Browsing Category

ରାଜ୍ୟ

ଗଭୀର ଅବପାତ ରୂପ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ଆଜି ଗଭୀର ଅବପାତର ରୂପ ନେବ। ଅପରାହ୍ନ ସମୟରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପାଡ଼ା ମଝିରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ
Read More...

ନୟାପଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ଗ୍ରୀନ କରିଡ଼ର

ଭୁବନେଶ୍ୱର : ନୟାପଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ଯାଏଁ ଶୁକ୍ରବାର ଗ୍ରୀନ କରିଡ଼ର ବ୍ୟବସ୍ଥା କରାଯାଇଛି। ଜଣେ ଅସୁସ୍ଥ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବାକୁ ଗ୍ରୀନ କରିଡ଼ର ହୋଇଛି। ପୁରୀର ସମ୍ପୃକ୍ତ ରୋଗୀ କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଫୁସଫୁସରେ ସଂକ୍ରମଣ ହେବାରୁ ଅଧିକ
Read More...

ରାଜ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
Read More...

ରାଜ୍ୟରୁ ଆଉ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶୁକ୍ରବାର ଆଉ ୧୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୭୮୮୭ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୩୧ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୭୬୨ ଜଣ ସ୍ଥାନୀୟ ବାସିନ୍ଦା
Read More...

ମାଲବାହୀ ଜାହାଜରୁ ଖସିପଡ଼ିଲେ ୩ ନାବିକ

ପାରାଦୀପ : ପାରାଦୀପ ପୋର୍ଟ ଆଙ୍କରେଜ ଅଞ୍ଚଳରେ ମାଲବାହୀ ଜାହାଜରୁ ଖସିପଡ଼ି ୩ ନାବିକ ଆହତ ହୋଇଛନ୍ତି । ଓସନ୍ ସେଞ୍ଚୁରୀ ନାମକ ଏକ ଜାହାଜରୁ ଖସି ପଡ଼ିଥିବା ୩ ଜଣ ବାଂଲାଦେଶୀ ନାବିକ। ଅଶାନ୍ତ ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯିବା ବେଳେ ସେମାନଙ୍କୁ ଉଦ୍ଧାର କରିଛନ୍ତି ପାରାଦୀପ ପୋର୍ଟର
Read More...

ମା’ଙ୍କୁ ପିଟିବାରୁ ବାପାଙ୍କୁ ବାଡ଼େଇ ମାରିଦେଲା ନାବାଳିକା ଝିଅ

ଭୋପାଲ: ମଦ ପିଇ ନିଜ ପତ୍ନୀଙ୍କୁ ବାରମ୍ବାର ମାଡ଼ ମାରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବ୍ୟକ୍ତିଙ୍କ ଏଭଳି ଆଚରଣ ପାଇଁ ତାଙ୍କର ୧୬ ବର୍ଷୀୟ ଝିଅ ହିଁ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମା’ଙ୍କ ଉପରେ ତାଙ୍କ ବାପା ସବୁଦିନ ଅତ୍ୟାଚାର କରୁଥିବାରୁ ବୁଧବାର ସନ୍ଧ୍ୟାରେ ନାବାଳିକା
Read More...

ଅଦିନିଆ ବର୍ଷା ଉଜାଡିଲା ଧାନଚାଷ; ସହୟତା ଦାବି

– ଅଭିଯୋଗ ପରେ ଆକଳନ ଚାଲିଛି – କୃଷି ଜିଲା ଅଧିକାରୀ– କରୋନା ସମୟରେ ଧାନକ୍ଷତି ଦୁଃଖଦାୟକ – ଚାଷୀନେତାବଲାଙ୍ଗିର : ଅଦିନିଆ ବର୍ଷା ଓ ପବନ ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ। ଜିଲାର ଦୁଇଟି ବ୍ଲକର ଚାଷୀ ଉପରେ ଦାଉ ସାଧିଲା ଅଦିନିଆ ବର୍ଷା। ଗତ ୨୦ ତାରିଖରେ ରାତ୍ରିରେ ଲୋଇସିଂହା ଓ ଆଗଲପୁର
Read More...

୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଏହି ୪ଟି ଜିଲ୍ଲାଗୁଡ଼ିକ ହେଲେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର। ଏହାର ପ୍ରଭାବରେ ଏହି ୪ଟି ଜିଲ୍ଲାରେ
Read More...

ପ୍ଲାଜ୍‌ମା ଦାନରେ ଓଡିଶା ପୋଲିସର ସଂଖ୍ୟା ୫୦୦

ଭୁବନେଶ୍ବର: ଆଜି ସୁଦ୍ଧା ଓଡିଶା ପୋଲିସରେ କାର୍ଯ୍ୟରତ ୫୦୦ ଜଣ କରୋନା ଯୋଦ୍ଧା କୋଭିଡ୍‌କୁ ହରାଇବା ପରେ ପ୍ଲାଜ୍‌ମା ଦାନ କରି ଓଡିଶା ପୋଲିସକୁ ଗୌରାବାନ୍ୱୀତ କରିଛନ୍ତି। ଏହି କରୋନା ଯୋଦ୍ଧା ମାନେ ରାଜ୍ୟର ବିଭିନ୍ନ ପ୍ଲାଜ୍‌ମା ସଂଗ୍ରହ କେନ୍ଦ୍ର ଯଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ
Read More...

ଦଶହରାରେ ଖୋଲା ରହିବ RTO ଅଫିସ୍

ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବ RTO ଅଫିସ୍। ଏନେଇ ଏସ୍‌ଟିଏ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସୂଚନା ମୁତାବକ,୨୪ ଏବଂ ୨୬ ତାରିଖ ଦିନ ସମସ୍ତ RTO ଅଫିସ୍ ଖୋଲା ରହିବ। ଉଭୟ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଖୋଲା ରହିବ। ସୂଚନାଯୋଗ୍ୟ, ଆଜି
Read More...