Browsing Category

ରାଜ୍ୟ

ନୋବେଲ୍ ଶାନ୍ତି ପୁରସ୍କାର ପଛରେ ଓଡ଼ିଆ

ରାଉରକେଲା :  ନୋବେଲ ଶାନ୍ତି ପୁରସ୍କାର ସହ ଓଡ଼ିଶାର ଲିଙ୍କ୍। ଶୁଣିଲେ ସାମାନ୍ୟ ଅଜବ ଲାଗୁଥିଲେ ହେଁ, ଏହା ସତ। ରାଉରକେଲା ଏନଆଇଟିର ପୂର୍ବତନ ଛାତ୍ର ପ୍ରଣବ ଖୈତାନଙ୍କ ସହ ଏହି ପୁରସ୍କାରର ସମ୍ପର୍କ ରହିଛି। ଚଳିତ ବର୍ଷ ୱାର୍ଲଡ୍ ଫୁଡ୍ ପ୍ରୋଗାମକୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର।…
Read More...

ରାଜ୍ୟରେ ଆଉ ୧୯୦୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୧୯୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୨୨୫୦ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୧୫ଜଣ ସଙ୍ଗରୋଧରୁ ରହିଥିବା ବେଳେ ୭୮୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି…
Read More...

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅର୍ନ୍ତଗତ ଭାବପୁର ନିକଟସ୍ଥ କୁଶଙ୍ଗ ବନ୍ୟପ୍ରାଣୀ ଚେକଗେଟ୍‍ ନିକଟସ୍ଥ ଏକ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ସୋମବାର ହରଭଙ୍ଗା ପୁଲିସ ଉଦ୍ଧାର କରିଥିବା ଜଣାପଡିଛି। ଉଦ୍ଧାର ହୋଇଥିବା ମୃତଦେହଟି ନାରାୟଣ ଶର୍ମା(୫୦) ବୋଲି ପୁଲିସ ସୂତ୍ରରୁ…
Read More...

ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦେଶକ ଗିରଫ

ବ୍ରହ୍ମପୁର: ଓଡ଼ିଶା, ସୁରତ, ଛତିଶଗଡ଼ର ଶତାଧିକ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ବିନୋଦିନୀ ପ୍ରୋଜେକ୍ଟସ ଲିମିଟେଡ଼ ଚିଟଫଣ୍ଡ କମ୍ପାନୀର ପରିଚାଳନା ନିର୍ଦେଶକ ଧୀରେନ ସ୍ୱାଇଁଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିଛି। ମାର୍ଚ୍ଚ ୨୦୧୮ରେ ବ୍ରହ୍ମପୁର ବୈଦ୍ୟନାଥପୁର…
Read More...

ବିରଳ ଗ୍ରୁପର ରକ୍ତଦାନ ପାଇଁ ୨୦୦ କିଲୋମିଟର ରୁ ଧାଇଁ ଆସିଲେ ଯୁବକ

ବୁର୍ଲା: ୨୦୦ କିଲୋମିଟରରୁ ଆସି ବଞ୍ଚାଇଲେ ଜୀବନ। ଦାନ କଲେ ବିରଳ ଗ୍ରୁପର ରକ୍ତ। ରାଉଲକେଲାରୁ ବୁର୍ଲା ଭୀମସାରକୁ ଆସି ଜଣେ ମହିଳାଙ୍କୁ ଦାନ କଲେ ରକ୍ତ। ସୂଚନା ଅନୁସାରେ ଗତ ୨ଦିନ ତଳେ ଦେବଗଡ଼ ବଡରମା ଘାଟିରେ ଏକ ଟେମ୍ପୁ ଗାଡି ଦୁର୍ଘଟଣା ଘଟିଥିଲା। ଏହି ଟେମ୍ପୁରେ ଥିବା ୭ ଜଣଙ୍କୁ…
Read More...

ଓଲଟିଲା ଅଟୋ ; ୨ ମହିଳା ମୃତ, ୧୫ ରୁ ଅଧିକ ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଘାଟି ରାସ୍ତାରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଘାଟି ରାସ୍ତାରେ ଏକ ଅଟୋ ଓଲଟି ପଡିବାରୁ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ରୁ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। ସମସ୍ତ…
Read More...

ସରକାରୀ କ୍ୱାର୍ଟର୍ସରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ

ବଲାଙ୍ଗିର :  ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରପଡାର ଏକ ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ହେଉଛନ୍ତି ବୃନ୍ଦାବନ ସାହୁ ଏବଂ ନିରାଶ ସାହୁ। ସେମାନଙ୍କ ଘର ସଦର ବ୍ଲକ କୁଡାସିଂହା ଗାଁରେ। ବୃଦ୍ଧ ଦମ୍ପତି ତିନି ବର୍ଷ ହେଲା ବଲାଙ୍ଗିର ସହର…
Read More...

ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ସାରି ଫଳ ଘୋଷଣା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବାର୍‍…
Read More...

ଲୁଟେରାଙ୍କ ଲୁଟ ଉଦ୍ୟମ ବିଫଳ ; ଜଣେ ଆହତ

ରାଉରକେଲା : ରାଉରକେଲା ତାରିଣୀ ମନ୍ଦିର ନିକଟରୁ ସୋମବାର ୨୦ ଲକ୍ଷ ଟଙ୍କା ଲୁଟ ଉଦ୍ୟମ ବିଫଳ ହୋଇଛି।  ୨ଜଣ ଲୁଟେରା ଏକ ବାଇକ ରେ ଆସି ଏକ୍ସିସ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଆସିଥିବା ଜଣେ ଫ୍ଲିପକାଟ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇବା ସହ ଛୁରୀରେ ଆକ୍ରମଣ କରିଥିଲେ। ସମ୍ପୃକ୍ତ କର୍ମଚାରୀ…
Read More...

ନକଲି ଜର୍ଦ୍ଦା କାରଖାନା ଠାବ, ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ବିଭିନ୍ନ ସରଞ୍ଜାମ ଜବତ

ଯାଜପୁର : ରାଜ୍ୟରେ ଦିନକୁ ଦିନ ନକଲି ସାମଗ୍ରୀର ଉତ୍ପାନ ଓ ବିକ୍ରିବଟା ବୃଦ୍ଧି ପାଇଛି। ତେବେ ପୁଲିସର କ୍ରମାଗତ ଚଢ଼ାଉ ପରେ ମଧ୍ୟ ଏଥିରେ ରୋକ୍ ଲାଗୁ ନ ଥିବା ଜଣା ପଡୁଛି।ସୋମବାର ଯାଜପୁର ପୁଲିସ ଜିଲ୍ଲାର ଜେନାପୁର ଥାନା ମାଳହାଟରେ ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ କରି  ବିପୁଳ…
Read More...