Browsing Category

ରାଜ୍ୟ

ଫି’ ଛାଡ଼ ମାମଲାରେ ପକ୍ଷପାତିତା :ନ୍ୟାୟ ପାଇଁ ଅଭିଭାବକ ସଂଘର ଆନ୍ଦୋଳନ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି। ତେବେ ଘରୋଇ ସ୍କୁଲଗୁଡ଼ିକ ନେଉଥିବା ଫି’ରେ ରିହାତି ପ୍ରଦାନ ପାଇଁ ହୋଇଥିବା ମାମଲାରେ ପକ୍ଷପାତିତା ଅବଲମ୍ବନ କରାଯାଇଛି। ତେଣୁ ଘରୋଇ…
Read More...

ସାନ ଭଉଣୀ ପରେ ମିଳିଲା ବଡ଼ ଭଉଣୀର ମୃତଦେହ

ତୁଷୁରା: ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣାରେ ଶନିବାର ସାନ ଭଉଣୀର ମୃତଦେହ ମିଳିବାପରେ ବଡ଼ଭଉଣୀର ମଧ୍ୟ ମୃତଦେହ ଠାବ ହୋଇଛି। ବଡଭଉଣୀ ଅନମୋଲ ଅଗ୍ରଓ୍ବାଲଙ୍କ ମୃତଦେହ ବୌଦ୍ଧ ଜିଲା ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ଠାବ ହୋଇଥିବା ଜଣାପଡ଼ିଛି । ସକାଳେ ତରଭା ସିଂହାଣୀ ପଞ୍ଚାୟତ…
Read More...

ପୂର୍ବତନ ସାଂସଦଙ୍କ ପୁଅ ଦୁର୍ଘଟଣାରେ ମୃତ

କଟକ: କଟକ ତେଲେଙ୍ଗାପିଣ୍ଠ ଦୁର୍ଘଟଣାରେ ୩ଜଣ ମୃତକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନଙ୍କ ମୃତୁ୍ୟ ହୋଇଥିବା ପୁଲିସ ସ୍ପଷ୍ଟ କରିଛି । ସୂଚନାନୁଯାୟୀ, ଶନିବାର ଭୋରରୁ ୧୬ନଂ…
Read More...

କେନାଲକୁ ପଶିଗଲା କାର୍‌; ଚାଲିଗଲା ୩ ଜୀବନ

କଟକ: କଟକ ତେଲେଙ୍ଗାପେଣ୍ଠ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  ଭାରସାମ୍ୟ ହରାଇ ଏକ କାର୍ ରାସ୍ତାକଡ଼ କେନାଲକୁ ପଶିଯିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନି। ଗତକାଲି ରାତି ୩ଟାରେ କଟକ ଆଡୁ ଏକ  କାର୍‌ ଭୁବନେଶ୍ୱର…
Read More...

ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣା; ସାନଭଉଣୀର ମୃତଦେହ ଠାବ

ତୁଷୁରା: ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣାରେ ଶନିବାର ସାନଭଉଣୀର ମୃତ ଦେବ ଠାବ ହୋଇଛି। ତରଭା ସିଂହାଣୀ ପଞ୍ଚାୟତ ବଡ଼ତେଣ୍ଡା ନଦୀ କୂଳରୁ ଭାସମାନ ଅବସ୍ଥାରେ ଠାବ ହୋଇଛି। ୧୫ ତାରିଖରେ ତୁଷୁରା ତେଲନଦୀ ପୋଲରୁ ୨ ଭଉଣୀ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ। ସୂଚନା ଅନୁଯାୟୀ, ତୁଷୁରା…
Read More...

ରାଜ୍ୟରେ ୨୧୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୨ ହଜାର ୧୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୨୭୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୨୨ ଚିହ୍ନଟ ହୋଇଛନ୍ତି। ଏବେ ମୋଟ…
Read More...

ବିଶ୍ୱ ଧଳାବାଡ଼ି ଦିବସ ପାଳିତ

ବ୍ରହ୍ମପୁର: ଦୃଷ୍ଟିହୀନ ବ୍ୟକ୍ତିମାନେ ସମାଜରେ କିପରି ସ୍ୱାଧୀନ ଭାବେ ଜୀବନ ଯାପନ କରିପାରିବେ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଫେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖରେ ବିଶ୍ୱ ଧଳାବାଡ଼ି ଦିବସ ପାଳନ କରାଯାଉଛି ବେ।ଲି ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ପ୍ରତିଷ୍ଠାତା…
Read More...

ରାତ୍ରୀକାଳୀନ ଡ୍ୟୁଟି ଭତା ହ୍ରାସ ବିରୁଦ୍ଧରେ କ୍ୟାଣ୍ଡଲ ଜଳାଇ ପ୍ରତିବାଦ

ରାୟଗଡ: ରାୟଗଡ ରେଳ ଡିଭିଜନ ଅଧିନସ୍ଥ କେଆର ଲାଇନର ରେଳ ଷ୍ଟେସନ ମାଷ୍ଟରମାନେ କ୍ୟାଣ୍ଡଲ ଜଳାଇ ଗୁରୁବାର ଦିନ ରାୟଗଡ ରେଳ ଷ୍ଟେସନ ପରିସରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ରେଳ ବିଭାଗ ପକ୍ଷରୁ ୪୩,୬୦୦ଟଙ୍କାରୁ ଉର୍ଦ୍ଧ ବେସିକ୍ ପେ' ପାଉଥିବା…
Read More...

ବ୍ଲୁଇସ୍ ଏବେ ଧରିବ ଜମି ମାଫିଆଙ୍କୁ

ଭୁବନେଶ୍ୱର: ରାଜଧାନୀରେ ଶହ ଶହ ଏକର ସରକାରୀ ଜମି ଏବେ ଜମି ମାପିଆଙ୍କ କବ୍ଜାରେ । ଛୋଟ, ବଡ଼ ସରକାରୀ ପ୍ରକଳ୍ପ କଲା ବେଳକୁ ଜମି ମିଳୁନି । ଜମି ମିଳିଲେ, ସେଠାରୁ ଜବରଦଖଲ ହଟାଇବାକୁ ଗଲା ବେଳକୁ କୋର୍ଟରୁ ସ୍ଥଗିତାଦେଶ ଆସିଯାଉଛି । ତେଣୁ ଜମି ଜବରଦଖଲକାରୀଙ୍କୁ ଅଧିକ ସମୟ ନଦେଇ ତୁରନ୍ତ…
Read More...

ନିର୍ମାଣଧିନ ଘରୁ ୭୦ଲକ୍ଷ ମୂଲ୍ୟର କେନ୍ଦୁଗଣ୍ଡି ଜବତ କଲା ବନ ବିଭାଗ

ବଲାଙ୍ଗିର : ବଲାଙ୍ଗିର ବନ ବିଭାଗ ପକ୍ଷରୁ ମୁରିବାହାଲ ରେଞ୍ଜ ଖରଝୁରୀ ଗାଁରେ ପୁଣି ଏକ ବଡ ଧରଣର ଚଢଉରେ ବିପୁଳ ପରିମାଣର କାଠଗଣ୍ଡି ଜବତ କରିବାରେ ସଫଳ ହୋଇଛି। କେନ୍ଦୁଗଛର ଶତାଧିକ ଗଣ୍ଡି ଏକ ନିର୍ମାଣଧୀନ ଘରୁ ବନ ବିଭାଗ ଜବତ କରିଥିବାବେଳେ ଏହାର ମୂଲ୍ୟ ଖୋଲା ବଜାରରେ ପ୍ରାୟ ୭୦ଲକ୍ଷ ହେବ…
Read More...