Browsing Category

ରାଜ୍ୟ

ମାର୍କେଟ୍ କମ୍ପ୍‌ଲେକ୍ସ‌ରେ ଭୟାବହ ଅଗ୍ନିକାଣ୍ଡ

ରାଇରଙ୍ଗପୁର : ରାଇରଙ୍ଗପୁର ସହର ଗୋଲାଇ ଛକ ନିକଟସ୍ଥ ଫ୍ରେଣ୍ଡସ କର୍ଣ୍ଣର ବ୍ୟବସାୟ ପ୍ରତିଷ୍ଠାନ ଓ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଛି। ଘଟଣା ସ୍ଥଳରେ ମୟୂରଭଞ୍ଜ ଏସପି, ରାଇରଙ୍ଗପୁର ଉପଜିଲ୍ଲାପାଳ, ଏସଡିପିଓ,
Read More...

ରାଜ୍ୟରେ ୨ ହଜାର ୪୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୪୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୪୬୨ଓ ୧୦୦୮ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨,୦୧୧ରେ ପହଞ୍ଚିଛି। ୨,୩୫,୭୬୩ ସୁସ୍ଥ ହୋଇ ଘରକୁ ଫେରିଥିବା
Read More...

ବସକୁ ସାଢେ୫ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର: ଯାତ୍ରୀବାହୀ ବସକୁ ୫ଳକ୍ଷ ୬୬ ହଜାର ଟଙ୍କା ଜରିମାନା ଭୁବନେଶ୍ୱର ଆରଟିଓ-୨ କରିଛନ୍ତି । ତେବେ କାହିଁକି ଏତେ ଟଙ୍କାର ଜରିମାନା କରାଗଲା । ବସଟି ୨୦୧୯ ମସିହା ମେ’ ମାସରୁ ଏପର୍ଯ୍ୟନ୍ତ ଏମଭି ଟ୍ୟାକ୍ସ ପିଠ କରିନଥିବାରୁ ଏହି ଜରିମାନା ଲଗାଯାଇଛି । ଓଡି.୧୦.ଏଫ. ୦୪୦୯ ନମ୍ବର
Read More...

ଟ୍ରକ୍-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଲିକୁଦା: ସୋମବାର ଅପରାହ୍ଣ ୫ଟା ସମୟରେ ବାଲିକୁଦା ବ୍ଲକ ଅନନ୍ତପୁର ଫାଣ୍ଡି ଅଂଚଳରେ ଏକ ଦୂର୍ଘଟଣା ଘଟି ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ମେଡିକାଲକରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଖବର ମିଳିଛି । ମୃତକ ଜଣକ ହେଉଛନ୍ତି ଅନନ୍ତପୁର
Read More...

ଏସସିବିରେ ପରୀକ୍ଷା ପାଇଁ ରୋଗୀଙ୍କ ମାସମାସ ଧରି ଅପେକ୍ଷା !

କଟକ: କଟକ ବଡ ମେଡିକାଲରେ ଛୋଟ ଛୋଟ ପରୀକ୍ଷା ଲାଗି ରୋଗୀଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଛି । ଫଳରେ ଜଣେ ରୋଗୀକୁ ପରୋକ୍ଷ ଭାବେ ଘରୋଇ ନିଦାନ କେନ୍ଦ୍ରକୁ ଯିବା ପାଇଁ ବାଧ୍ୟ କରାଯାଉଛି । ପରୀକ୍ଷାରୁ ବଞ୍ଚିତ ହେଉଥିବା ରୋଗୀଙ୍କର ରୋଗ ଦ୍ୱିଗୁଣ ହୋଇଯାଉଛି ।
Read More...

ଆକର୍ଷଣ ପାଲଟିଛି ମଝିପଡାର ଗ୍ରାମ୍ୟପାର୍କ

ଯାଜପୁର: ପ୍ରତ୍ୟେକ ଗ୍ରାମମାନଙ୍କର ଗୋଟିଏ ଗୋଟିଏ ପାର୍କ କରିବା ଦ୍ୱାରା ଲୋକମାନେ ପରିବେଶର ସୁରକ୍ଷା ପ୍ରତି ଯତ୍ନବାନ ହେବା ସହ ସହର ଭଳି ପାର୍କର ସୁବିଧା ପାଇପାରିବେ । ଏହି ଲକ୍ଷ୍ୟରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଂଚାୟତ ମାନଙ୍କରେ ଆରମ୍ଭ ହୋଇଛି ଗ୍ରାମ୍ୟ ପାର୍କ । ବଡଚଣା
Read More...

ଅନ୍ଲାଇନରେ ମହାମାରୀ ପରିଚାଳନା ଉପରେ ଆଲୋଚନା

ଭୁବନେଶ୍ୱର: କରୋନା ମହାମାରୀ ପରିପ୍ରେକ୍ଷୀରେ ପ୍ରତ୍ୟେକ୍ଷ ସୂଚନା ଆଦାନପ୍ରଦାନ ସମ୍ଭବପର ହେଉନଥିବା ତଥା ଜନସାଧାଣଙ୍କ ପାଖରେ ସୂଚନା ପହଞ୍ଚିବାର ଆବଶ୍ୟକତାକୁ ଉପଲବଧି କରି ଭାରତୀୟ ଲୋକ ପ୍ରସାଶନ ସଂସ୍ଥା (ଆଇ.ଆଇ.ପି.ଏ), ଭୁବନେଶ୍ୱର ଶାଖା ଆନୁକୁଲ୍ୟରେ ଅନ୍ଲାଇନ ମାଧ୍ୟମରେ ମହାମାରୀ
Read More...

ବିଭିନ୍ନ ପଂଚାୟତରେ ମହାରଥିଙ୍କ ଏକାଦଶାହ କର୍ମ

ଭୁବନେଶ୍ୱର: ପିପିଲି-ଡେଲାଙ୍ଗ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ଏକାଦଶାହ କର୍ମ ପିପିଲି-ଡେଲାଙ୍ଗ ସମସ୍ତ ପଂଚାୟତ ସ୍ତରରେ ପାଳନ କରାଯାଇଛି । ପିପିଲି ବ୍ଲକ ପମସରା ପଂଚାୟତର ସମାଜସେବୀ ତଥା ବିଜୁ ଜନତା ଦଳର ଯୁବନେତା ସତ୍ୟଜିତ୍ ରାୟ ଚୈାଧୁରୀଙ୍କ
Read More...

କୋଭିଡ ନିୟମ ଉଲ୍ଲଂଘନ : ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ମାମଲା

ପୁରୀ: ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି
Read More...

ବଳଙ୍ଗା ଅଞ୍ଚଳରେ ବଢୁଛି ବେଅ।ଇନ୍ ନିଶା କାରବାର

ବଳଙ୍ଗା: ଗଳିକନ୍ଦିରେ ଚାଲିଛି ଅବାଧ ବେଅ।ଇନ୍ ନିଶାଦ୍ରବ୍ୟର କାରବାର । ଅବକାରୀ ବିଭାଗ ଠାରୁ ଅ ।ରମ୍ଭ କରି ପୁଲିସ୍ ପର୍ଯ୍ୟନ୍ତ ସମସ୍ତେ ଏ ସଂପର୍କରେ ଅବଗତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି । ଫଳରେ ବଳଙ୍ଗା ଓ ତାହାର ଅ ।ଖପାଖ ଅଞ୍ଚଳ ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି ।
Read More...