Browsing Category

ରାଜ୍ୟ

କୋଭିଡ଼୍ ଯୋଦ୍ଧା ସମ୍ମାନୀତ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଦରଦୀ ମଣିଷଙ୍କ ବନ୍ଧୁ ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ଆଜି ଦୈନିକ ଖବରକାଗଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦୁ୍ୟମ୍ନ ବଳଙ୍କ ଜୟନ୍ତୀ ସମାରୋହ ଉତ୍ସବରେ ଶ୍ରୀଯୁକ୍ତ ସାହୁଙ୍କୁ ଏହି
Read More...

ଆସନ୍ତାକାଲି ଉପନିର୍ବାଚନ ଫଳାଫଳ: ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି

ଭୁବନେଶ୍ଵର : ଆସନ୍ତକାଲି ରାଜ୍ୟର ଦୁଇ ବିଧାନସଭା ଆସନ ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନର ମତ ଗଣନା ହେବ। ଏଥିପାଇଁ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀ
Read More...

ନିଆଁରେ ପୋଡ଼ି ହୋଇ ଓଏସଏପିର ୩ ଯବାନ ଗୁରୁତର

ଭଦ୍ରକ : ଭଦ୍ରକ ଜିଲାର ପୁରୁଣା ବଜାର ଥାନାରେ ଏକ ଅଭାବନୀୟ ଘଟଣା ଘଟିଥିବା ସେମବାର ଜଣାପଡ଼ିଛି। ପୁରୁଣା ବଜାର ଥାନାରେ କାର୍ଯ୍ୟତର ଅବସ୍ଥାରେ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଓଏସଏପିର ୩ ଜଣ ଯବାନ ଗୁରୁତର ହୋଇଛନ୍ତି। ମଶା ଧୂପରୁ ନିଆଁ ଲାଗି ପୋଡ଼ି ହୋଇ ଯବାନମାନେ ଗୁରୁତର ହୋଇଛନ୍ତି
Read More...

ବେଆଇନ ଚାଲାଣ ବେଳେ ଗୋରୁ ଜବତ ; ୩ ଗିରଫ

ବାଲେଶ୍ୱର : ବାଲେଶ୍ୱରରେ ୫ଟି ଗାଡିରେ ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଗୋରୁ ଜବତ ହୋଇଥିବା ସୋମବାର ଜଣାପଡିଛି। ୧୫୩ଟି ଗୋରୁ ଜୀବନ୍ତ ଓ ୩ଟି ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଗାଈଙ୍କୁ ଉଦ୍ଧାର କରାଯିବା ପରେ ବାମପଦା ଗୋଶାଳାରେ ଛଡା ଯାଇଛି। ଏହାସହ ସମ୍ପୃକ୍ତ ଘଟଣାରେ ୫ ଚାଳକ ଓ ୨ ଜଣ
Read More...

କଟକରେ କାଳୀପୂଜା, ଦୀପାବଳି ଓ ବାଣଫୁଟା ପାଇଁ କଟକଣା

କଟକ : କଟକରେ କାଳୀପୂଜା, ଦୀପାବଳି ଓ ବାଣଫୁଟା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କଟକ ଡିସିପି ପ୍ରତୀକ ସିଂହ ଏ ସଂପର୍କରେ ସୂଚନା ଦେଇ ଦଶହରା ଭଳି କାଳୀପୂଜା ପାଇଁ କଟକଣା ଜାରି ରହିବ ବୋଲି କହିଛନ୍ତି। ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ ଏବଂ ନୃତ୍ୟଗୀତ ଓ ଭ​ଷାଣ ପାଇଁ
Read More...

ସଙ୍କଟରେ ଓଡ଼ିଶା ଅର୍ଥନୀତି

ଭୁବନେଶ୍ବର : କୋଭିଡ଼ ଅର୍ଥନୀତିକୁ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଓଡ଼ିଶାର ଅର୍ଥନୀତି ଯେଉଁ ଗତିରେ ଆଗକୁ ବଢ଼ୁଥିଲା ସେଥିରେ ଅଙ୍କୁଶ ଲାଗିଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବିକାଶର ଯେଉଁ ଯୋଜନା ତିଆରି କରିଥିଲେ ତାହା ନିଷ୍ଫଳ ହୋଇଛି। ଏପରିକି ୨୦୧୯-୨୦ ଆର୍ଥିକ ବର୍ଷରେ
Read More...

ରାଜ୍ୟରେ କରୋନାରେ ଗଲା ୧୬ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୪୧ରେ ପହଞ୍ଚି ଯାଇଛି।
Read More...

ଆଉ ୧୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୭୯୩

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୧ ହଜାର ୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୦୮ ଓ ସ୍ଥାନୀୟ ଅଞ୍ଚଳରୁ ୫୧୧ ଆକ୍ରାନ୍ତ ଚିହ୍ନଟ
Read More...

ଏସସି-ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ପରିବର୍ତନ ଏବେ ନୁହେଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସସି/ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି ପରିବର୍ତନ । ପିଲାମାନେ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ । ଏସସି/ଏସଟି ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି । ରିଜୋଲୁ୍ୟସନ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ
Read More...

୬୧କିଲୋ ଗଞ୍ଜେଇ ଜବତ, ୩ ଅଟକ

ରସଗୋବିନ୍ଦପୁର: ମୟୁରଭଞ୍ଜ ଜିଲା ରସଗୋବିନ୍ଦପୁର ଥାନା ପୁଲିସ ଦ୍ୱାରା ୬୧ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ଜଡିତ ଥିବା ୩ ଜଣ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଯାଇ ତଦନ୍ତ ଚଳାଇଛି ପୁଲିସ। ଅଟକ ଥିବା ୩ଜଣଙ୍କ ମଧ୍ୟରୁ ଜଣେ ହେଲେ ରୁପ୍ସା ଥାନା ଜାମୁନିଆ ଗାଁର ଚତୃଭୂଜ ବିଶ୍ୱାଳଙ୍କ
Read More...