Browsing Category

ରାଜ୍ୟ

କୋଭିଡ ନିୟମ ଉଲ୍ଲଂଘନ : ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ମାମଲା

ପୁରୀ: ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି…
Read More...

ବଳଙ୍ଗା ଅଞ୍ଚଳରେ ବଢୁଛି ବେଅ।ଇନ୍ ନିଶା କାରବାର

ବଳଙ୍ଗା: ଗଳିକନ୍ଦିରେ ଚାଲିଛି ଅବାଧ ବେଅ।ଇନ୍ ନିଶାଦ୍ରବ୍ୟର କାରବାର । ଅବକାରୀ ବିଭାଗ ଠାରୁ ଅ ।ରମ୍ଭ କରି ପୁଲିସ୍ ପର୍ଯ୍ୟନ୍ତ ସମସ୍ତେ ଏ ସଂପର୍କରେ ଅବଗତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି । ଫଳରେ ବଳଙ୍ଗା ଓ ତାହାର ଅ ।ଖପାଖ ଅଞ୍ଚଳ ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି ।…
Read More...

ତିର୍ତୋଲରେ ସିପିଆଇର ବିଜୟ କୁମାର ଭୋଇଙ୍କ ପ୍ରାର୍ଥୀ ପତ୍ର ଦାଖଲ

ଜଗତସିଂହପୁର: ଆଜି ତିର୍ତୋଲ ସଂରକ୍ଷିତ ଆସନ ୧୦୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ର୍ତ ଦିନରେ ସି:ପି:ଆଇ ପ୍ରାର୍ଥୀ ଭାବେ ବିଜୟ କୁମାର ଭୋଇ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ତାଙ୍କର ଏକକିତା ନାମାଙ୍କନ ପତ୍ର ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସହୁଙ୍କ ନିକଟରେ…
Read More...

ରାଜ୍ୟ ଓ ଜାତୀୟ ସ୍ତରରେ ବାଜି ରାଉତଙ୍କର ସ୍ମୃତି ରକ୍ଷା ଦାବୀ

ଭୁବନେଶ୍ୱର: ଦେଶ ର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହୀଦ ବାଜି ରାଉତଙ୍କର ରାଜ୍ୟ ଓ ଜାତୀୟ ସ୍ତରରେ ଉପଯୁକ୍ତ ସ୍ମୃତି ରକ୍ଷା କରାଯିବା ପାଇଁ ଦୃଢ ଦାବୀ ଉପସ୍ଥାପନା କରାଯାଇଛି । ବାଜିରାଉତଙ୍କର ୮୩ତମ ବଳିଦାନ ଦିବସ ପାଳନ ଅବସରରେ ଅ।ୟୋଜିତ ଅ ।ନ୍ତର୍ଜାତିକ ୱେବିନାର ରେ ଭାଗ ନେଇ…
Read More...

ଓଡ଼ିଶା ଉପରେ ଆଉ ରହିବନି ବର୍ଷା ପ୍ରଭାବ, ବନ୍ୟା ଆଶଙ୍କା ବି ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ବର: ବର୍ଷା ପ୍ରଭାବରେ ଗଜପତି ଓ ଗଂଜାମ ଜିଲ୍ଲାରେ କିଛି ମାତ୍ରାରେ କ୍ଷୟ କ୍ଷତି ହୋଇଛି । ଗଞ୍ଜାମର ୩ଟି ବ୍ଲକରେ ୩୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି, ୧୬ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ତେବେ ବଡ ଧରଣ କୌଣସି ବିପଦ ନାହିଁ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର…
Read More...

ହକି ପରେ ରଗ୍‌ବି ପ୍ରା‌ୟୋଜକ ହେଲା ଓଡ଼ିଶା

ଭୁବନେଶ୍ବର: କ୍ରୀଡ଼ା‌ ପ୍ରୋତ୍ସା‌ହନରେ ଓଡ଼ିଶା ଯେ ଦେଶର ଏକ ନମ୍ବର ରାଜ୍ୟ। ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଦୁଇ ବର୍ଷ ତଳେ ହକି ଇଣ୍ଡିଆ ସହ ପାଞ୍ଚ ବର୍ଷିୟା ଚୁକ୍ତି କରି କୌଣସି ଖେଳର ପ୍ରାୟୋଜକ ହେବାରେ ପ୍ରଥମ ରାଜ୍ୟ ପାଲଟିଥିଲା ଓଡ଼ିଶା। ଏବେ ଶକ୍ତି, ସାମର୍ଥ୍ୟ ଓ ସାହସର ଖେଳ…
Read More...

୧ କୁଇଣ୍ଟାଲ ଗଞ୍ଜେଇ ଜବତ

ଭଦ୍ରକ : ନିଶା କାରବାର ପେଣ୍ଠସ୍ଥଳୀ ପାଲଟିଛି ଭଦ୍ରକ ଜିଲ୍ଲା। ପୁଲିସ ଓ ଅବକାରୀ ବିଭାଗର ଚଢ଼ଉ ପରେ ବି ନିଶା କାରବାର ଥମୁନି। ଆଜି ବାସୁଦେବପୁର ଥାନା ଅଞ୍ଚଳରୁ ପୁଲିସ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବାବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ଗିରଫ ଅଭିଯୁକ୍ତଦ୍ବୟ…
Read More...

ନବମ ଶ୍ରେଣୀ ଛାତ୍ରୀଙ୍କୁ ୨୨ ଦିନ ଗଣଦୁଷ୍କର୍ମ

କଟକ: କଟକରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି। ଚାଉଳିଆଗଞ୍ଜ ଗତିରାଉତ ପାଟଣାରେ ଏକ ଜଂଗଲିଆ ଅଞ୍ଚଳରେ ଥିବା ଘରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଜଣେ କୁକୁଡ଼ା ଦୋକାନୀ ଏବଂ ସହଯୋଗୀ ଯୁବକ ୨୨ ଦିନ କାଳ ଏକ ଘରେ ଅଟକ ରଖି ଗଣଦୁଷ୍କର୍ମ କରିଆସୁଥିଲେ। ଓଏମ୍‌ପି…
Read More...

ରାଜ୍ୟରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୭୨ରେ ପହଞ୍ଚି ଯାଇଛି।
Read More...

ରାଜ୍ୟରେ ୨୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୬୦୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୧୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୯ହଜାର ୫୪୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ…
Read More...