Browsing Category

ରାଜ୍ୟ

ଯୋଗାଣ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର: ବାଲେଶ୍ୱର ଯୋଗାଣ ବିଭାଗ ମୁଖ୍ୟ ଅଧିକାରୀ(ଚିଫ୍ ସିଏସଓ)ଙ୍କ ଅଭଦ୍ରୋଚିତ ବ୍ୟବହାରରେ ଅତିଷ୍ଠ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଠାରେ ଆଜି ଅଭିଯୋଗ ଉଠାଇବା ସହ କଲମଛାଡ଼ ଆନ୍ଦୋଳନର ଚେତାବନୀ ଦେବା ଘଟଣା ଜିଲ୍ଲାର ସରକାରୀ କର୍ମଚାରୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟ
Read More...

ଏନ୍ଏକ୍ସଟି ଡିଜିଟାଲର ପ୍ରଥମ ୩ମାସ ରାଜସ୍ୱ ଆୟରେ ବୃଦ୍ଧି

ଭୁବନେଶ୍ୱର: ଏନ୍ଏକ୍ସଟି ଡିଜିଟାଲ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । କରୋନା ମହାମାରୀ ଦ୍ୱାରା ଏହି ତିନି ମାସର କାରବାର ଗୁରୁତର ପ୍ରଭାବିତ ହୋଇଥିବା ସତ୍ୱେ କଂପାନି ରାଜସ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି । ୨୦୨୦ର
Read More...

ସିଲଭର ଲେକ୍ ୭,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ରିଲାଏନ୍ସ ରିଟେଲ୍ ଭେଂଚର୍ସରେ୍

ଭୁବନେଶ୍ୱର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ସିଲଭର ଲେକ୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍ଆର୍ଭିଏଲ୍)ରେ ୭୫୦୦ କୋଟି ଟଙ୍କା ନିବେଶ
Read More...

ନବୀନଙ୍କୁ ଫୋନ କରି ସମର୍ଥନ ଲୋଡିଲେ ନୀତିଶ

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୁର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚଳିତ ପର୍ଷ ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହାରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥୀତ୍ୱକୁ
Read More...

ନିଶା ପାଇଁ ୧୩ ବର୍ଷ ଶିଶୁର ମୃତ୍ୟୁ

ଭୁବନେଶ୍ୱର: ନିଶା ପାଇଁ ଅସାମାଜିକ ଯୁବକଙ୍କୁ ଟଙ୍କା ନଦେବାକୁ ଗଲା ନାବାଳକର ଜୀବନ । ରାଜଧାନୀ ଭରତପୁର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆକ୍ରମଣରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ରାତିରେ ନାବଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭରତପୁର ଅଞ୍ଚଳର
Read More...

ସୂଚନା କମିଶନର ଦାୟିତ୍ୱ ନେଲେ ଦିଲ୍ଲୀପ ବିଷୋୟୀ

ଭୁବନେଶ୍ୱର: ବିଶିଷ୍ଟ ସାମ୍ବାଦିକ ଦିଲ୍ଲୀପ ବିଷୋୟୀ ଆଜି ଅପରାହ୍ନରେ ବିଧିବଦ୍ଧ ଭାବେ ରାଜ୍ୟ ସୂଚନା କମିଶନର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ନେଇ ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ସଫତ ପାଠ କରାଇଛନ୍ତି । ପୂର୍ବରୁ ଶ୍ରୀ ବିଷୋୟୀ ଏହି ପଦ ପାଇଁ ମନୋନୀତ
Read More...

ଯୁବଛାତ୍ର ସଂଗଠନ ତରଫରୁ ଆନ୍ତର୍ଜାତିକ ସ୍ୱାକ୍ଷରତା ଦିବସ ପାଳିତ

ନୟାହାଟ: ଆନ୍ତର୍ଜାତିକ ସ୍ୱାକ୍ଷରତା ଦିବସ ଉପଲକ୍ଷେ କାକଟପୁର ଯୁବଛାତ୍ର ସଂଗଠନ' ଓ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ ଫର୍ ଭଲ୍ୟୁଟାରୀ ୱାର୍କ' ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା କାକଟପୁର ବ୍ଲକ୍, ପାଟସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ମହାଦେବବସ୍ତ ଗ୍ରାମରେ ଏକ ସଚେତନତାମୂଳକ
Read More...

ସୁନ୍ଦରଗଡ଼ ଜିଲ୍ଲା ଓ ବ୍ଳକ ସ୍ତରରେ ଫିଜିଓଥେରାପି ଦିବସ ପାଳିତ

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ମଙ୍ଗଳବାର ଦିନ ନ୍ତବିଶ୍ୱ ଫିଜିଓଥେରାପି ଦିବସ' ପାଳନ କରାଯାଇଛି । ଏହା ସହ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଦିବସ ପାଳନ କରାଯାଇଛି ।
Read More...

ରାୟଗଡାରେ ୨୦୬ ପଜିଟିଭ୍ ଚିହ୍ନଟ

ରାୟଗଡା: ରାୟଗଡା ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତି କିଛି ଦିନ ହେଲା ୧୦୦ ରୁ ଉଦ୍ଧ୍ୱର୍ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଆଜି ପଜିଟିଭ୍ ସଂଖ୍ୟାରେ ବୃଦ୍ଧି ଘଟି ୨୦୬ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ଯୋଗୁଁ ପ୍ରଶାସନ
Read More...

ପ୍ଲାଷ୍ଟିକ୍ ବର୍ଜ୍ୟରେ ଅଣନିଃଶ୍ୱାସୀ ଚିଲିକା

ବ୍ରହ୍ମପୁର: ଏସିଆ ମହାଦେଶର ବୃହତମ ଲୁଣା ହ୍ରଦ ଚିଲିକା ଏବେ ପ୍ଲାଷ୍ଟିକ୍ ବର୍ଜ୍ୟ ପାଇଁ ଅଣନିଃଶ୍ୱାସୀ ହୋଇପଡ଼ିଛି । ଚିଲିକାର ଜଳଜୀବ ଓ ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେଉଛି । ୨୦୦୨ ମସିହାରେ ଚିଲିକାରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ନିଷିଦ୍ଧ କରା ଯାଇଥିଲେ ହେଁ ଜନସାଧାରଣ ଓ
Read More...