମୋଟର୍ସରେ ଚାକିରୀ କରାଇଦେବା ପାଇଁ କହି ଠକୁଥିଲେ ବୋଲି କହିଛନ୍ତି…
Read More...

ଉତର ଓଡ଼ିଶାରେ ମୃଦୁ ଭୂକମ୍ପନ

ବାଲେଶ୍ୱର,: ଗୁରୁବାର ବିଳମ୍ବିତ ରାତ୍ରୀରେ ମୟୂରଭଞ୍ଜ ଜିଲ୍ଲାରେ ମୃଦୁ ଭୂମିକମ୍ପ ସଂଘଠିତ ହୋଇଥିବା ଜଣାପଡ଼ିଛି । ରାତି ୨.୧୩ରେ ହୋଇଥିବା ଏହି ଭୂକମ୍ପନର ତୀବ୍ରତା ରିକ୍ଟର୍ ସ୍କେଲରେ ୩.୯ ଥିବା କଥା ‘ନ୍ୟାସନାଲ ସେଂଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି । ଭୂକମ୍ପନ ଅନୁଭୂତ ହେବ । ପରେ…
Read More...

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ରାଉରକେଲା :ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ମହିଳା ହେଲେ ସମ୍ବାରି ନାୟକ।  ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ…
Read More...

ଫେରିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର-ସୂର୍ଯ୍ୟ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର-ସୂର୍ଯ୍ୟକୁ ସେବାୟତ ନେଇଯିବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚା ପାଲଟିଥିବା ବେ‌ଳେ ତାହା ଏବେ ଫେରିଆସିଛି। ଗତ ୨୭ ତାରିଖରେ ଶ୍ରୀଜିଉଙ୍କର ନାଗାର୍ଜୁନ ବେଶ ହୋଇଥିବା ବେଳେ ୨୮ ତାରିଖରେ ବେଶରେ ଲାଗିଥିବା…
Read More...

୮ ଲକ୍ଷ ଟଙ୍କାର ଚନ୍ଦ କାଠ ଜବତ; ୩ ଜଣଙ୍କୁ ଅଟକ ‌

କଟକ: ଡ଼ାଳିଯୋଡ଼ା ରେଞ୍ଜ ସଫା ସେକ୍ସନ ଅନ୍ତର୍ଗତ ହାଟୁଆରୀ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ୪ କ୍ବିଣ୍ଟାଲ ୬୦ କେଜିର ଚନ୍ଦନ କାଠ ଜବତ ହୋଇଛି। ଏହାର ମୂଲ୍ୟ ପାଖାପାଖି ୮ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି । ହାଟୁଆରୀ ଜଙ୍ଗଲରୁ ଚନ୍ଦନ କାଠ ଚୋରା ଚାଲାଣ କରାଯାଉଥିବା ବେଳେ ଏସ୍‌ଟିଏଫ୍‌…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ୫ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୫ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୬୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…
Read More...

ଜଗତସିଂହପୁରରେ ବିଶ୍ୱ ଏଡ୍ସ ଦିବସ ପାଳିତ

ଜଗତସିଂହପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଅଛିା ଏହି ଦିବସ ଉପଲକ୍ଷେ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ନୂତନ ଓ.ପି.ଡି…
Read More...

ରୋଟାରୀ କ୍ଲବ ତରଫରୁ ଶୀତ ବସ୍ତ୍ର ବଂଟନ

ଭୁବନେଶ୍ୱର : ରୋଟାରୀକ୍ଲବ, ଭୁବନେଶ୍ୱର-୧ ତରଫରୁ ସ୍ଥାନୀୟ କଳ୍ପନାଛକ ଓ ଜାରକାସ୍ଥିତସେବକଜରାଶ୍ରମର ଅନ୍ତେବାସୀମାନଙ୍କୁଶୀତବସ୍ତ୍ର ପ୍ରଦାନ କରାଯାଇଛି । କୋଭିଡ୍ ନିୟମ ଅନୁପାଳନ ପୂର୍ବ କକୋଲକ ତାସ୍ଥିତ କେନ୍ଦ୍ରୀୟ ଅନ୍ତଃ ଜଳଗବେଷଣା ପ୍ରତିଷ୍ଠାନର ନିଦେ୍ର୍ଧଶକ ତଥା ରୋଟାରୀକ୍ଲବ…
Read More...

ନକଲି ନୋଟ ସହ ଜଣେ ଗିରଫ

କୋରାପୁଟ: କୋରାପୁଟ ପୋଲିସ ଜିଲ୍ଲାରେ ନକଲି ନୋଟ କାରବାର କରୁଥିବା ନେଇ ନକଲି ନୋଟ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଗଣ ମାଧ୍ୟମକୁ ସୂଚନା । ସୂଚନା ରୁ ପ୍ରକାଶ ଯେ, କୋରାପୁଟ ଜିଲ୍ଲାରେ ନକଲି ନୋଟ ତିଆରି କରିବା ଓ ଜିଲ୍ଲାରେ ପ୍ରଚଳନ କରିବା ଦୀର୍ଘ ଦିନ ହେଲା ନଜର…
Read More...