Browsing Category

ରାଜ୍ୟ

ବିଧାନସଭା ଅଧିବେଶନ ୨୦ରୁ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ୨୦ରୁ ବସିବ । ଏହା ପୂର୍ବରୁ ୧୮ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହା ଦିନ ୧୧ଟାରୁ ଆରମ୍ଭ ହେବ ।କରୋନା କଟକଣା ମଧ୍ୟରେ ଶୀତକାଳିନ ଅଧିବେଶନ କିପରି ପରିଚାଳନା କରାଯିବ ଓ ଏଥିରେ ପ୍ରଶ୍ନକାଳ ସମୟ ରହିବ କି ନାହିଁ ଏବଂ ବୈଠକ କିପରି ସୁରୁଖୁରୁର
Read More...

ଚଳିତ ବର୍ଷ ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି ; ପାଳନ ହେବ ପୟାଶ୍ରାଦ୍ଧ

ପୁରୀ : ଚଳିତ ବର୍ଷ ପୁରୀ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜଳାଯିବନି। ମାତ୍ର ପୂର୍ବଭଳି ଲୋକେ ପୟାଶ୍ରାଦ୍ଧ ପାଳନ କରିବେ। ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଏପରି କଟକଣା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା
Read More...

ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ରାଜସ୍ୱ ସମିକ୍ଷା ବୈଠକ ଅନୁଷ୍ଠିତ

ବ୍ରହ୍ନପୁର: ଗଞାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧକ୍ଷତାରେ ଭିଡିଓ କନଫେରନ୍ସି ଜରିଆରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର , ବ୍ରହ୍ନପୁର , ଭଞନଗର ଉପଖଣ୍ଡର ସମୀକ୍ଷା କରିବା ଅବସରରେ ଜିଲ୍ଲାପାଳ ଜଣାଇଥିଲେ ଯେ ରାଜ୍ୟରେ କିଭଳି
Read More...

ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। କିରାଣୀ ଉଦୟନାଥ ଜେନାଙ୍କର ୩ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ରାଜନଗରର ପୈତୃକ ଘର, ଭୁବନେଶ୍ୱର କାର୍ଯ୍ୟାଳୟ ଓ
Read More...

କରୋନାରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋରଧାରେ କାର୍ଯ୍ୟରତ ଉଦ୍ୟାନ କୃଷି ଉପନିଦେ୍ର୍ଧଶକ ପ୍ରହଲ୍ଲାଦ ପୃଷ୍ଟିଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି । ଶ୍ରୀ ପୃଷ୍ଟି କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଏକ ମାସ ହେବ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତ୍ର ୧ଘଣ୍ଟା ସମୟରେ
Read More...

ବାଇକକୁ ପଛପଟୁ ଧକ୍କା ଦେଇ ଲୁଟିନେଲେ ୧ଲକ୍ଷ ୨୦ ହଜାର

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳୀବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁଟଙ୍କାଉଠାଇଫେରୁ ଥିବା ବେଳେ ୨ଜଣ ଯୁବକତାଙ୍କୁୁ ପଛ ପଟୁ ଧକ୍କା ଦେଇ ଲୁଟହୋଇଯାଇ ଥିବାଜଣାଯାଇଛି । ଲୁଟରେ ୪ଜଣ ଯୁବକ ୨ଟି ବାଇକରେ ପିଛାକରିଥିଲେ ।ଲୁଟେରାମାନେ ଗୋଟିଏ ପଲସର ଏବଂ ଗୋଟିଏ ସ୍କୁଟିରେ ଥିବାଜଣାଯାଇଛି ।
Read More...

ସାଢେ ୬ କେଜି ସୁନା ଜବତ ; ୧୦ ଚୋର, ୫ କ୍ରେତା ଗିରଫ

ଗଞ୍ଜାମ : ଗଞ୍ଜାମ ପୁଲିସକୁ ଏକ ବଡ ସଫଳତା ମିଳିଥିବା ବୁଧବାର ଜଣାପଡ଼ିଛି। ପ୍ରାୟ ସାଢେ ୬ କେଜି ସୁନା ଗଞ୍ଜାମ ପୁଲିସ ଜବତ କରିଛି। ଏହି ଘଟଣାରେ ୧୦ ଜଣ ଚୋର ଓ ୫ କ୍ରେତା ମଧ୍ୟ ଗିରଫ ହୋଇଛନ୍ତି। ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଅକ୍ଟୋବର ୧୨ରେ ଏହି ସୁନା ଲୁଟ ହୋଇଥିଲା। ଏହି
Read More...

ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ

ଭୁବନେଶ୍ୱର: ରାଜ୍ୟରେବୁଧବାର କରୋନା ନେଲା ଆଉ ୧୫ଜଣଙ୍କ ଜୀବନ । ଏଥିସହ ରାଜ୍ୟରେ ମୋଟ ମୃତୁ୍ୟ ସଂଖ୍ୟା ୧,୪୬୯କୁ ବୃଦ୍ଧି ହୋଇଛି । । ଏନେଇ ସ୍ୱାସ୍ଥ୍ୟ ଓ ରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସୂଚନା ଅନଚୁଯାୟୀ, ବୁଧବାର କରୋନାରେ ୧୫ଜଣ ମୃତକଙ୍କ ମଧ୍ୟରୁ
Read More...

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଦେଲା ଏମିତି ତଥ୍ୟ

ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଅରଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାକଲ କରିଛି । ତେବେ ବର୍ତମାନ ସୁଦ୍ଧା ଦେଖିବାକୁ ଗଲେ ହତ୍ୟା ନେଇ କୌଣସି ପ୍ରମାଣ ମିିଳି ନଥିବା କ୍ରାଇମବ୍ରାଂଚ କକ୍ଷରୁ କୋର୍ଟଙ୍କୁ ଜଣାଇଛନ୍ତି । ଏହା ସହ ଅପ୍ ଟୁ
Read More...

ଅପରାହ୍ଣ ୪.୩୦ରେ ଆଇଟିଏଟି କଟକ ବେଞ୍ଚ କାର୍ଯ୍ୟାଳୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ବୁଧବାର(ଆଜି) ଅପରାହ୍ଣ ୪.୩୦ରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି. ଭଟ୍ଟ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।
Read More...