Browsing Category

ରାଜ୍ୟ

କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପ୍ରତିବାଦ ଆନ୍ଦୋଳନ

ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଲଗାତାର ଦେଶର ଶ୍ରମିକ, କର୍ମଚାରୀ, ଚାଷୀ, ମୂଲିଆ ତଥା ଜନସାଧାରଣଙ୍କ ବିରୁଦ୍ଧରେ ଗ୍ରହଣ କରିଚାଲିଥିବା ନୀତି ବିରୁଦ୍ଧରେ ବୁଧବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ମିଳିତ ମଞ୍ଚ ପକ୍ଷରୁ
Read More...

ସାପ କାମୁଡ଼ା ରୋଗୀକୁ ମେଡିକାଲରେ ଝଡ଼ାଫୁଙ୍କା

ଜଳେଶ୍ୱର: ସାପ କାମୁଡି ଦେଇଥିବା ବ୍ୟକ୍ତିଙ୍କୁ ଭଲ କରିବା ପାଇଁ ଡାକ୍ତରଖାନା ପରିସରରେ କରାଗଲା ଝଡ଼ାଫୁଙ୍କା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।ସୂଚନା ଅନୁସାରେ , ୫ରୁ ୬ଦିନ ପୂର୍ବରୁ ଲହାଚଡ଼ ଗାଁର ଜଣଙ୍କୁ ସାପ
Read More...

ପାଠ୍ୟପୁସ୍ତକରେ ଇତିହାସର ବିକୃତିକରଣ ବନ୍ଦ ହେଉ

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବିଭାଗ ଷଡ଼ଯନ୍ତ୍ରରେ ସ୍କୁଲ୍ ପିଲାଙ୍କୁ ଭୁଲ୍ ଇତିହାସ ପଢାଯାଉଛି । ଷÂ ଶ୍ରେଣୀ ସାହିତ୍ୟ ବହିର ପୃଷ୍ଠା ନଂ- ୫୦ରେ ଯେଉଁ ବ୍ୟକ୍ତିଙ୍କ ସମ୍ବନ୍ଧରେ ବର୍ଣ୍ଣିତ ହୋଇଛି, ତାହା ଆଦୌ ତଥ୍ୟ ଆଧାରିତ ନୁହେଁ । ଆର.ଏସ୍.ଏସ୍.ର ଦୀକ୍ଷା ଗୁରୁ ସାବରକରଙ୍କୁ
Read More...

ଯୁବତୀଙ୍କୁ ଦୁଷ୍କର୍ମ, ଥାନାରେ ଅଭିଯୋଗ

ଖଡିଆଳ: ନୂଆପଡା ଜିଲ୍ଲା ଖଡିଆଳ ଥାନା ବହଲପଦର ଗାଁରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଜନ୍ମଦିନ ଉତ୍ସବରେ ଯୋଗଦେଇଥିବା ଜଣେ ଯୁବତୀଙ୍କୁ ବଳ ପ୍ରୟୋଗ କରି ଟେକିନେଇ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଏହାପରେ ଅଭିଯୋଗ
Read More...

ଜନ୍ମ ଦିନରେ ଦିବ୍ୟାଙ୍ଗମାନଙ୍କୁ ସହାୟତା

ଭୁବନେଶ୍ୱର : ପ୍ରତିଟି ମଣିଷ ପାଇଁ ଜନ୍ମଦିନ ଏକ ଅଭୁଲା ଦିନ । ଦିନଟିକୁ ସ୍ମରଣୀୟ ରଖିବା ପାଇଁ ଅନେକ ହୋଟେଲ, ରେଷ୍ଟୁରା, ପଂଚତାରକା ହୋଟେଲ ଓ ବିଭିନ୍ନ ମଣ୍ଡପମାନଙ୍କରେ ଜନ୍ମଦିନ ଉତ୍ସବ ଜାକ ଜମକରେ ଆୟୋଜନ କରିଥାନ୍ତି । ବନ୍ଧୁ, ବାନ୍ଧବ, ସାଙ୍ଗ, ସାଥୀ ଏବଂ ଆତ୍ମୀୟ ସ୍ୱଜନ ମାନଙ୍କୁ
Read More...

