Browsing Category

ରାଜ୍ୟ

ରାଜୀବ ଗାନ୍ଧୀ ଷ୍ଟାଡିୟମର ଉନ୍ନତୀକରଣ ପାଇଁ ଜନ ଆନ୍ଦୋଳନ

ବ୍ୟାସନଗର : ବ୍ୟାସନଗର ସହରର ଏକ ମାତ୍ର ରାଜୀବ ଗାନ୍ଧୀ ଷ୍ଟାଡିୟମ ଏଵେ ଅବହେଳିତ ଅବସ୍ଥାରେ l ଏହି ଷ୍ଟାଡିୟମରେ ଅନେକ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ କ୍ରୀଡ଼ାବିତମାନେ ଦେଶ ତଥା ରାଜ୍ୟର ନାମକୁ ଗୌରବନୀତ କରିଥବାବେଳେ ଏହି ଷ୍ଟାଡିୟମକୁ ରାଜନୀତି ଅନିଚ୍ଛା ନ ଥୁବାରୁ ଅବହେଳିତ ହୋଇ ପଡି
Read More...

ମେଘା ପ୍ରକଳ୍ପର କାର୍ଯ୍ୟକୁ ନେଇ ଲୋକେ ଅସନ୍ତୋଷ

ଗୋଲାମୁଣ୍ଡା : ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ଜନସାଧାରଣଙ୍କୁ ପାନୀୟ ଜଳ ସେବନ ନିମନ୍ତେ ଦୀର୍ଘ ଦିନରୁ ସମସ୍ୟା ଦେଖା ଦେଇ ଆସୁଥିଲା। କିନ୍ତୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୋଳାମୁଣ୍ଡାର ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଣ କରିବା ନେଇ ୧୭୮କୋଟି ଟଙ୍କା ବିନିମୟରେ ମେଘା ପାନୀୟ ଜଳ
Read More...

ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଭବାନୀପାଟଣା ସହର ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ ୨୦୨୩ ର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି
Read More...

ବିଦ୍ୟୁତ ସଂଯୋଗ ଦାବିରେ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା

ବ୍ୟାସନଗର  : ଯାଜପୁର ଜିଲ୍ଳା ଯାଜପୁର ରୋଡ଼ ସ୍ଥିତ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୁଖରେ ବିଦ୍ୟୁତ ସଂଯୋଗ ଦାବିରେ  ଆଜି ଧାରଣାରେ ବସିଥିଲେ ଶତାଧିକ ଅସନଝର ଗ୍ରାମବାସୀ l ସୂଚନା ମୁତାବକ ଦୀର୍ଘ ୯ ମାସ ଧରି ଅସନଝର ଗ୍ରା.ପ.ର ମଝୀସାହି, ଉପର ସାହି  ଓ ଟିକର ସାହିରେ
Read More...

ଓଏମସି ପକ୍ଷରୁ ଛତୁ ଚାଷ ଉପରେ ଦକ୍ଷତା ଵୃଦ୍ଧି ତାଲିମ ଶିବିର

ଯୋଡ଼ା : ଛତୁ ଚାଷ ଏକ ଅର୍ଥକାରୀ ଚାଷ । ଏହାକୁ ଚାଷୀମାନେ ବାରମାସ ଉତ୍ପାଦନ କରି ପାରିବେ । ଏହାର ବଜାର ଦର ମଧ୍ୟ ଠିକ୍ ଅଛି । ଚାଷୀ ମାନଙ୍କ ଉନ୍ନତି ପାଇଁ ଓଡିଶା ଖଣିନିଗମ ତିରିଂ ପାହାଡ ଲୌହ ଖଣି ତରଫରୁ  କୁନ୍ଦୁରିପାଣି ଗ୍ରାମ ସଭା ଗୃହରେ ଛତୁ ଚାଷ ଉପରେ ଏକ ଦକ୍ଷତା ଵୃଦ୍ଧି ତାଲିମ
Read More...

ଓଡିଶା ସୀମାନ୍ତରେ ହାତିପଲ

* ବୋରେଇ ମୁଖ୍ୟ ରାସ୍ତା ଅତିକ୍ରମ କଲେ ହାତୀପଲ *ସୀମାନ୍ତ ରେ ଭୟ ର ବାତାବରଣ ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ବୋରେଇ ମୁଖ୍ୟ ରାସ୍ତା ଉପରେ ଆଜି ଏକ ହାତୀପଲ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା l ଆଜି ଅପରାହ୍ନରେ ପ୍ରାୟ ୩୦ରୁ ଉର୍ଧ ଗୋଟି
Read More...

ଡାକ୍ତର କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା କଳାହାଣ୍ଡି ଜିଲ୍ଲାରେ ବିରଳ ଅସ୍ତ୍ରୋପଚାର,ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ମା ମାଣିକେଶ୍ୱରୀ  ସୁପର ହସ୍ପିଟାଲ ରେ ଅର୍ଥପେଡିକ ଡାକ୍ତର କୃଷ୍ଣଚନ୍ଦ୍ର ସାହୁ ଙ୍କ ଦ୍ୱାର ପଡିଯାଇ ଗୋଡଜଙ୍ଘ  ହାଡ ଭାଙ୍ଗି ଯାଇଥିବା ଜୈନିକ ରୋଗୀକୁ  ସଫଳ ଅସ୍ତ୍ରୋପଚାର କରିଥିଲେ । ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଧୀରେ ଧୀରେ
Read More...

ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ନିମନ୍ତେ ଆସନ୍ତା ୨୪ ତାରିଖରୁ ଆମରଣ ଅନଶନ

ବ୍ୟାସନଗର : ବ୍ୟାସନଗର ପୌର ପରିଷଦରେ ଥିବା ରାଜୀବ ଗାନ୍ଧୀ ଷ୍ଟାଡିୟମର ଦୂରାବସ୍ଥାର ସ୍ଥାୟୀ ପ୍ରତିକାର ନିମନ୍ତେ  ଭେଟରାନ୍ କ୍ରୀଡାବିତ୍ ବି, ଏସ, କେ ସାମଲ ଡାକରା ଦେଇଥିବା ଆନ୍ଦୋଳନକୁ ଯାଜପୁରରୋଡ ସିଭିଲ ସୋସାଇଟି ସମ୍ପୁର୍ଣ୍ଣ ସମର୍ଥନ କରିଥିଲା । ପୂର୍ବ ନିଷ୍ପତି ଅନୁଯାୟୀ ସିଭିଲ
Read More...

ପାରାଦୀପ ମହାବିଦ୍ୟାଳୟରେ କ୍ରୀଡା , ସଂସ୍କୃତି ଓ ସାହିତ୍ୟ ଉତ୍ସବ

ପାରାଦୀପ : ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ କ୍ରମେ ପାରାଦୀପ ମହାବିଦ୍ୟାଳୟରେ ଦୀର୍ଘ ୫ଦିନ ଧରି କ୍ରୀଡା , ସଂସ୍କୃତି ଓ ସାହିତ୍ୟ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କଳା, ସଙ୍ଗୀତ, ନୃତ୍ୟ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା ସହ
Read More...

ବ୍ଲକ ସ୍ତରୀୟ ସୁରଭି ଓ ମିଲେଟ ମିଶନ-୨୦୨୩ ଅନୁଷ୍ଠିତ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ବ୍ଲକ ସ୍ତରୀୟ ସୁରଭି ଓ ମିଲେଟ ମିଶନ ୨୦୨୩ କାର୍ଯ୍ୟକ୍ରମ ସ୍ଥାନୀୟ ମହତାବ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚମ୍ପୁଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ
Read More...