Browsing Category

ରାଜ୍ୟ

ବାଘ ମୁଣ୍ଡ , ଛାଲ, ବାରହା ମାଂସ ସହ ବଜ୍ରକାପ୍ତା କାତି ଜବତ ; ୩ ଅଟକ

ନୂଆପଡ଼ା : ନୂଆପଡ଼ା ଜିଲା ଟିପାଝର ଗାଁରେ ବନ ବିଭାଗ ଚଢାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ବାଘ ମୁଣ୍ଡ ଓ ଛାଲ, ବାରହା ମାଂସ, ବଜ୍ରକାପ୍ତା କାତି ଜବତ କରିଛି ବୋଲି ରବିବାର ଜଣାପଡ଼ିଛି। ଏହାସହ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଅଟକ ରଖି ବନବିଭାଗ ପଚରାଉଚରା ଜାରି ରଖିଛି। ଘଟଣା ବିଷୟରେ ଅଧିକ ଖବର
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ ନୂଆ କୁଳସଚିବ ନିଯୁକ୍ତି ପାଇଁ ସୁପାରିସ

ଭୁବନେଶ୍ବର : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳସଚିବ ନିଯୁକ୍ତି ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ବିଭାଗ ପକ୍ଷରୁ ନୂତନ କୁଳସଚିବ ନିଯୁକ୍ତ କରିବା ପାଇଁ ରାଜଭବନକୁ ସୁପାରିସ କରାଯାଇଛି। କେନ୍ଦୁଝରର ଅତିରିକ୍ତ ଜିଲାପାଳ
Read More...

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ; ୧୦ ଜିଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି

ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୩ ଦିନ ଯାଏଁ ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୭ଟି ଜିଲା ଓ ଆସନ୍ତାକାଲି ୧୦ ଜିଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ମୟୁରଭଞ୍ଜ, ବାଲେଶ୍ୱର ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ,
Read More...

ବଡ଼ଗାଁ ଓ କୁତ୍ରା ଅଞ୍ଚଳରେ ୨ ହାତୀପଲଙ୍କ ଉପଦ୍ରବ ; ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ କୁତ୍ରା ଅଞ୍ଚଳରେ ୨ ହାତୀପଲଙ୍କ ଉପଦ୍ରବ ନେଇ ରବିବାର ଜଣାପଡ଼ିଛି। ବଡ଼ଗାଁ ନିକଟ ମହାବୀର ପାହାଡ଼ ତଳି ଗାଁରେ ପଶି ହାତୀମାନେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଉଭୟ ହାତୀପଲରେ ୨୦ ରୁ ୨୫ ଟି ଲେଖାଏଁ ହାତୀ ଥିବା ଜଣାପଡ଼ିଛି। ବାମରା ରେଞ୍ଜ ବଡ଼ରମା
Read More...

୨୪ଘଣ୍ଟାରେ ଲଘୁଚାପ; ଦୁଇ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୪ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବାର ୨୪ଘଣ୍ଟା ଭିତରେ ଏହା ଘନୀଭୂତ ହେବା ସହିତ ଦୁଇଦିନ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି
Read More...

ରାଜ୍ୟରେ ୧୦ କରୋନା ଆକ୍ରାନ୍ତ ମୃତ ; ମୃତ୍ୟୁ ସଂଖ୍ୟା ୭୦୧

ଭୁବନେଶ୍ୱର : ରାଜ୍ୟରେ ଆଉ ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୭୦୧ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ କଟକ ଓ ପୁରୀରୁ ୨ ଜଣ ଲେଖାଏଁ , ବଲାଙ୍ଗୀର , ଗଞ୍ଜାମ , କଳାହାଣ୍ଡି, ଖୋର୍ଦ୍ଧା,
Read More...

ରାଜ୍ୟରେ ୪ ହଜାର ୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୫୫୬ ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୭୭୪ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୮୮୦ରେ ପହଞ୍ଚିଛି।
Read More...

କୋଭିଡ ନିୟମ ଉଲଙ୍ଘନ : ୩ ପେଟ୍ରୋଲ ପମ୍ପକୁ ୧୫ ହଜାର ଜରିମାନା

ଯାଜପୁର: ପେଟ୍ରୋଲ ପମ୍ପ ଗୁଡିକରେ କୋଭିଡ ନିୟମର ଉଲଙ୍ଘନ ଆଶଙ୍କାରେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତିଙ୍କୁ ଧରପଗଡ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସହର ମଧ୍ୟରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକ ଉପରେ ତହସିଲଦାର ଶ୍ରୀ ପତି ଓ ତାଙ୍କ ଟିମ୍
Read More...

ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ପ୍ରତ୍ୟାହାର ଦାବୀରେ ଓଡିଶା ଦାବୀ ଦିବସ ପାଳିତ

ଭୁବନେଶ୍ୱର: ଛାତ୍ର-ଅଧ୍ୟାପକ-କର୍ମଚାରୀ ବିରୋଧି ତଥା ବିଶ୍ୱବିଦ୍ୟାଳୟ ସ୍ୱାତନ୍ତ୍ର୍ୟ ହରଣକାରୀ ୨୦୨୦ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବୀରେ ଆଜି ଏ.ଆଇ.ଡି.ଏସ୍.ଓ ଓଡିଶା ରାଜ୍ୟ ପରିଷଦ ତରଫରୁ ସାରା ଓଡିଶା ଦାବୀ ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ
Read More...

କରୋନା ସଂକ୍ରମଣକୁ ନେଇ ଆତଙ୍କ

ଜଗତସିଂହପୁର: କରୋନାକୁ ନେଇ ସମଗ୍ର ବିଶ୍ୱ ଏକ ଭୟଙ୍କର ପରିସ୍ଥିତି ମଧ୍ୟରେ ଗତି କରୁଛି । କରୋନା ମହାମାରୀ ସମଗ୍ର ମାନବ ଜାତି ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ପ୍ରାୟ ସାତମାସ ଧରି କରୋନା ଆମ ଦେଶ ଭାରତ ସମେତ ଓଡ଼ିଶାବାସୀଙ୍କ ମନରେ ଏକ ଅଜଣା ଆତଙ୍କ ସୃଷ୍ଟି କରିଚାଲିଛି । ଏହାରି
Read More...