Browsing Category

ରାଜ୍ୟ

ରାଜ୍ୟରେ ଆଉ ୧୭ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଛି। ଫଳରେ ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୦୫୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇସାରିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଛି। ନବରଙ୍ଗପୁର ଓ ଗଜପତି ଜିଲାରେ ପ୍ରବଳ ବର୍ଷା କାରଣରୁ ଲୋକେ ହନ୍ତସନ୍ତ ହୋଇଛନ୍ତି। ଗଜପତିର ୪ଟି ବ୍ଲକରୁ ପ୍ରାୟ ୫୦୦ ଲୋକଙ୍କୁ ବାତ୍ୟା
Read More...

ଯୌତୁକ ପାଇଁ ନବବଧୁ ହତ୍ୟା

ଯାଜପୁର : ଅଧିକ ଯୌତୁକ ପାଇଁ ନବ ବଧୁକୁ ହତ୍ୟା କରିଥିବା ବରୀ ରାମଚନ୍ଦ୍ରପୁର ଥାନାରେ ଏକ ଅଭିଯୋଗ ହୋଇଛି । ବାଲିବିଲି ପଂଚାୟତ ଢିଅସାହି ଗ୍ରାମର ଶସ୍ମିତା ଜେନାଙ୍କୁ ମାରି ଦେଇଥିବାର ଉଦୟନାଥପୁର ପଂଚାୟତ ଚାରିମାଣିଆ ଗ୍ରାମର ପରମାନନ୍ଦ ରାଉତ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା
Read More...

କାମଧନ୍ଦା ପାଇଁ ପୁଣି ବାହାର ରାଜ୍ୟ ମୁହାଁ ଶ୍ରମିକ

ଚମ୍ପୁଆ: କରୋନା ଭୟରେ ଜୀବନ ବଞ୍ଚାଇବା ପାଇଁ ଗାଁକୁଫେରି ଥିବା ଶ୍ରମି୍ରିକ କାମ ଧନ୍ଧା ନ ପାଇର୍ ପେଟ ବିକଳରେ ବାହାର ରାଜ୍ୟକୁ ଫେରିବାରେ ଲାଗିଛନ୍ତି । କେତେ ନେହୁରା ହୋଇ କଷ୍ଟେମଷ୍ଟେ ଗାଁକୁଫେରି ଥିବା ପ୍ରବାସୀ ଶ୍ରମିକ ଜୀବନ ବଞ୍ଚାଇବାକୁ ଯେତିକି କଷ୍ଟକରିଥିଲେ କାମ ଧନ୍ଦା ନପାଇ
Read More...

ଅନ୍ଲାଇନ ଶିକ୍ଷାର ନେଟ୍ୱର୍କ ଲାଗି ଏକମାତ୍ର ପାଣିଟାଙ୍କି ସାହାରା

ରଣପୁରଗଡ଼: କୋଭିଡ କଟକଣା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ଥିବାବେଳେ ଅନ୍ଲାଇନରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନଲାଇନରେ ପଢ଼ିବା ପାଇଁ ମୋବାଇଲ୍୍ରେ ନେଟ୍ୱର୍କ ସଂଯୋଗ ହେବା ନିହାତି ଆବଶ୍ୟକ । ଓଡ଼ିଶା ରାଜ୍ୟର ଅନେକ ସ୍ଥାନ ରହିଛି । ଯେଉଁଠାରେ କି ଭିତିମୂିର ଅଭାବ ରହିଛି ।
Read More...

ପାର୍ବଣ ଋତୁରେ କରୋନା ପାଇଁ ‘ଭିଡ଼’ ବିପଦ

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଓ ଶୀତ ଋତୁ ଆସିଥିବା ବେଳେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବ । ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକାଶ କରିଛନ୍ତି । ଏଥିପାଇଁ ସରକାର ଦେଶବାସୀଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ପାବର୍ଣ ଋତୁରେ ଜନସମାଗମକୁ ଏଡାଇବା ପୂର୍ବକ କରୋନା
Read More...

ସ୍କୁଟି ଡିକି ଭାଙ୍ଗି ୧.୯୧ ଲକ୍ଷ ଲୁଟ

ରାଉରକେଲା : ସୋମବାର ଉଦିତନଗର କାନାରା ବ୍ୟାଙ୍କ ସମ୍ମୁଖରୁ ସ୍କୁଟି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୧ଲକ୍ଷ ୯୧ ହଜାର ଟଙ୍କା ଲୁଟି ନେଇଛନ୍ତି l ସୂଚନାଯୋଗ୍ୟ, ଆଜି ଅପରାହ୍ନ ପ୍ରାୟ ୧ଟାରେ ବେଲଡ଼ିହିସ୍ଥିତ ପେଟ୍ରୋଲ ପମ୍ପର କର୍ମଚାରୀ ପରମଜିତ ସିଂହ ରାଉରକେଲା ପାୱାର ହାଉସରୋଡ ଅଫିସରୁ
Read More...

ଚାନ୍ଦିପୁରରେ କ୍ରୁଜ ମିଜାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ

ବାଲେଶ୍ବର: ଭାରତ ସୋମବାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ କରିଛି। ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର କ୍ଷେପଣାସ୍ତ୍ର ଘାଟୀରୁ ଏହି କ୍ଷେପଣାସ୍ତ୍ରକୁ ଆଜି ୧୦ଟା ୩୩ ମିନିଟ ସମୟରେ ପରୀକ୍ଷା କରାଯାଇଥିବା
Read More...

ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର:  ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମ ଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ଏକକ ପିଜି ପ୍ରବେଶିକା ପରୀକ୍ଷା ।  କରୋନା ମହାମାରୀ ସମୟରେ ହେଉଥିବା ଏହି ପରୀକ୍ଷାରେ କରୋନା ସଂକ୍ରମିତ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇପାରିବେ। ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର
Read More...

ଯବାନଙ୍କ ଭୁଜାଲି ଚୋଟରେ ବାପା ମୃତ

ଆନନ୍ଦପୁର : କ୍ରୋଧରେ ହିତାହିତ ଜ୍ଞାନ ଭୁଲିଯାଇଥିବା ଜଣେ  ଆଇଟିବିପି ଯବାନଙ୍କ ଆକ୍ରମଣରେ ଆଖି ବୁଜିଛନ୍ତି ତାଙ୍କ ବାପା। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଘଟିଛି। ଅଭିଯୁକ୍ତ ଯବାନ ହେଉଛନ୍ତି ରଞ୍ଜନ ଓଝା। ସେ ଅରୁଣାଚଳ ପ୍ରଦେଶରେ ଆଇଟିବିପି 
Read More...