Browsing Category

ରାଜ୍ୟ

ବାଲେଶ୍ୱରରେ ଦିନକରେ ୧୮୩ ପଜିଟିଭ୍

ବାଲେଶ୍ୱର: ଓଡ଼ିଶାରେ ବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି । ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେ ପହଞ୍ଚିବା ପରେ କ୍ରମହ୍ରାସମାନ ଅବସ୍ଥାରେ ଏହା କମିବ ବୋଲି ଜଣାପଡ଼ିଛି । ତେବେ ସରକାରଙ୍କ ପକ୍ଷରୁ…
Read More...

ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଆରମ୍ଭ

ସୋର: ବାଲେଶ୍ୱର ଜିଲ୍ଲାରେ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି କ୍ରମରେ ଜିଲ୍ଲାର ସମସ୍ତ ୧ରୁ ୧୯ ବର୍ଷ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ । ଏ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୃମି…
Read More...

ମନ୍ଦିରରୁ ହୁଣ୍ଡି ଉଠାଇନେଲେ ଦୁର୍ବୁତ୍ତ

ବାଲିକୁଦା: ଗତକାଲି ରାତିରେ ଡକାୟତ ମାନେ ନାଗପୁର ସ୍ଥିତ ମା' ଜାଗୁଳାଇଙ୍କ ମନ୍ଦିରର ସମ୍ମୁଖରେ ଥିବା ଏକ ହୁଣ୍ଡି ଉଠାଇନେବା ସହିତ କାନ୍ଥରେ ଲାଗିଥିବା ହୁଣ୍ଡିକୁ ମଧ୍ୟ ଭାଙ୍ଗି ନେଇଯାଇଥିବା ଜଣା ପଡିଛି । ଏଥି ସହିତ ଦୂର୍ବୁତ୍ତ ମାନେ ମା'ଙ୍କ ଦେହରେ ପିନ୍ଧିଥିବା ଲକ୍ଷାଧିକ ଟଙ୍କାର ସୁନା…
Read More...

ସଂସଦରେ କୃଷି ବିଲ୍ ପାରିତକୁ ବିଜେପିର ସ୍ୱାଗତ

ଭୁବନେଶ୍ୱର: ସଂସଦରେ ଆଜି ଚାଷୀଙ୍କ ହିତରେ ଐତିହାସିକ କୃଷି ବିଲ୍ ପାରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି…
Read More...

ସିଲଭର ଗାନ୍ଧୀଙ୍କ ପଦଯାତ୍ରା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନ ଅବସରରେ ଓଡିଶାର ସିଲଭର ଗାନ୍ଧୀ ନିଜର ପଦଯାତ୍ରା ଜାରି ରଖିଛନ୍ତି । ଆଜି କୁରୁକ୍ଷେତ୍ରରୁ ପଦଯାତ୍ରାରେ ବାହାରି ଦୀର୍ଘ ୧୫୦ କିଲୋମିଟର ଅତିକ୍ରମ କରି ଦିଲ୍ଲୀରେ ପହଞ୍ଚିଛନ୍ତି ସିଲଭର ଗାନ୍ଧୀ । ଏହି ଅବସରରେ ସେ…
Read More...

ଗଣମାଧ୍ୟମ ପ୍ରତି ସରକାରଙ୍କ ଶୁଭଦୃଷ୍ଟି ପଡ଼ିବ କେବେ?

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଓଡ଼ିଶା ସମେତ ସାରା ଦେଶରେ ଯେଉଁ ଉଦ୍ବେଗଜନକ ଅବସ୍ଥା ସୃଷ୍ଟି ହୋଇଛି, ସେଥିରୁ ମୁକୁଳିବା ଏତେ ସହଜ ବ୍ୟାପାର ନୁହେଁ । ଏହା ସତ୍ତେ୍ୱ ସରକାର (ଉଭୟ କେନ୍ଦ୍ର ଓ ରାଜ୍ୟ) ଲକଡ଼ାଉନ/ସଟ୍ଡ଼ାଉନ କଟକଣା ଜାରି କରିବା ସହ କରୋନା ପ୍ରଭାବିତ (ପ୍ରବାସୀ…
Read More...

