Browsing Category

ରାଜ୍ୟ

ରାଜ୍ୟସରକାର ତଥ୍ୟ ସମ୍ବଳିତ କଥା କୁହନ୍ତୁ : ବିଜେପି

ଭୁବନେଶ୍ୱର: କୋଭିଡ ପରିଚାଳନାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛନ୍ତି । ରାଜ୍ୟରେ ପ୍ରତିଦିନ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପଟେ କୋଭିଡ ମୃତୁ୍ୟ ସଂଖ୍ୟାକୁ ସରକାର ଲୁଚାଇ କମ୍ ମୃତ୍ୟୁ ହେଉଛି ବୋଲି ଦର୍ଶାଉଛନ୍ତି । ଏଭଳି ଏକ ସଙ୍କଟ ସମୟରେ ରାଜ୍ୟସରକାର…
Read More...

ଖାଉଟିଙ୍କୁ କନ୍ଦାଇଲାଣି ପରିବା ଦର

ଭୁବନେଶ୍ୱର: ପରିବା ବଜାରରେ ଲାଗିଛି ନିଆଁ । ପରିବା ଦେଖିଲେ ଲାଗୁଛି ଡର । ଖାଉଟିଙ୍କୁ କନ୍ଦାଇଲାଣି ଅ ।ଳୁ ପିଅ ।ଜ ଦର । ଅ ।ଳୁ କିଲୋ-୩୫ ଟଙ୍କାକୁ ପିଅ ।ଜ ୫୦ ଛୁଇଁଲାଣି । କୌଣସି ପରିବା ଦର ଏବେ ୫୦ ଟଙ୍କା ତଳେ ନାହିଁ ୟ ୫୦୦ ଟଙ୍କାରେ ବି ବ୍ୟାଗ ପୁରୁନି । କରୋନା କାଳରେ ପରିବା…
Read More...

ଶୀତ ଦିନରେ ବଢିବ ସଂକ୍ରମଣ

ନୂଆଦିଲ୍ଲୀ: ର୍ପାବଣ ପରେ ପରେ ଶୀତ ଆସିଯିବ । କିନ୍ତୁ ଶୀତରେ କରୋନା ସଂକ୍ରାମଣ ବଢିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇ ସାରିଲେଣି । ଶୀତ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ ବୋଲି ବିଶେଷଜ୍ଞମାନେ କହିଛନ୍ତି କୋଭିଡ୍ ମହାମାରୀ ପାଇଁ ଡ. ଭିକେ ପୌଲ୍ଙ୍କ ନେତୃତ୍ୱରେ ଗଠିତ ଏକ ବିଶେଷଜ୍ଞ…
Read More...

କ୍ଷମା ମାଗିଲେ ବିଧାୟକ ଉମା ସାମନ୍ତରାୟ

ପୁରୀ:  ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଘଟଣାରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କ୍ଷମା ମାଗିଛନ୍ତି। ସେ ଏକ ଭିଡିଓ ଜାରି କହିଛନ୍ତି ଯେ ଗତ ୪ ତାରିଖରେ କରୋନା ସଂକ୍ରମିତ ହୋଇ ମଧ୍ୟ  ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଭୁଲ୍…
Read More...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଅଭିଯୋଗ କଲେ କୋଭିଡ୍ ଯୋଦ୍ଧା

ଭୁବନେଶ୍ବର: କୋଭିଡ୍ ଆଇନ୍ ଉଲ୍ଲଂଘନ ନେଇ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଜଣେ କୋଭିଡ୍ ଯୋଦ୍ଧା ଲିଖିତ ଅଭିଯୋଗ ଆଣିଥିବା ଜଣାଯାଇଛି । ସାଂସଦ ବାରମ୍ବାର କୋଭିଡ୍ ଆଇନ୍ ଭାଙ୍ଗୁଥିବାରୁ କୋଭିଡ୍ ଯୋଦ୍ଧା କାର୍ଯ୍ୟାନୁଷ୍ଠାନ ଦାବି କରି ଲିଖିତ ଭାବେ ଭୁବନେଶ୍ୱର…
Read More...

