Browsing Category

ରାଜ୍ୟ

କାଲିମେଳା କଂଗ୍ରେସ ପକ୍ଷରୁ ଚାଷୀ ଋଣ ଛାଡ ପାଇଁ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲେ ୭ଟି ପଞ୍ଚାୟତ ଲୋକେ

କାଲିମେଳା : ପାଣି ଅଭାବରୁ ଅନେକ ଜାଗାରେ ଫସଲ ନଷ୍ଟ ହେବାରେ ଲାଗିଥିବା ବେଳେ ଏହାର ପ୍ରଭାବ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି | ବର୍ଷା ଅଭାବରୁ ଜମି ଫାଟି ଆଁ କରି ହଜାର ହଜାର ହେକ୍ଟର ଧାନ ଚାଷ ନଷ୍ଟ ହୋଇଯାଇଥିବା ବେଳେ ସେପଟେ ଠିକ ସମୟରେ କେନାଲ ବିଭାଗ
Read More...

ଏସିଆନ ଆଥଲେଟିକ୍ସ ପ୍ରତିଯୋଗୀ ଧୁନ ଚନ୍ଦ୍ର ତରାଇଙ୍କୁ ପୂର୍ବତନ ବନ୍ଦର ଟ୍ରଷ୍ଟିଙ୍କ ସହାୟତା

ପାରାଦୀପ :  ଚଳିତ ନଭେମ୍ବର ମାସ ୧୪ ରୁ ୨0 ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆନ ମାଷ୍ଟର ଆଥଲେଟିକ୍ସ ଚାମ୍ପିୟନସିପରେ ପାରାଦୀପ ବନ୍ଦର କର୍ମଚାରୀ ଧୁନ ଚନ୍ଦ୍ର ତରାଇ (୫୮) ଭାରତର ପ୍ରତିନିଧିତ୍ୱ ପାଇଁ ମନୋନୀତ ହୋଇ ପାରାଦୀପ ପାଇଁ ଗୌରବ ଆଣିପାରିଛନ୍ତି
Read More...

ପୂର୍ବତଟ ରେଳପଥ କର୍ମଚାରୀମାନେ ସତର୍କତା ସଚେତନତା ସପ୍ତାହରେ ଶପଥ ନେଲେ

ଭୁବନେଶ୍ୱର : ଦେଶର ଅର୍ଥନୈତିକ, ରାଜନୈତିକ ତଥା ସାମାଜିକ ପ୍ରଗତି କ୍ଷେତ୍ରରେ ଦୁର୍ନୀତି ହଟାଇବା ପାଇଁ ଆଜି ପୂର୍ବାହ୍ନରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ପୂର୍ବ ତଟ ରେଳପଥର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ “ସତର୍କତା ସଚେତନତା” ଶପଥ ଗ୍ରହଣ କରାଇଛନ୍ତି ରେଳବାଇର ଅତିରିକ୍ତ
Read More...

ପାରାଦୀପ ବନ୍ଦର ପକ୍ଷରୁ ସପ୍ତାହ ବ୍ୟାପି ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ

ପାରାଦୀପ : ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ନିର୍ଦେଶନାମା ଅନୁଯାୟୀ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ସପ୍ତାହ ବ୍ୟାପି 'ଭିଜିଲାନ୍ସ ସଚେତନତା' ବା 'ଦୁର୍ନୀତି ନିବାରଣ ସଚେତନତା' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଅକ୍ଟୋବର ମାସ ୩0 ତାରିଖରୁ
Read More...

ମୟୂରୀ କଳା ପରିଷଦ ପକ୍ଷରୁ ପାରାଦୀପ ବେଳାଭୂମିରେ ଦୁଇଦିନିଆ କୁମାର ମହୋତ୍ସବ

ପାରାଦୀପ : ପବିତ୍ର ଗଜଲକ୍ଷ୍ମୀ ପୂଜା ପରିପ୍ରେକ୍ଷୀରେ ମୟୂରୀ କଳା ପରିଷଦ ପକ୍ଷରୁ ପାରାଦୀପ ବେଳାଭୂମି ସ୍ଥିତ କଳିଙ୍ଗ ବାଲିଯାତ୍ରା ପଡିଆ ଠାରେ ଅକ୍ଟୋବର ୨୮ ଓ ୨୯ ତାରିଖ ଦୁଇଦିନ ବ୍ୟାପି କୁମାର ମହୋତ୍ସବ ଶନିବାର ଦିନ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ପୌରାଧ୍ୟକ୍ଷ
Read More...

