Browsing Category

ରାଜ୍ୟ

ଏସ୍‌ଟିଏଫ୍‌ କବ୍‌ଜାରେ ୨ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ବର: ଚୋରା ବନ୍ଧୁକ ବେପାରର ୨ଜଣ ମାଷ୍ଟରମାଇଣ୍ଡ ଧରାପଡ଼ିଛନ୍ତି ବୋଲି ଆଜି ଗଣମାଧ୍ୟମକୁ କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ସୂଚନା ଦେଇଛନ୍ତି। ଏହି ଅବସରରେ କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି ଯେ ଚୋରା ବନ୍ଧୁକ କାରବାର ଚାଲିଥିବା…
Read More...

ଅନୁଭବଙ୍କ ଛାଡପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

କଟକ : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିବା ଛାଡପତ୍ର ମାମଲାକୁ କଟକକୁ ବଦଳି କରିବା ନେଇ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆବେଦନ କରିଥିଲେ। ଆଜି ଏହି ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ପଟିଆଲା…
Read More...

ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ବିବାଦ ମାମଲା : ଏଜିଙ୍କୁ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ : କଟକ ସହରରେ ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ବିବାଦକୁ ନେଇ ଦାୟାଲ ମାମଲାର ଶୁକ୍ରବାର ହାଇକୋର୍ଟରେ ଶୁଣାଣି କରାଯାଇଛି। ମୂର୍ତ୍ତିର ଉଚ୍ଚତା ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ଆଡଭୋକେଟ ଜେନେରାଲଙ୍କୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସମସ୍ତ ମୂର୍ତ୍ତିର…
Read More...

ଚୁଲାରୁ ନିଆଁ ଲାଗି ଦମ୍ପତି ଜୀବନ୍ତ ଦଗ୍ଧ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ସ୍ଥିତ ରାମପୁରରେ ଆଜି ଏକ ଅଘଟଣ ଘଟିଛି। ରାମପୁର ଅଞ୍ଚଳରେ କୋଇଲା ଚୁଲାରୁ ନିଆଁ ଲାଗି ଦମ୍ପତି ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକ ହେଲେ ଗିରିବର ଦାଶ(୪୭) , ତାଙ୍କ ପତ୍ନୀ ଗୀତା ଦାଶ ।ଆଜି ସକାଲେ ଗୀତା କୋଇଲା ଚୁଲାକୁ ଘର ଭିତରକୁ ନେବା…
Read More...

ଆଜି ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା  ଶୁକ୍ରବାର ଅନୁଷ୍ଠିତ ହେଉଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେଉଛି। ଏନେଇ…
Read More...

ଆଜି ପ୍ରକାଶ ପାଇବ ନିଟ୍ ଫଳ

ଭୁବନେଶ୍ୱର : ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍ www.ntaneet.nic.in/nta.ac.inକୁ ଯାଇ ଫଳ ଦେଖିପାରିବେ ବୋଲି ଏନ୍‌ଟିଏ ପକ୍ଷରୁ…
Read More...

ଯାଜପୁରରେ ୧୫ ହଜାର ମୋ ଉପକାରୀ ବଗିଚା ଲକ୍ଷ୍ୟ ଧାର୍ଯ୍ୟ

ଯାଜପୁର: ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜିଲ୍ଲାକୁ ଚଳିତ ବର୍ଷ ୧୫ ହଜାରଟି ମୋ ଉପକାରୀ ବଗିଚାର ଧାର୍ଯ୍ୟଲକ୍ଷ୍ୟ ହୋଇଛି । ଧାର୍ଯ୍ୟଲକ୍ଷ୍ୟ ୧୫ ହଜାର ମଧ୍ୟରୁ ୧୫୩୫୧ ହିତାଧିକାରୀଙ୍କୁ ଚୟନ କରାଯାଇ ୧୪୬୨୭ ଟିକୁ ମଂଜୁରୀ…
Read More...

ଜନ୍ମ ଦିନ ପାଳିବେନି ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ୧୬ ଶୁକ୍ରବାର ଦିନ ୭୫ ବର୍ଷ ବୟସରେ ପଦାର୍ପଣ କରିବେ । ମାତ୍ର କୋଭିଡ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତ ବର୍ଷ ତାଙ୍କର ଜନ୍ମ ଦିନ ପାଳନ କରିବେ ନାହିଁ ।…
Read More...

କୋଇଲା ଖଣି ଠିକା ସଂସ୍ଥାରେ ନିଯୁକ୍ତି

ବ୍ରଜରାଜନଗର: କୋଇଲା ଖଣିରେ ନିୟୋଜିତ ଠିକା ସଂସ୍ଥା ବର୍ଷ ବର୍ଷ ଧରି ମାଫିଆ ଓ ରାଜନେତାଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଥିଲା। ସାଧାରଣ ଜମିହରା ବିସ୍ଥାପିତ ପରିବାର ନିଜ ହକ ପାଇଁ ଲଢେଇ ଲଡ଼ୁ ଥିଲେ ହେଁ ଚାକିରି ଟିଏ ମିଳିବା ତାଙ୍କ ପାଇଁ ସାତ ସପନ ପାଲଟିଥିଲା। ପରିବାରର ଭରଷ ପୋଷଣ ପାଇଁ…
Read More...

ଦେଶୀ ମହୁଲି ମଦ ଜବତ ,ଜଣେ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ତାରୁସିଂ ଗ୍ରାମରେ ଗୁରୁବାର ଅବକାରୀ ବିଭାଗ ଚଢଉ କରି ସୁନିଲ ଦେହୁରୀ(୩୧)ଙ୍କ ଠାରୁ ୪ଲିଟର ଦେଶୀ ମହୁଲି ମଦ ଜବତ କରିଛି। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏ ନେଇ ହରଭଙ୍ଗା ଅବକାରୀ ବିଭାଗ…
Read More...