ରାୟଗଡାରୁ ୬୬ ପଜିଟିଭ୍ ଚିହ୍ନଟ
ରାୟଗଡା: ରାୟଗଡା ଜିଲ୍ଲାରେ ଧିରେ ଧିରେ କମିବାରେ ଲାଗିଛି କରୋନା । ୮୮ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣିା ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୬୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ପୁରୁଷ ଏବଂ ୨୪ ଜଣ ମହିଳା ଅଛନ୍ତି । ଗୃହ ସଙ୍ଗରୋଧରୁ!-->…
Read More...
Read More...