କାଲିମେଳାରେ ଟ୍ରକ ସହ ୪୯୬ କେଜି ଗଂଜେଇ ଜବତ

କାଲିମେଳା : କାଲିମେଳା ପୋଲିସକୁ ବଡ଼ ସଫଳତା,ଟାଟା ଆଇଚର ଟ୍ରକ ସହ ୪୯୬ କେଜି ଗଂଜେଇ ଜବତ ଓ ଡ୍ରାଇଭର ଗିରଫ। ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ଘାରୋଲା ଚାକୁର ଗ୍ରାମର ଶେଖ ଅଫସର ମେହେବୁବ ଗଞ୍ଜେଇ ଚୋରା ଚାଲାଣ ବେଳେ କାଲିମେଳା ପୋଲିସ ଦ୍ଵାରା ଗିରଫ କରାଯାଇଛି। ଏହି ଚୋରା ଗଞ୍ଜେଇ ଚାଲାଣ
Read More...

ଭୋଟର ସଚତନତା ପାଇଁ ୱାକଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ତାଲିକା  ସଂଶୋଧନ କାର୍ଯ୍ୟକ୍ରମ ୨୦୨୪ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି  ୱାକଥନ୍ ଓ ପଥ ଉତ୍ସବ  ଜିଲା ପ୍ରଶାସନ ତରପରୁ ଅନୁଷ୍ଠିତ ହୋଯାଇଅଛି ।ଏହି ୱାକଥନ୍ ଓ ପଥ ଉତ୍ସବକୁ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି
Read More...

ବିଦ୍ୟୁତ ସଂସ୍ପର୍ଷରେ ଆସି ନାବାଳକ ଗୁରୁତର

ଗଜପତି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମସ୍ଥ ଗଜପତି ନଗର ଦେଇ ଯାଇଥିବା ଉଚ୍ଚ ସମ୍ପନ୍ନ ତଥା 33 କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ନାବାଳକ ଜଣକ ଗୁରୁତର ହୋଇପଡିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗୁରାଣ୍ଡି ଗ୍ରାମସ୍ଥ ଗଜପତି ନଗରର ୟୁ.ଶ୍ୟାମ ସୁନ୍ଦର ରାଓ(15)
Read More...

ଚିଠି ଭୋଟର ତାଲିକା ୨୦୨୪ ପ୍ରକାଶିତ

ଚୁଡାନ୍ତ ତ୍ରୁଟି ଶୂନ୍ୟ ତାଲିକା ପ୍ରସ୍ତୁତି ନେଇ ଉପଖଣ୍ଡ ପ୍ରଶାସନର ବୈଠକ ଚମ୍ପୁଆ : ଚୁଡାନ୍ତ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଆଜି ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମ୍ପୁଆ ଓ ପାଟଣା
Read More...

ବରିଷ୍ଠ ବିଜେପି ନେତା ମୁରଲୀ ଶର୍ମାଙ୍କ ଵିଭିନ୍ନ ପୂଜାମଣ୍ଡପ ଦର୍ଶନ ସହ ଆଶିଷ ଭିକ୍ଷା ମାଗିଲେ

ଚମ୍ପୁଆ : ଚମ୍ପୁଆ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ବରିଷ୍ଠ ନେତା  ଡ଼ ମୁରଲୀ ମନୋହର ଶର୍ମାଙ୍କ ଚମ୍ପୁଆ ବିଧାନସଭା ଅଞ୍ଚଳରେ ଦଶହରା ଦିନ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଙ୍କ ସାଙ୍ଗରେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ। ଡ଼ ଶର୍ମା ନିଜ ଅଞ୍ଚଳ
Read More...