Browsing Category

ରାଜ୍ୟ

ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୧୦୨୨ରେ ପହଞ୍ଚି ଯାଇଛି।
Read More...

୨୫୪୬ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୨୫୪୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୦୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୨ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୨ହଜାର ୨୩୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ
Read More...

ଅବପାତର ରୂପ ନେଲା ଲଘୁଚାପ

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଚେତାବନୀ ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ତୀବ୍ର ଅବପାତରେ ରୂପ ନେବାକୁ ଯାଉଥିବା
Read More...

ରିଲିଫ ସାମଗ୍ରୀ ନଷ୍ଟହେବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା: ଅମ୍ଫାନ ବାତ୍ୟା ରିଲିଫ ଉଦେଶ୍ୟରେ ଆସିଥିବା ପ୍ରାୟ ୧୫କ୍ୱିଂଟାଲରୁ ଅଧିକ ଚୁଡା ଓ ବିସ୍କୁଟ ଆଦି ବଂଟନ ନକରାଯାଇ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟରେ ମାସ ମାସ ଧରି ପଡିରହି ପୋକଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବ୍ଲକ ପ୍ରଶାସନର ଅପରଣାମଦର୍ଶୀ ତଥା ଅକ୍ଷମଣୀୟ
Read More...

ଖେଳପଡିଆ ନିର୍ମାଣରେ ଦୁର୍ନିତୀ , ତଦନ୍ତ ଦାବୀ

ଚମ୍ପୁଆ: ଚମ୍ପୁଆ ବ୍ଲକ ସୁନାପସି ପଞ୍ଚାୟତ ଅନ୍ତର୍ଗତ ବାଙ୍କହାଇସ୍କୁଲ ଖେଳ ପଡିଆ ନିର୍ମାଣରେ ମନରେଗା କାମରେ ଦୁର୍ନିତୀହୋଇ ଥିବା ଅଭିଯୋଗହୋଇଛି । ଏହିଖେଳ ପଡିଆ ନିର୍ମାଣ ପାଇିଁ ମନରେଗା ଯୋଜନାରେ ଚମ୍ପୁଆବ୍ଲକ ପକ୍ଷରୁ ୫ଲକ୍ଷ ଟଙ୍କାମଞ୍ଜୁରହୋଇ ଥିଲା । କିନ୍ତୁ ଏହିକାର୍ଯ୍ୟ ବିନାସୂଚନା
Read More...

ପଣ୍ଡିତ ଗୋପବନ୍ଧୁ ଓଡିଆ ଜାତିର ଗର୍ବ ଓ ଗୌରବ

ଭୁବନେଶ୍ୱର : ଏକାଧାରରେ ସାହିତି୍ୟକ, ସାମ୍ବାଦିକ, ଓକିଲ ତଥା ଓଡିଶାରେ କଂଗ୍ରେସର ଭଗୀରଥ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଳି ଜଣାଇ ବିଶିଷ୍ଟ ବ୍ୟକ୍ତିମାନେ କହିଲେ ଯେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଓଡିଆ ଜାତିର ଗର୍ବ ଓ ଗୌରବ । ଗତକାଲି ପୂଜ୍ୟ
Read More...

ଡମ୍ପର ମାଲିକଙ୍କ ଧାରଣା ପଞ୍ଚମ ଦିନରେ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଖଣିମଣ୍ଡଳ ଅଧୀନ ହେଁସାବେଡା ସ୍ଥିତ କାସଭି ଇଣ୍ଟରନେସନାଲ ପ୍ରାଇଭେଟ ଲିମିଟେଡ ଖଣି କମ୍ପାନୀ ଟ୍ରକ ମାଲିକ ସଂଘର ଦାବିକୁ ଉପେକ୍ଷା କରି ନିଜର ଖଣି କାର୍ଯ୍ୟ ଜାରି ରଖିଛି । ଖଣି ଲିଜ୍ ପରିସରରେ କାର୍ଯ୍ୟହରା ଡମ୍ପର ମାଲିକ ମାନେ ଖଣିର ପରିବହନ କାର୍ଯ୍ୟରେ
Read More...

ଭୂବନେଶ୍ୱର ପରୀକ୍ଷା ଦେବାକୁ ଯାଉଥିବା କେନ୍ଦ୍ରାପଡା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

କେନ୍ଦ୍ରାପଡା: କେନ୍ଦ୍ରାପଡାର ଜଣେ ଯୁବତୀ ପରୀକ୍ଷା ଦେବାକୁ କଟକ ଲିଙ୍କ ରୋଡରେ ବସରୁ ଓହ୍ଲାଇ ଏକ ଅଟୋରିକ୍ସାରେ ଭୂବନେଶ୍ୱର ଯାଉଥିଲେ । ଅଟୋଚାଳକ ସେହି ଯୁବତୀଙ୍କୁ ଅନ୍ୟ ମହିଳା ଯାତ୍ରୀ ଓହ୍ଲାଇ ଯିବା ପରେ ଏକ ଜଙ୍ଗଲିଆ ରାସ୍ତାରେ ନେଇ ବାଟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପୁର
Read More...

ରାଜ୍ୟସରକାର ତଥ୍ୟ ସମ୍ବଳିତ କଥା କୁହନ୍ତୁ : ବିଜେପି

ଭୁବନେଶ୍ୱର: କୋଭିଡ ପରିଚାଳନାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛନ୍ତି । ରାଜ୍ୟରେ ପ୍ରତିଦିନ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପଟେ କୋଭିଡ ମୃତୁ୍ୟ ସଂଖ୍ୟାକୁ ସରକାର ଲୁଚାଇ କମ୍ ମୃତ୍ୟୁ ହେଉଛି ବୋଲି ଦର୍ଶାଉଛନ୍ତି । ଏଭଳି ଏକ ସଙ୍କଟ ସମୟରେ ରାଜ୍ୟସରକାର
Read More...

ଖାଉଟିଙ୍କୁ କନ୍ଦାଇଲାଣି ପରିବା ଦର

ଭୁବନେଶ୍ୱର: ପରିବା ବଜାରରେ ଲାଗିଛି ନିଆଁ । ପରିବା ଦେଖିଲେ ଲାଗୁଛି ଡର । ଖାଉଟିଙ୍କୁ କନ୍ଦାଇଲାଣି ଅ ।ଳୁ ପିଅ ।ଜ ଦର । ଅ ।ଳୁ କିଲୋ-୩୫ ଟଙ୍କାକୁ ପିଅ ।ଜ ୫୦ ଛୁଇଁଲାଣି । କୌଣସି ପରିବା ଦର ଏବେ ୫୦ ଟଙ୍କା ତଳେ ନାହିଁ ୟ ୫୦୦ ଟଙ୍କାରେ ବି ବ୍ୟାଗ ପୁରୁନି । କରୋନା କାଳରେ ପରିବା
Read More...