Browsing Category

ରାଜ୍ୟ

ଗଞ୍ଜେଇ ଜବତରେ ପୁଲିସକୁ ମିଳିଛି ବଡ଼ ସଫଳତା , ଇସ୍ରୋ କରୁଛି ସାହାଯ୍ୟ

ଭୁବନେଶ୍ୱର: ରାଜ୍ୟରେ ଗଞ୍ଜେଇ ଜବତରେ ପୁଲିସକୁ ମିଳିଛି ବଡ଼ ସଫଳତା। କୋରାପୁଟରୁ ସର୍ବାଧିକ ୪୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ମାଲକାନଗିରିରୁ ୨୪୦ ଓ ଗଜପତିରୁ ୧୨୬ କେଜି ଗଞ୍ଜେଇ ଜବତ ହୋଇଛି। ଏ ନେଇ ମଙ୍ଗଳବାର ପୁଲିସ ମହାନିର୍ଦ୍ଦେଶକ ଅଭୟ ସାମ୍ବାଦିକ ସମ୍ମିଲନୀରେ ସୂଚନା…
Read More...

‘ସୁଜଳ’ ଯୋଜନାର ଶୁଭାରମ୍ଭ କେଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ସୁଜଳ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରାଥମିକ ପର୍ଯ୍ୟାୟରେ ୨ଟି ସହର ପୁରୀ ଓ ଭୁବନେଶ୍ବରରେ ଆରମ୍ଭ ହୋଇଛି। ଏହି  ୨ଟି ସହରର ୧.୮୦ ଲକ୍ଷ ଲୋକ ଉପକୃତ ହେବେ। ପର୍ଯ୍ୟାୟ କ୍ରମେ ରାଜ୍ୟର…
Read More...

ରାଜ୍ୟରେ ଆଉ ୧୭ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଛି। ଫଳରେ ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୦୫୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇସାରିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଛି। ନବରଙ୍ଗପୁର ଓ ଗଜପତି ଜିଲାରେ ପ୍ରବଳ ବର୍ଷା କାରଣରୁ ଲୋକେ ହନ୍ତସନ୍ତ ହୋଇଛନ୍ତି। ଗଜପତିର ୪ଟି ବ୍ଲକରୁ ପ୍ରାୟ ୫୦୦ ଲୋକଙ୍କୁ ବାତ୍ୟା…
Read More...

ଯୌତୁକ ପାଇଁ ନବବଧୁ ହତ୍ୟା

ଯାଜପୁର : ଅଧିକ ଯୌତୁକ ପାଇଁ ନବ ବଧୁକୁ ହତ୍ୟା କରିଥିବା ବରୀ ରାମଚନ୍ଦ୍ରପୁର ଥାନାରେ ଏକ ଅଭିଯୋଗ ହୋଇଛି । ବାଲିବିଲି ପଂଚାୟତ ଢିଅସାହି ଗ୍ରାମର ଶସ୍ମିତା ଜେନାଙ୍କୁ ମାରି ଦେଇଥିବାର ଉଦୟନାଥପୁର ପଂଚାୟତ ଚାରିମାଣିଆ ଗ୍ରାମର ପରମାନନ୍ଦ ରାଉତ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା…
Read More...

କାମଧନ୍ଦା ପାଇଁ ପୁଣି ବାହାର ରାଜ୍ୟ ମୁହାଁ ଶ୍ରମିକ

ଚମ୍ପୁଆ: କରୋନା ଭୟରେ ଜୀବନ ବଞ୍ଚାଇବା ପାଇଁ ଗାଁକୁଫେରି ଥିବା ଶ୍ରମି୍ରିକ କାମ ଧନ୍ଧା ନ ପାଇର୍ ପେଟ ବିକଳରେ ବାହାର ରାଜ୍ୟକୁ ଫେରିବାରେ ଲାଗିଛନ୍ତି । କେତେ ନେହୁରା ହୋଇ କଷ୍ଟେମଷ୍ଟେ ଗାଁକୁଫେରି ଥିବା ପ୍ରବାସୀ ଶ୍ରମିକ ଜୀବନ ବଞ୍ଚାଇବାକୁ ଯେତିକି କଷ୍ଟକରିଥିଲେ କାମ ଧନ୍ଦା ନପାଇ…
Read More...

ଅନ୍ଲାଇନ ଶିକ୍ଷାର ନେଟ୍ୱର୍କ ଲାଗି ଏକମାତ୍ର ପାଣିଟାଙ୍କି ସାହାରା

ରଣପୁରଗଡ଼: କୋଭିଡ କଟକଣା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ଥିବାବେଳେ ଅନ୍ଲାଇନରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନଲାଇନରେ ପଢ଼ିବା ପାଇଁ ମୋବାଇଲ୍୍ରେ ନେଟ୍ୱର୍କ ସଂଯୋଗ ହେବା ନିହାତି ଆବଶ୍ୟକ । ଓଡ଼ିଶା ରାଜ୍ୟର ଅନେକ ସ୍ଥାନ ରହିଛି । ଯେଉଁଠାରେ କି ଭିତିମୂିର ଅଭାବ ରହିଛି ।…
Read More...

ପାର୍ବଣ ଋତୁରେ କରୋନା ପାଇଁ ‘ଭିଡ଼’ ବିପଦ

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଓ ଶୀତ ଋତୁ ଆସିଥିବା ବେଳେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବ । ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକାଶ କରିଛନ୍ତି । ଏଥିପାଇଁ ସରକାର ଦେଶବାସୀଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ପାବର୍ଣ ଋତୁରେ ଜନସମାଗମକୁ ଏଡାଇବା ପୂର୍ବକ କରୋନା…
Read More...

ସ୍କୁଟି ଡିକି ଭାଙ୍ଗି ୧.୯୧ ଲକ୍ଷ ଲୁଟ

ରାଉରକେଲା : ସୋମବାର ଉଦିତନଗର କାନାରା ବ୍ୟାଙ୍କ ସମ୍ମୁଖରୁ ସ୍କୁଟି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୧ଲକ୍ଷ ୯୧ ହଜାର ଟଙ୍କା ଲୁଟି ନେଇଛନ୍ତି l ସୂଚନାଯୋଗ୍ୟ, ଆଜି ଅପରାହ୍ନ ପ୍ରାୟ ୧ଟାରେ ବେଲଡ଼ିହିସ୍ଥିତ ପେଟ୍ରୋଲ ପମ୍ପର କର୍ମଚାରୀ ପରମଜିତ ସିଂହ ରାଉରକେଲା ପାୱାର ହାଉସରୋଡ ଅଫିସରୁ…
Read More...

ଚାନ୍ଦିପୁରରେ କ୍ରୁଜ ମିଜାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ

ବାଲେଶ୍ବର: ଭାରତ ସୋମବାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ କରିଛି। ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର କ୍ଷେପଣାସ୍ତ୍ର ଘାଟୀରୁ ଏହି କ୍ଷେପଣାସ୍ତ୍ରକୁ ଆଜି ୧୦ଟା ୩୩ ମିନିଟ ସମୟରେ ପରୀକ୍ଷା କରାଯାଇଥିବା…
Read More...