ଷଣ୍ଢ ଦେହରେ ଧକ୍କା ୧ ମୃତ ୨ ଆହତ
ଭୁବନେଶ୍ୱର: ଷଣ୍ଢ ଦେହରେ ଧକ୍କା ହୋଇ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଭଳି ଘଟଣା ଅଭାବନିୟ ଘଟଣା ଘଟିଛି ଫୁଲନଖରା-ନିଆଳି ରାସ୍ତାରେ । ମୃତ ବ୍ୟକ୍ତି ଜଣକ ହେଲେ ଅଢାଳିଆର ଶଙ୍କର୍ଷଣ ସାହୁ (୫୦) । ଆହତଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ ।!-->…
Read More...
Read More...