Browsing Category

ରାଜ୍ୟ

ଶତାଧିକ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ

ବାଲିକୁଦା: ତଣ୍ଡିକୁଳ ସରପଞ୍ଚ ଲୋକନାଥ ମନ୍ତ୍ରୀଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି । ଏହି ଅବସରରେ ସ୍ତାନୀୟ ଶାନ୍ତିବଟ ନିକଟସ୍ଥ ପଡିଆରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟବକ୍ତା ଭାବେ ବିଜେଡି ବ୍ଲକ
Read More...

ରାଜଧାନୀରେ କୃଷକଙ୍କ ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଓ ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବିରୋଧରେ ଦିଆଯାଇଥିବା ବନ୍ଦ ଡାକରାରେ ସାମିଲ ହୋଇଛି ରାଜ୍ୟର ଏକାଧିକ କୃଷକ ସଂଗଠନ । ପ୍ରାୟ ୧୫ଟି କୃଷକ ସଂଗଠନ ଓ ୮ଟି ବାମଦଳ ପକ୍ଷରୁ ରାଜଧାନୀ ଭୁବଶ୍ୱେରରେ ବିକ୍ଷୋଭ, ନାରାବାଜି, ଶୋଭାଯାତ୍ରା ସହ
Read More...

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ୱାଭାବିକ ହେଉଛି

ଭୁବନେଶ୍ୱର: କରୋନା ସଂକ୍ରମଣ କମିନି । ଦେଶ ଓ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତା’ପରେ ବି ଲୋକେ ନିଜ ନିଜ କର୍ମକ୍ଷେତ୍ରକୁ ଫେରିବାକୁ ଲାଗିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶାକୁ ଫେରିଥିବା ଅଧିକାଂଶ ପ୍ରବାସୀ ଟ୍ରେନ୍ ଯୋଗେ କର୍ମସ୍ଥଳୀକୁ
Read More...

କୁଆଡେ ଗଲା ବିଏମସିର ଅନଲାଇନ୍ ମାର୍କେଟିଂ ସେବା?

ଭୁବନେଶ୍ୱର: ଏପ୍ରିଲ ଓ ମେ’ ମାସରେ ଯେଉଁ ଅଂଚଳରେ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ ବିଏମସି ସେହି ଅଂଚଳକୁ କଂଟେମେଂଟ ଜୋନ୍ ଘୋଷଣା କରୁଥିଲା । ସେଠାରେ କିପରି ଲୋକଙ୍କୁ ହାତପାହନ୍ତାରେ ସବୁ ଜିନିଷ ମିଳିବ ସେଥିପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିବା ସହ କିଛି ଅଧିକାରୀଙ୍କ ମୋବାଇଲ୍
Read More...

ଢେଙ୍କାନାଳ ସାଂସଦଙ୍କୁ ଶୁଭେଚ୍ଛା

ଢେଙ୍କାନାଳ: ଢେଙ୍କାନାଳ ସାଂସଦ ମହେଶ ସାହୁ କେନ୍ଦ୍ର ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା, ପରିବେଶ ଓ ଜଙ୍ଗଲ ବିଭାଗ କମିଟିର ସଦସ୍ୟ ଭାବେ ମନୋନିତ ହୋଇଛନ୍ତିା ଏହି ଉପଲକ୍ଷେ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ ଓ ସଂପାଦିକା ଉର୍ବଶ୍ରୀ ମହାପାତ
Read More...

ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୨ କମ୍ପୋଷ୍ଟ ପ୍ଲାଂଟ

ଭୁବନେଶ୍ୱର: ୧୧ଟି ମାଇକ୍ରୋ କମ୍ପୋଷ୍ଟିଂ ସେଂଟର ( ଏମସିସି ) ନିର୍ମାଣ ସରିଲାଣି । କିନ୍ତୁ ଏଥିରୁ ୧୦ଟି ଏମସିସି କାର୍ଯ୍ୟକ୍ଷମ ହୋଇପାରୁନି । ମାତ୍ର ଗୋଟିଏ ଚାଲୁଛି । ତାହା ପୁଣି ଯେତିକି କ୍ଷମତା ତାଠାରୁ କମ୍ ଆବର୍ଜନା କମ୍ପୋଷ୍ଟିଂ ହେଉଛି । ଏହିଭଳି ସ୍ଥିତିରେ ବିଏମସି କତୃପକ୍ଷ
Read More...

ରାୟଗଡାରେ କରୋନା ୭ ହଜାର ପାର

ରାୟଗଡା : ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି କି । ଗତ କିଛି ଦିନ ଧରି ଜିଲ୍ଲାରୁ ଦୈନିକ ଶହେରୁ ଉର୍ଧ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ବର୍ତମାନ ପଜିଟିଭ୍ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୬୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା
Read More...

ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ପୁର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱରଠାରେ ୩୬ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ କୋଭିଡ ପ୍ରୋଟୋକୋଲ ସହିତ ପାଳିତ ହୋଇଯାଇଛି । ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରାକ୍ଷାବଳ ସ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା
Read More...

ଦିନକରେ ରାୟଗଡାରେ ୫୧ ପଜିଟିଭ୍ ଚିହ୍ନଟ

ରାୟଗଡା : ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି କି । ଗତ କିଛି ଦିନ ଧରି ଜିଲ୍ଲାରୁ ଦୈନିକ ଶହେରୁ ଉଦ୍ଧ୍ୱର୍ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ବର୍ତମାନ ପଜିଟିଭ୍ଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୫୧ ଜଣ ପଜିଟିଭ୍ ଚିହ୍ନଟ
Read More...

ଶିକାରୀ ଗୁଳିରେ ଗଲା ଶିକାରୀର ଜୀବନ

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅଣ୍ଡରାକୋଞ୍ଚ ଥାନା ଅନ୍ତର୍ଗତ କାଳିଆଯୋଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର କିଛିଲୋକ ବାରାହା ଶିକାର ଉଦେଶ୍ୟରେ ନିକଟ ଏକ ପାହାଡ ଉପରକୁ ଯାଇଥିଲେ, କିନ୍ତୁ ବାରାହା ଶିକାର ପୂର୍ବରୁ କୌଣସି କାରଣରୁ ବନ୍ଧୁକରେ ଥିବା ଗୁଳି ଫୁଟି
Read More...