Browsing Category

ରାଜ୍ୟ

ଯାତନା ଦେଉଛି ସ୍ମାର୍ଟସିଟି-୧୭ : ଅଲୋଡ଼ା ‘ମୋ ବସ୍‌ ଷ୍ଟପ୍‌’

ଭୁବନେଶ୍ବର : ସ୍ମାର୍ଟସିଟିରେ ସବୁ ଅଞ୍ଚଳର ଲୋକଙ୍କୁ ସହଜ ବସ୍‌ ସେବା ଯୋଗାଇ ଦେବା ନିମନ୍ତେ ୨୦୧୮, ନଭେମ୍ବର ୬ରେ ‘ମୋ ବସ୍‌’ ସେବା ଆରମ୍ଭ ହେଲା। ପ୍ରତି ଅଞ୍ଚଳରେ ସୁଲଭ ମୂଲ୍ୟରେ ବସ୍‌ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିଲା। ଆଗାମୀ ଦିନରେ ବିଦ୍ୟୁତ୍‌ଚାଳିତ ବସ୍‌ ​‌େ​‌ସବା ଯୋଜନା ବି…
Read More...

ଆଜିଠାରୁ ଶୀତ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଅଧିବେଶନ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧାନସଭାର ଶୀତକାଳୀନ ଅଧିବେଶନ ବିଭିନ୍ନ ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ସରଗରମ ହେବା ସମ୍ଭାବନା ରହିଛି । ଗୃହରେ ସରକାରଙ୍କୁ ଅଡୁୁଆରେ ପକାଇବା…
Read More...

ଫାଇନାନ୍ସ ବ୍ୟାଙ୍କରୁ ୧୨କୋଟି ଟଙ୍କା ଡକାୟତି

କଟକ: କଟକର ଜନଗହଳିପୂର୍ଣ୍ଣ ନୟାସଡକସ୍ଥିତ ଆଇଆଇଏଫ୍ଏଲ ନାମକ ଏକ ଫାଇନାନ୍ସ କଂପାନିରୁ ଆଜି ସ୍ପଷ୍ଟ ଦିବାଲୋକରେ ୧୨କୋଟି ଟଙ୍କା ଡକାୟତି ହୋଇଛି । ଆଜି ସକାଳେ ଚାରିଜଣ ବନ୍ଧୁକଧାରୀ ଫାଇନାନ୍ସ କଂପାନି ଅଫିସ୍ ଭିତରେ କର୍ମଚାରୀମାନଙ୍କୁ ଭୟଭୀତ କରି ନଗଦ ୪ଲକ୍ଷ ଟଙ୍କା ସହ ୧୨କୋଟି ଟଙ୍କାର…
Read More...

ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କାଟିଲା ପୁଲିସ୍

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ ନୀତି ଅନୁସାରେ ଆଜି ପର୍ଯ୍ୟନ୍ତ ୨୦୦ ନକ୍ସଲ ଆତ୍ମସମର୍ପଣ କରିସାରିଛନ୍ତି। ଏହି ଖୁସିରେ ପୁଲିସ୍ ନକ୍ସଲଙ୍କ ସହ କେକ୍ କାଟିଛନ୍ତି। ବୁଧବାର ୩ ହାର୍ଡକୋର ନକ୍ସଲ ପୁଲିସ ଆଗରେ…
Read More...

ଘାଟି ତଳକୁ ଖସିଲା ଗାଡ଼ି; ଜଣେ ମୃତ, ୬ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଆଜି ଏକ କମାଣ୍ଡରରେ ବଣ୍ଡା ଘାଟିରୁ ଖଇରିପୁଟ ଅଭିମୁଖେ କିଛି ଯାତ୍ରୀ ଆସୁଥିବାବେଳେ ଗାଡିର ବ୍ରେକ୍ ଫେଲ ହେଇଯିବାରୁ ଗାଡିଟି ଭାରସାମ୍ୟ…
Read More...

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ଘେରାଉ ଓ ପ୍ରତିବାଦ କରାଯାଇଥିଲା । ସମସ୍ତ କୋଭିଡ୍ ନିୟମ ପାଳନ ପୂର୍ବକ…
Read More...

ବ୍ରାହ୍ମଣୀ ନଦୀରେ ଅସ୍ଥାୟୀ ପୋଲ ନିର୍ମାଣ କଲା ଗ୍ରୀନଷ୍ଟାର ଗ୍ରୁପ୍

ଯାଜପୁର: ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଝାଲପଡା ଗ୍ରାମପଂଚାୟତର ଗ୍ରୀନଷ୍ଟାର ଗ୍ରୁପ୍ ପକ୍ଷରୁ ବ୍ରହ୍ମବରଦା- କାକୁଡିକୁଦକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଅଛି । ବ୍ରାହ୍ମଣୀ ନଦୀରେ ବାଉଁଶ ଖୁଂଟ, ବଲ୍ଲା ଓ ବାଲିବସ୍ତା ମାଧ୍ୟମରେ…
Read More...

ରାଜ୍ୟର ପୃଥକ ସ୍ଥାନରୁ ବ୍ରାଉନସୁଗାର ,ଗଞ୍ଜେଇ ଜବତ ; ୩ ଗିରଫ

କୋରାପୁଟ/ବାଲେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେବ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଦ୍ୱାରା ଏହା ଅନେକ ସ୍ଥାନରୁ ଜବତ ହେଉଛି।କୋରାପୁଟ ଜିଲା ଅନ୍ତର୍ଗତ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମିଳିତ ପ।ଟ୍ରୋଲିଂ ବେଳେ ଗୁନେଇଁପଡା ଶିବ ମନ୍ଦିର ଛକରୁ…
Read More...

ଦିନକୁ ସାଢ଼େ ୪ ଘଣ୍ଟା ବିଧାନସଭ, ରହିବନି ପ୍ରଶ୍ନକାଳ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବାବେଳେ ବୁଧବାର ସର୍ବଦଳୀୟ ବୈଠକ ବସିଥିଲା। କରୋନା କଟକଣା ମଧ୍ୟରେ କିପରି ବିଧାନସଭାର ଶୀତକାଳୀନ ଅଧିବେଶନ ପରିଚାଳନା କରାଯିବ ସେନେଇ ସମସ୍ତ ଦଳର ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନାପରେ ପ୍ରତିଦିନ…
Read More...

ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୧୫ ଜଣଙ୍କ ଜୀବନ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୁଚନା ଦିଆଯାଇଛି । ଏହା ସହିତ କରୋନା ଚନିତ ମୃତୁ୍ୟ ସଂଖ୍ୟା ୧୫୭୫ରେ ପହଂଚିଛି । ସୁ୍ନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩ଜଣ କରୋନାରେ ମୃତୁ୍ୟ ବାରଣ କରିଥିବା ଜଣାପଡିଛି ।…
Read More...