Browsing Category

ରାଜ୍ୟ

ଡେଲାଙ୍ଗରେ ପଜେଟିଭ୍ ସଂଖ୍ୟା ୨୪୩

ଡେଲାଙ୍ଗ: କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛିା ଗୋଟେପଟେ କରୋନା ମହାମାରୀ ଦୁଃଖ ଅନ୍ୟପଟେ ଘରେ ଘରେ ଥଣ୍ଡା ଜ୍ୱର ବ୍ୟାପି ଅଂଚଳରେ ଭୟ ବଢାଉଛି । ଡେଲାଙ୍ଗ ବ୍ଲକରେ ପ୍ରତ୍ୟକ ଦିନ କରୋନା ପଜେଟିଭ୍ ସଂଖ୍ୟା ବଢିବାରେ ଚାଲିଛି । ସୋମବାର କରୋନା ପଜେଟିଭ୍ ୪ଜଣ ଚିହ୍ନଟ ହୋଇଛନ୍ତି
Read More...

ପୂର୍ବତଟ ରେଳପଥର ୨୨୬ଟି ଟ୍ରେନରେ ପଣ୍ୟ ପରିବହନ

ଭୁବନେଶ୍ୱର: ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଲପଥ ବ୍ୟବସାୟ ବିକାଶ ୟୁନିଟର ପ୍ରୟାସ ହେତୁ ୬୭,୦୬୭ ମିଲିୟନ ଟନ ମାଲ ପରିବହନ କରାଯାଇଛି । ସାର, ଫ୍ଲାଏ ଆଶ, ସିମେଂଟ, ଚାଉଲ, ମକା, ସ୍ଳାଗ ଏବଂ ଇସ୍ପାତ, ଲୁହାପଥର ଏବଂ କୋଇଲା ପରିବହନ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ
Read More...

କରୋନା ସଂକ୍ରମିତ ଗଭବର୍ତୀ ହୋମ୍ ଆଇସୋଲେସନରେ ରହିପାରିବେ

ଭୁବନେଶ୍ୱର: କରୋନା ସଂକ୍ରମିତ ଗର୍ଭବତୀ ମହିଳା ବି ହୋମ୍ ଆଇସୋଲେସନରେ ରହିପାରିବେ । ମାତ୍ର ଏଥିପାଇଁ ସେମାନଙ୍କୁ ଅଲଗା ରହିବାକୁ ହେବ । ଅଲଗା କୋଠରୀ, ଶୌଚାଳୟ ରହିବା ଜରୁରୀ । ଏହି ସମୟରେ ସେ କାହା ସହ ମିଶିବେ ନାହିଁ । ସୁଷମ ଖାଦ୍ୟ, ଭିଟାମିନ ଯୁକ୍ତ ଖାଦ୍ୟ ଓ ଔଷଧ ଖାଇବା ଜରୁରୀ ଯଦି
Read More...

ଦନ୍ତା ହାତୀର ମୃତଦେହ ଉଦ୍ଧାର

ବଣାଇ: ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ଅରାଗାଟ ଗ୍ରାମର ପାରମ ସାହିରୁ ଗତକାଲି ଏକ ଦନ୍ତା ହାତୀର ମୃତଦେହ ଠାବ କାରାଯାଇଛି ।ହାତୀଟିର ବୟସ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟିର ମୃତୁ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି ରୋଗ କାରଣରୁ ତା’ର ମୃତୁ୍ୟ
Read More...

ବିଏସଏଫ ଏଡିଜିଙ୍କ ମାଓ ରଣନୀତି ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ମାଓ ଅଧୁ୍ୟଷିତ ଅଂଚଳରେ ଆଗକୁ ରଣନୀତି କିଭଳି ରହିବ ସେନେଇ ମଙ୍ଗବାର ପୁଲିସ ମହାନିଦେ୍ର୍ଧଶକ ଏବଂ ବିଏସଏଫ୍ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।ସମ୍ପ୍ରତି କୋଭିଡ-୧୯ ପରିପ୍ରେକ୍ଷିରେ ରାଜ୍ୟରେ ମୁତୟନ ହୋଇଥିବା ବିଏସଏଫ ଯବାନଙ୍କ ମନୋବଳ ବୃଦ୍ଧି
Read More...

କୋଇଲା ବ୍ଲକ ନିଲାମ ସ୍ଥଗିତ

ଭୁବନେଶ୍ୱର: କୋଲ ବ୍ଲକ ନିଲାମ ପ୍ରକ୍ରିୟା ୩ମାସ ସ୍ଥଗିତ ରଖିବା ପାଇଁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଆଜି କେନ୍ଦ୍ର କୋଇଲା, ଖରଇ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି ।ଶ୍ରୀ ମଲ୍ଳିକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ପକ୍ଷରୁ
Read More...

ନାବାଳକୁ ପିଟିପିଟି ହତ୍ୟା!

ବାଲେଶ୍ୱର: ପଡେ଼ାଶୀ ଘରୁ ୫ଶହ ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ନାବାଳକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏପରି ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗାଁ ରେ । ତେବେ ଚୋରୀ ଘଟଣା ଜଣାପଡ଼ିବା ପରେ ନାବାଳକୁ ପଡେ଼ାଶୀ ମହିଳା ଓ
Read More...

ଶ୍ୱଶୁର ବୋହୂକୁ ଭୁଜାଲିରେ ଆକ୍ରମଣ

ଭଦ୍ରକ: ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଶ୍ୱଶୁର ଓ ବୋହୂକୁ ଗାଁ ଳୋକେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଧାମନଗର ବିଜ୍ଞାପିତ ଅଂଚଳର ହରିଜନ ସାହିରେ । ଆହତ ମଦନ ଓ ତାଙ୍କ ବୋହୂଙ୍କୁ ତୁରନ୍ତ ଧାମନଗର ମେଡ଼ୀକାଲରେ ଭର୍ତି କରାଯାଇଥିଲା । ପରେ
Read More...

ଭାରତ ବନ୍ଦକୁ ସିପିଆଇର ସମର୍ଥନ

ଭୁବନେଶ୍ୱର: ମୋଦି ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ଆଇନକୁ ରଦ୍ଧ କରିବା, ନୂତନ ବିଦ୍ୟୁତ୍ ବିଲ୍-୨୦୨୦ ପ୍ରତ୍ୟାହାର କରିବା, ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା, ପରିବେଶ ପ୍ରଭାବ ଜନିତ ଆକଳନ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା, ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା
Read More...

ବିଜେଡ଼ି-ବିଜେପି କଭି ଖୁସ କଭି ଗମ : ନିରଞ୍ଜନ

ଭୁବନେଶ୍ୱର: ବର୍ତମାନ ଓଡିଶା ରାଜନୀତିରେ ଓଡିଶାବାସୀ ଏକ ନୂଆ ଚିତ୍ର ଦେଖୁଛନ୍ତି । ଏହି ଚିତ୍ରରେ କୃଷି ବିଲ୍କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ ଏବଂ ଆଲୋଚନା ସାପେକ୍ଷ ବୋଲି ପିସିସି ସଭାପତି ଶ୍ରୀ ନିରନ ପଟ୍ଟନାୟକ ଆଜିର ପ୍ରେସବାର୍ତାରେ
Read More...