ଦୁଇ ବାଇକ ମୁହାଁମୁହିଁ, ୩ ଆହତ

ବୌଦ୍ଧ: ଜମଟାଙ୍ଗୀ - ଋଷିବନ୍ଧ ରାସ୍ତାର ସାଣ୍ଢପାଲି ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ ଘଣ୍ଟା ସମୟରେ ଷାଣ୍ଡପାଲି ଗ୍ରାମର ଶରତ ଷାଣ୍ଡ ନିଜ ମାଆଙ୍କୁ ଗୋଟିଏ ବାଇକରେ ବସାଇ
Read More...

ଡେଲାଙ୍ଗରେ ପଜେଟିଭ୍ ସଂଖ୍ୟା ୨୪୩

ଡେଲାଙ୍ଗ: କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛିା ଗୋଟେପଟେ କରୋନା ମହାମାରୀ ଦୁଃଖ ଅନ୍ୟପଟେ ଘରେ ଘରେ ଥଣ୍ଡା ଜ୍ୱର ବ୍ୟାପି ଅଂଚଳରେ ଭୟ ବଢାଉଛି । ଡେଲାଙ୍ଗ ବ୍ଲକରେ ପ୍ରତ୍ୟକ ଦିନ କରୋନା ପଜେଟିଭ୍ ସଂଖ୍ୟା ବଢିବାରେ ଚାଲିଛି । ସୋମବାର କରୋନା ପଜେଟିଭ୍ ୪ଜଣ ଚିହ୍ନଟ ହୋଇଛନ୍ତି
Read More...

ପୂର୍ବତଟ ରେଳପଥର ୨୨୬ଟି ଟ୍ରେନରେ ପଣ୍ୟ ପରିବହନ

ଭୁବନେଶ୍ୱର: ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଲପଥ ବ୍ୟବସାୟ ବିକାଶ ୟୁନିଟର ପ୍ରୟାସ ହେତୁ ୬୭,୦୬୭ ମିଲିୟନ ଟନ ମାଲ ପରିବହନ କରାଯାଇଛି । ସାର, ଫ୍ଲାଏ ଆଶ, ସିମେଂଟ, ଚାଉଲ, ମକା, ସ୍ଳାଗ ଏବଂ ଇସ୍ପାତ, ଲୁହାପଥର ଏବଂ କୋଇଲା ପରିବହନ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ
Read More...

କରୋନା ସଂକ୍ରମିତ ଗଭବର୍ତୀ ହୋମ୍ ଆଇସୋଲେସନରେ ରହିପାରିବେ

ଭୁବନେଶ୍ୱର: କରୋନା ସଂକ୍ରମିତ ଗର୍ଭବତୀ ମହିଳା ବି ହୋମ୍ ଆଇସୋଲେସନରେ ରହିପାରିବେ । ମାତ୍ର ଏଥିପାଇଁ ସେମାନଙ୍କୁ ଅଲଗା ରହିବାକୁ ହେବ । ଅଲଗା କୋଠରୀ, ଶୌଚାଳୟ ରହିବା ଜରୁରୀ । ଏହି ସମୟରେ ସେ କାହା ସହ ମିଶିବେ ନାହିଁ । ସୁଷମ ଖାଦ୍ୟ, ଭିଟାମିନ ଯୁକ୍ତ ଖାଦ୍ୟ ଓ ଔଷଧ ଖାଇବା ଜରୁରୀ ଯଦି
Read More...

ଦନ୍ତା ହାତୀର ମୃତଦେହ ଉଦ୍ଧାର

ବଣାଇ: ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ଅରାଗାଟ ଗ୍ରାମର ପାରମ ସାହିରୁ ଗତକାଲି ଏକ ଦନ୍ତା ହାତୀର ମୃତଦେହ ଠାବ କାରାଯାଇଛି ।ହାତୀଟିର ବୟସ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟିର ମୃତୁ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି ରୋଗ କାରଣରୁ ତା’ର ମୃତୁ୍ୟ
Read More...