Browsing Category

ରାଜ୍ୟ

ଜନ୍ମ ଦିନରେ ଦିବ୍ୟାଙ୍ଗମାନଙ୍କୁ ସହାୟତା

ଭୁବନେଶ୍ୱର : ପ୍ରତିଟି ମଣିଷ ପାଇଁ ଜନ୍ମଦିନ ଏକ ଅଭୁଲା ଦିନ । ଦିନଟିକୁ ସ୍ମରଣୀୟ ରଖିବା ପାଇଁ ଅନେକ ହୋଟେଲ, ରେଷ୍ଟୁରା, ପଂଚତାରକା ହୋଟେଲ ଓ ବିଭିନ୍ନ ମଣ୍ଡପମାନଙ୍କରେ ଜନ୍ମଦିନ ଉତ୍ସବ ଜାକ ଜମକରେ ଆୟୋଜନ କରିଥାନ୍ତି । ବନ୍ଧୁ, ବାନ୍ଧବ, ସାଙ୍ଗ, ସାଥୀ ଏବଂ ଆତ୍ମୀୟ ସ୍ୱଜନ ମାନଙ୍କୁ…
Read More...

ଦୁଇ ବାଇକ ମୁହାଁମୁହିଁ, ୩ ଆହତ

ବୌଦ୍ଧ: ଜମଟାଙ୍ଗୀ - ଋଷିବନ୍ଧ ରାସ୍ତାର ସାଣ୍ଢପାଲି ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ ଘଣ୍ଟା ସମୟରେ ଷାଣ୍ଡପାଲି ଗ୍ରାମର ଶରତ ଷାଣ୍ଡ ନିଜ ମାଆଙ୍କୁ ଗୋଟିଏ ବାଇକରେ ବସାଇ…
Read More...

ଡେଲାଙ୍ଗରେ ପଜେଟିଭ୍ ସଂଖ୍ୟା ୨୪୩

ଡେଲାଙ୍ଗ: କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛିା ଗୋଟେପଟେ କରୋନା ମହାମାରୀ ଦୁଃଖ ଅନ୍ୟପଟେ ଘରେ ଘରେ ଥଣ୍ଡା ଜ୍ୱର ବ୍ୟାପି ଅଂଚଳରେ ଭୟ ବଢାଉଛି । ଡେଲାଙ୍ଗ ବ୍ଲକରେ ପ୍ରତ୍ୟକ ଦିନ କରୋନା ପଜେଟିଭ୍ ସଂଖ୍ୟା ବଢିବାରେ ଚାଲିଛି । ସୋମବାର କରୋନା ପଜେଟିଭ୍ ୪ଜଣ ଚିହ୍ନଟ ହୋଇଛନ୍ତି…
Read More...

ପୂର୍ବତଟ ରେଳପଥର ୨୨୬ଟି ଟ୍ରେନରେ ପଣ୍ୟ ପରିବହନ

ଭୁବନେଶ୍ୱର: ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଲପଥ ବ୍ୟବସାୟ ବିକାଶ ୟୁନିଟର ପ୍ରୟାସ ହେତୁ ୬୭,୦୬୭ ମିଲିୟନ ଟନ ମାଲ ପରିବହନ କରାଯାଇଛି । ସାର, ଫ୍ଲାଏ ଆଶ, ସିମେଂଟ, ଚାଉଲ, ମକା, ସ୍ଳାଗ ଏବଂ ଇସ୍ପାତ, ଲୁହାପଥର ଏବଂ କୋଇଲା ପରିବହନ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ…
Read More...

କରୋନା ସଂକ୍ରମିତ ଗଭବର୍ତୀ ହୋମ୍ ଆଇସୋଲେସନରେ ରହିପାରିବେ

ଭୁବନେଶ୍ୱର: କରୋନା ସଂକ୍ରମିତ ଗର୍ଭବତୀ ମହିଳା ବି ହୋମ୍ ଆଇସୋଲେସନରେ ରହିପାରିବେ । ମାତ୍ର ଏଥିପାଇଁ ସେମାନଙ୍କୁ ଅଲଗା ରହିବାକୁ ହେବ । ଅଲଗା କୋଠରୀ, ଶୌଚାଳୟ ରହିବା ଜରୁରୀ । ଏହି ସମୟରେ ସେ କାହା ସହ ମିଶିବେ ନାହିଁ । ସୁଷମ ଖାଦ୍ୟ, ଭିଟାମିନ ଯୁକ୍ତ ଖାଦ୍ୟ ଓ ଔଷଧ ଖାଇବା ଜରୁରୀ ଯଦି…
Read More...

ଦନ୍ତା ହାତୀର ମୃତଦେହ ଉଦ୍ଧାର

ବଣାଇ: ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ଅରାଗାଟ ଗ୍ରାମର ପାରମ ସାହିରୁ ଗତକାଲି ଏକ ଦନ୍ତା ହାତୀର ମୃତଦେହ ଠାବ କାରାଯାଇଛି ।ହାତୀଟିର ବୟସ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟିର ମୃତୁ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି ରୋଗ କାରଣରୁ ତା’ର ମୃତୁ୍ୟ…
Read More...

ବିଏସଏଫ ଏଡିଜିଙ୍କ ମାଓ ରଣନୀତି ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ମାଓ ଅଧୁ୍ୟଷିତ ଅଂଚଳରେ ଆଗକୁ ରଣନୀତି କିଭଳି ରହିବ ସେନେଇ ମଙ୍ଗବାର ପୁଲିସ ମହାନିଦେ୍ର୍ଧଶକ ଏବଂ ବିଏସଏଫ୍ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।ସମ୍ପ୍ରତି କୋଭିଡ-୧୯ ପରିପ୍ରେକ୍ଷିରେ ରାଜ୍ୟରେ ମୁତୟନ ହୋଇଥିବା ବିଏସଏଫ ଯବାନଙ୍କ ମନୋବଳ ବୃଦ୍ଧି…
Read More...

କୋଇଲା ବ୍ଲକ ନିଲାମ ସ୍ଥଗିତ

ଭୁବନେଶ୍ୱର: କୋଲ ବ୍ଲକ ନିଲାମ ପ୍ରକ୍ରିୟା ୩ମାସ ସ୍ଥଗିତ ରଖିବା ପାଇଁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଆଜି କେନ୍ଦ୍ର କୋଇଲା, ଖରଇ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି ।ଶ୍ରୀ ମଲ୍ଳିକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ପକ୍ଷରୁ…
Read More...

ନାବାଳକୁ ପିଟିପିଟି ହତ୍ୟା!

ବାଲେଶ୍ୱର: ପଡେ଼ାଶୀ ଘରୁ ୫ଶହ ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ନାବାଳକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏପରି ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗାଁ ରେ । ତେବେ ଚୋରୀ ଘଟଣା ଜଣାପଡ଼ିବା ପରେ ନାବାଳକୁ ପଡେ଼ାଶୀ ମହିଳା ଓ…
Read More...

ଶ୍ୱଶୁର ବୋହୂକୁ ଭୁଜାଲିରେ ଆକ୍ରମଣ

ଭଦ୍ରକ: ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଶ୍ୱଶୁର ଓ ବୋହୂକୁ ଗାଁ ଳୋକେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଧାମନଗର ବିଜ୍ଞାପିତ ଅଂଚଳର ହରିଜନ ସାହିରେ । ଆହତ ମଦନ ଓ ତାଙ୍କ ବୋହୂଙ୍କୁ ତୁରନ୍ତ ଧାମନଗର ମେଡ଼ୀକାଲରେ ଭର୍ତି କରାଯାଇଥିଲା । ପରେ…
Read More...