୩ଦିନ ପାଇଁ ବନ୍ଦ ରହିବ ଭିସୁଟ୍

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ବୁର୍ଲା ଭିସୁଟ୍ ୩ଦିନ ପାଇଁ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ଏନେଇ ଭିସୁଟର ରେଜିଷ୍ଟ୍ରାର୍ ଏକ ଚିଠି ଜାରି କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ବୁର୍ଲା ଭିସୁଟ୍ ଶନିବାର, ରବିବାର ଓ ସୋମବାର ବନ୍ଦ ରହିବ । କରୋନା ସଂକ୍ରମଣକୁ ଆଖିରେ ଆଗରେ ରଖି…
Read More...

ବାପାଙ୍କ ତଣ୍ଟି କାଟିଦେଲା ପୁଅ

ବୁଗୁଡ଼ା: ଟଙ୍କା ପାଇଁ ଶତ୍ରୁ ସାଜିଲା ନିଜର ଏକ ମାତ୍ର ପୁଅ। ସାଙ୍ଗମାନଙ୍କ ସହ ମିଶି ଟଙ୍କା ଉଡ଼ାଇ ଗରିବ ବାପାକୁ ଅସହାୟ କରିଦେଲା। ଶେଷରେ ବାପା ଟଙ୍କା ଦେବା ପାଇଁ ଅସମର୍ଥ ହେବାରୁ ସୋଲ କଟା ଛୁରିରେ ତାଙ୍କ ତଣ୍ଟି କାଟିଦେଲା। ଆଉ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କୁ ପକାଇ ଦେଇ ଘଟଣା…
Read More...

ରାଜ୍ୟରେ୨୮୫୪ ନୂଆ କରୋନା ପଜିଟିଭ୍ ଚିହ୍ନଟ

୧୫ ଆକ୍ରାନ୍ତଙ୍କ ମୃତ୍ୟୁ ଭୁବନେଶ୍ବର: ଆଜି ରାଜ୍ୟରେ ୨୮୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୫୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୯ ହଜାର ୬୯୩କୁ ବୃଦ୍ଧି…
Read More...

୧୨ଟି ଶିଳ୍ପରେ ହେବ ୮୭୯୬ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅର୍ଥନୈତିକ ପ୍ରଗତି ବଜାୟ ରଖିବାକୁ ସାରା ବିଶ୍ୱ ସଂଘର୍ଷ କରୁଥିବା ବେଳେ ଏଭଳି ଅଭାବନୀୟ ସମୟରେ ମଧ୍ୟ ଶିଳ୍ପାୟନକୁ ଜାରି ରଖିବାରେ ଓଡ଼ିଶା ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୮୭୯୬.୬୧ କୋଟି ଟଙ୍କା ବିନିଯୋଗରେ ସ୍ଥାପନ ହେବାକୁ…
Read More...

ବ୍ରହ୍ମପୁର ସହରରେ ପୂଜା ପାଇବେ ମାଁ ଦୂର୍ଗା !

ବ୍ରହ୍ମପୁର: ପୌରାଣିକ ପରମ୍ପରା ଓ ପୂଜାର୍ଚ୍ଚନାର ରୀତିନିତି କୁ ବଜାୟ ରଖିବା ଲାଗି ଦୀର୍ଘଦିନ ଧରି ଲାଗିରହିଥିବା ଦ୍ୱନ୍ଦରେ ପୁର୍ଣ୍ଣଛେଦ ପକାଇ ଚଳିତ ବର୍ଷ ପୂଜା ମଣ୍ଡପ ଗୁଡିକରେ ପୁଜା କରିବା ଲାଗି ସବୁଜ ସଙ୍କେତ ଦେଇଛି ଗଂଜାମ ଜ଼ିଲ୍ଲା ପ୍ରଶାସନ । ଏହି ପୌରାଣିକ ସହରରେ ଦଶହରା ପର୍ବ…
Read More...