Browsing Category

ରାଜ୍ୟ

ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ବଡ଼ ଧରଣର ବିସ୍ଫୋରଣ

ଭୁବନେଶ୍ବର : ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି । କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ
Read More...

ରାଜ୍ୟରେ ୨୯୯୫ ନୂଆ ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରେକର୍ଡ ୨୯୯୫ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୨୫୮ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୭୩୭ ଟି ମାମଲା କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ
Read More...

ରାଜନେତା କାର୍ତିକେଶ୍ୱର ପାତ୍ରଙ୍କ ପରଲୋକ

ଭୋଗରାଇ: ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ ବର୍ଷୀୟାନ ରାଜନେତା ଓ ସୁଲେଖକ ଡ.କାର୍ତିକେଶ୍ୱର ପାତ୍ର (୮୧) ଆଉ ନାହାନ୍ତି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ୱର ନିଆଯାଉଥିବା ବେଳେ ସୋମାବାର ରାତି ପ୍ରାୟ ୧୧ଟା ୪୦ରେ ପାଣିକୋଇଲି
Read More...

ଖଣିଜ ପରିବହନ କରୁଛି : ଡମ୍ପର ପରିବର୍ତ୍ତେ ହାଇୱା

ଯୋଡ଼ା : ଯୋଡା ଖଣିମଣ୍ଡଳ ଅଧୀନ ହେଁସାବେଡା ସ୍ଥିତ କାସଭି ଇଣ୍ଟରେନେସନାଲ ପ୍ରାଇଭେଟ ଲିମିଟେଡ ଖଣିରେ ଖଣିଜ ପରିବହନରେ ଡମ୍ପର ପରିବର୍ତ୍ତେ ହାଇୱା ଟ୍ରକ ଚଳାଚଳକୁ ବିରୋଧ କରି ମାଇନିଂ ଏରିଆ ଟ୍ରକ ମାଲିକ ସଂଘ (ମାଟୋଆ) ପକ୍ଷରୁ କାସଭି ଖଣି ଲିଜ ପରିସରରେ ଧାରଣା ଦିଆଯାଇଥିବା ଖବର ହସ୍ତଗତ
Read More...

ବନ୍ୟା ପିଡ଼ିତଙ୍କୁ ମିଳୁନି ସହାୟତା

ଯାଜପୁର: - ଗତ ଲଘୁଚାପ ଜନିତ ବର୍ଷା ଯୋଗୁ ଦଶରଥପୁର ବ୍ଲକ୍ ଦେଇ ପ୍ରବାହିତ ବୈତରଣୀ ଓ କାଣୀ ନଦୀରେ ଘାଇ ସୃଷ୍ଟି ହେବାରୁ ବ୍ଲକ୍ ଅଧିନ ୧୯ ଗୋଟି ପଂଚାୟତ ବହୁଳ ମାତ୍ରାରେ ପ୍ରବାହିତ ହୋଇଥିଲା । ବିଶେଷ କରି ଯାଜପୁର ଜିଲ୍ଲା ତଥା ଦଶରଥପୁର ବ୍ଲକର ଉପାନ୍ତ ଅଂଚଳ ଭାବେ ଜଣାଶୁଣା କୟାଁ
Read More...

ସୁପରସୋନିକ୍ ମିସାଇଲ୍‘ସ୍ମାର୍ଟ’ର ପରୀକ୍ଷା ସଫଳ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ‘ଡିଆରଡିଓ’ ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦୀପରୁ ସୁପରସୋନିକ‘ସ୍ମାର୍ଟ’(ସୁପରସୋନିକ ମିଶାଇଲ୍ ଆସିଷ୍ଟେଡ଼ ରିଲିଜ ଅଫ ଟର୍ପେଡେ଼ା)ର ସଫଳ ପରୀକ୍ଷା ଆଜି କରାଯାଇଛି । ସକାଳ ୧୧.୪୫ ମିନିଟ ସମୟରେ ଏହି
Read More...

ଓଜେଇଇ ପାଇଁ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଗୁରୁତ୍ୱ

ଭୁବନେଶ୍ୱର: ଓଜେଇଇ ପରୀକ୍ଷା ପାଇଁ ଏସଓପି ଜାରି ହୋଇଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରାର୍ଥୀମାନଙ୍କର ସ୍ୱାସ୍ଥ୍ୟସୁବିଧା ସୁନିଶ୍ଚିତ କରିବା ଏବଂ ସାମାଜିକ ଦୂରତା ସମ୍ବନ୍ଧରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଥିରେ
Read More...

ବିଧାୟକଙ୍କ ନାଁରେ ଥାନାରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ

ପୁରୀ: କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ସିତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି । ପୁରୀ ସମୁଦ୍ରକୂଳ ଥାନାରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଗୋଟିଏ ଅଭିଯୋଗ କରାଯାଇଥିବା ବେଳେ ପୁରୀ ଜିଲ୍ଲା ଯୁବ ବିଜେପି ପକ୍ଷରୁ
Read More...

ଅଙ୍ଗନୱାଡ଼ି କର୍ମୀ ସଂଘର ବିକ୍ଷୋଭ

ବାଲେଶ୍ୱର: ବିଭିନ୍ନ ଦାବି ନେଇ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ରେମୁଣା ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଶ୍ରମିକ ସଂଗଠନ ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ୟ ଜୟନ୍ତ
Read More...

ଲୁଟେରା ଦାୟୀ କଲା କରୋନାକୁ

ଭୁବନେଶ୍ୱର: ଟୁଲୁକୁ ଗିରଫ କରାଯିବା ପରେ ତା’ର ବୟାନ ସ୍ପେସାଲ୍ ସ୍କାଡ୍ ଅଧିକାରୀମାନଙ୍କ ମୁଣ୍ଡ ଘୂରାଇ ଦେଇଥିଲା । ଯୁକ୍ତ ଦୁଇ ପଢ଼ି ସାରିବା ପରେ ସେ ଗାଁରେ ‘ଜେନା ନୁ୍ୟ ଷ୍ଟାଇଲ୍’ ନାମକ ଏକ ଲୁଗା ଓ ଚପଲ ଦୋକାନ ଖୋଲିଥିଲା । ବ୍ୟବସାୟ ପାଇଁ ଉପରେକ୍ତ ଦୁଇ ବ୍ୟାଙ୍କରୁ ସେ ମୋଟ୍ ୧୯ ଲକ୍ଷ
Read More...