Browsing Category

ରାଜ୍ୟ

ଭାରତ ବନ୍ଦକୁ ସିପିଆଇର ସମର୍ଥନ

ଭୁବନେଶ୍ୱର: ମୋଦି ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ଆଇନକୁ ରଦ୍ଧ କରିବା, ନୂତନ ବିଦ୍ୟୁତ୍ ବିଲ୍-୨୦୨୦ ପ୍ରତ୍ୟାହାର କରିବା, ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା, ପରିବେଶ ପ୍ରଭାବ ଜନିତ ଆକଳନ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା, ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା…
Read More...

ବିଜେଡ଼ି-ବିଜେପି କଭି ଖୁସ କଭି ଗମ : ନିରଞ୍ଜନ

ଭୁବନେଶ୍ୱର: ବର୍ତମାନ ଓଡିଶା ରାଜନୀତିରେ ଓଡିଶାବାସୀ ଏକ ନୂଆ ଚିତ୍ର ଦେଖୁଛନ୍ତି । ଏହି ଚିତ୍ରରେ କୃଷି ବିଲ୍କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ ଏବଂ ଆଲୋଚନା ସାପେକ୍ଷ ବୋଲି ପିସିସି ସଭାପତି ଶ୍ରୀ ନିରନ ପଟ୍ଟନାୟକ ଆଜିର ପ୍ରେସବାର୍ତାରେ…
Read More...

ରାୟଗଡାରେ ୧୫ କରୋନା ଯୋଦ୍ଧାଙ୍କ ସହ ୧୩୪ ପଜିଟିଭ୍ ଚିହ୍ନଟ

ରାୟଗଡା: ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୧୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୮୪ ପୁରୁଷ ଏବଂ ୫୦ ଜଣ ମହିଳା ଅଛନ୍ତି । ଗୃହ ସଙ୍ଗରୋଧରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୬୪ ଜଣ ଚିହ୍ନଟ ହୋଇଛନ୍ତି ।…
Read More...

ମା’ ବିରଜାଙ୍କ ଶାରଦୀୟ ପୂଜାର କାର୍ଯ୍ୟସୂଚୀ

ଯାଜପୁର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ ତଥା ପର୍ବୋତ୍ସବରେ ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୁଡାନ୍ତ ହୋଇଚ୍ଥି । ସେପ୍ଟେମ୍ୱର ୧୦ ତାରିଖ ଗୁରୁବାର ମୂଳାଷ୍ଟମୀ, ମା’ ବିରଜାଙ୍କ ଘଟ ନିମଜ୍ଜନ ଏବଂ ରାତ୍ର ଘ. ୮.୨୧ ମିନିଟ୍ ରୁ ଘ. ୯.୦୮ ମିନିଟ୍…
Read More...

ସୌର ଶକ୍ତି ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଅଚଳ

ବୌଦ୍ଧ : ଜନସାଧାରଣଙ୍କୁ ପାନିୟ ଜଳ ଯୋଗାଇ ଦେବା ସରକାରଙ୍କ ଦାୟୀତ୍ୱ ରହିଥିବା ବେଳେ ବୈାଦ୍ଧଜିଲ୍ଲାରେ ଅନେକ ଗ୍ରାମରେ ପାନିୟ ଜଳ ସମସ୍ୟା ଲାଗିରହିଛି । କେଉଁଠି ମଟର ଅଚଳ ହୋଇ ପଡିଛି ତ କେଉଁଠି ପାଇପ ଲାଇନ ବିଛା ହୋଇଛି କିନ୍ତୁ ସଂଯୋଗ ହୋଇନାହିଁ । କେଉଁଠି ଉଭର ହେଡ ଟ୍ୟାଙ୍କ ଅଛି ହେଲେ…
Read More...

ସିରିଏଲ୍ କିଲର୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୁଶକିଳା ଗାଁରେ ସଂଘଟିତ ମାଉସୀ ପୁତୁରା ଡବଲ୍ ମର୍ଡର ମାମଲାରେ ଅନୁଗୁଳ ଜିଲ୍ଲା ଦୌରାଜଜ୍ ଆଶାନ୍ତ କୁମାର ଦାସ ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁଣାଣି କରି ‘ସିରିଏଲ୍କିଲର୍’ ଝସକେତନ ରାଉତ ଓରଫ ଝାରୁକୁ ଆଜୀବନ କାରାଦଣ୍ଡାଦେଶ ସହିତ ୩ ଲକ୍ଷ ଟଙ୍କା…
Read More...

ଜୁଆ ଆଡା ଉପରେ ଚଢଉ

ବ୍ରହ୍ମପୁର: ଦଶହରା ପୂର୍ବରୁ ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ଗତକାଲି ମଧ୍ୟରାତ୍ରରେ କମାପଲ୍ଲୀ ଛକ ନିକଟ ଖଳା ସାହିରେ ଏକ ବଡ ଧରଣର ଜୁଆ ଖେଳ ଉପରେ ବୈଦନାଥପୁର ଥାନା ପୋଲିସ ଚଢଉ କରିଛି । ପ୍ରାୟ ୯୬, ୬୭୦ ନଗଦ ଟଙ୍କା ସହ ତାସ ପକେଟ, ଭର୍ତି ମଦ ବୋତଲ ସହ କିଛି ଦାମୀ ମୋବାଇଲ ଜବତ କରିଛି…
Read More...

ହାଇକୋର୍ଟରେ ୧.୬୬ ଲକ୍ଷ ମାମଲା ବିଚାରାଧିନ

କଟକ: କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ବିଚାର ପ୍ରକ୍ରିୟା ମାର୍ଚ୍ଚ ଶେଷ ସପ୍ତାହରୁ ସାରାରାଜ୍ୟରେ ଅଦାଲତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗତବର୍ଷ ସୁଦ୍ଧା ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ ମାମଲା ବିଚାରାଧୀନ ଥିବାବେଳେ ଏବେ ଏହା ବଢ଼ି ୧ ଲକ୍ଷ ୬୬…
Read More...

କୁଆଖାଇ ପୁରୁଣା ପୋଲରେ ୬ ଦିନ କଟକଣା

ଭୁବନେଶ୍ୱର: ଜାତୀୟ ରାଜପଥ ନଂ-୧୬ର ଦ୍ୱୈତନଗରୀରେ ଭୁବନେଶ୍ୱରରୁ କଟକ ଯିବା ବେଳେ କୁଆଖାଇ, କାଠଯୋଡି ଓ ବିରୁପା ନଦୀର ବାମପଟ ବ୍ରିଜ୍ ଏବଂ ମହାନଦୀର ମଝି ବ୍ରିଜ୍ରେ ଜାତୀୟ ରାଜପତ ପ୍ରାଧିକରଣ (ଏନ୍ଏଚ୍ଆଇ) ପକ୍ଷରୁ ତଦାରଖ ଓ ଅନୁଧ୍ୟାନ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି । ୨୨ରୁ…
Read More...

ସୁଶାନ୍ତ ନାଥ ବିଏସଏଫ ଆଇଜି ନିଯୁକ୍ତି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସୁଶାନ୍ତ ନାଥଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୀମା ସୁରକ୍ଷା ବଳ (ବିଏସଏଫ) ର ଆଇଜି ଭାବେ ନିଯୁକ୍ତି କରାଯାଇଛି । ଏନେଇ ସୋମବାର ମନ୍ତ୍ରାଳୟ ପକ୍ଷରୁ ଗୃହବିଭାଗ ଅନୁସଚିବ ଅଞ୍ଜନ ଶରକାର ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବଙ୍କ ପତ୍ର ଲେଖି ଅବଗତ…
Read More...