ଥାଲାସେମିଆ ଶିଶୁମାନଙ୍କୁ ରକ୍ତ ନଦେଇ ର୍ଦୁବ୍ୟବହାର!

ଭୁବନେଶ୍ୱର: ଥାଲାସେମିଆ ଏକ ଭୟାବହ ରୋଗ । ଏହି ରୋଗର ମୁଖ୍ୟ ଚିକିତ୍ସା ହେଉଛି ବାରମ୍ବାର ରକ୍ତ ସଞ୍ଚାରଣ କରାଇବା । ଏହି ରୋଗରେ ଆକ୍ରାନ୍ତ ଶିଶୁମାନେ ମାସକୁ ୨-୪ଥର ରକ୍ତଗ୍ରହଣ କରିଥାଆନ୍ତି । ବିନା ରକ୍ତରେ ରୋଗୀ ବଞ୍ଚିବା ଅସମ୍ଭବ । ଏହି ଦୃଷ୍ଟିକୋଣରୁ କୋଭିଡ୍-୧୯ ବନ୍ଦ ସମୟରେ ମଧ୍ୟ…
Read More...

କରୋନାରେ ରୋଟାରୀ କ୍ଲବର ପୂର୍ବତନ ସଭାପତିଙ୍କ ମୃତ୍ୟୁ

ବାଲେଶ୍ୱର: କରୋନାରେ ରୋଟାରୀ କ୍ଲବର ପୂର୍ବତନ ସଭାପତି କର୍ଣ୍ଣେଲ ବିଦ୍ୟାଧର ସିଂଙ୍କର ଦେହାନ୍ତ ହୋଇଯାଇଛି । ଗତକାଲି ସକାଳେ ଭୁବନେଶ୍ୱରସ୍ଥିତ ସୋମ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ୫ ଦିନ ପୂର୍ବରୁ ସେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିଲେ । ପରେ…
Read More...

ବନ୍ୟାରେ ୬,୧୬୧ ହେକ୍ଟର ଧାନ ଫସଲ ନଷ୍ଟ

ଡେଲାଙ୍ଗ: ଦୟା ଓ ଲୁଣା ନଦୀରେ ବନ୍ୟା ପାଣି ମାଡି ଡେଲାଙ୍ଗ ବ୍ଲକର ୧୮ଟି ଗ୍ରାମ ପଂଚାୟତ ଜଳବନ୍ଦୀ ହୋଇ ଧାନ ଫସଲ ପାଣିରେ ବୁଡି ନଷ୍ଟ ହୋଇଥିବା ଜଣାପଡିଛି । କୃଷି ବିଭାଗ ପକ୍ଷରୁ ଏହାର କ୍ଷୟକ୍ଷତି ଆକଳନ କରାଯାଇଛି । ୧୮ଟି ପଂଚାୟତର ବନ୍ୟା ପାଣି ମାଡି ଧାନଫସଲ ନଷ୍ଟ ହୋଇଥିବା ବେଳେ କୃଷି…
Read More...

ଖୋର୍ଦ୍ଧା ତାପଙ୍ଗ ହାତୀଆ ପାହାଡ଼କୁ ପର୍ଯ୍ୟଟକଙ୍କ ସୁଅ

ଖୋର୍ଦ୍ଧା: ଅଧାକଟା ପାହାଡ଼, ବିସ୍ତୀର୍ଣ୍ଣ ନୀଳ ଜଳରାଶି ଓ କାଶତଣ୍ଡୀ ଫୁଲର ସମ୍ଭାର ପ୍ରକୃତିର ଅପରୂପ ସୈାନ୍ଦର୍ଯ୍ୟ ବର୍ତ୍ତମାନ ହଜାର ହଜାର ପର୍ଯ୍ୟଟକମାନଙ୍କୁ ଟାଣି ଆଣିଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳ ହାତୀଆ ପାହାଡ଼ ପରିବେଶକୁ । ଏହି ଅଞ୍ଚଳର ପାହାଡ଼ରୁ ପଥର ବେପାରୀମାନେ…
Read More...