Browsing Category

ରାଜ୍ୟ

ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରା ଗିରଫ

ଭୁବନେଶ୍ବର : ଭୁବନେଶ୍ବର ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରମେଶଙ୍କୁ ପ୍ରାୟ ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ
Read More...

ସାଂସଦ ରମେଶ ମାଝୀ କରୋନା ଆକ୍ରାନ୍ତ

ଭୁବନେଶ୍ବର : ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ନେଇ ସେ ​ସାମାଜିକ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି। ତାଙ୍କ କରୋନା ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ ଆଇସୋଲେସନରେ ଅଛନ୍ତି। ତେବେ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ
Read More...

ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ, ୪ ଗୁରୁତର

ଜଳେଶ୍ୱର : ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥ ରୁପ୍‌ସା ଥାନା ମିରିଗୀମୁଣ୍ଡି ଛକ ନିକଟକେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏକ ଟ୍ରକ୍ ରାସ୍ତା କଡ଼ରେ ଛିଡ଼ାହୋଇଥିବାବେଳେ ପଛପଟୁ ରୋଗୀ ସହିତ ଚାରିଜଣଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ପିଟିଥିଲା। ଯାହାଫଳରେ ଚାରି ଜଣ
Read More...

ହୀରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୩ଟି ଗେଟ୍

ହୀରାକୁଦ : ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ତେବେ ହୀରାକୁଦର ଡ୍ୟାମର ଆଉ ତିନୋଟି ଫାଟକକୁ ବନ୍ଦ କରାଯାଇଛି। ଏବେ ମୋଟ୍ ୦୬ଟି ଗେଟ୍ ଦେଇ  ବନ୍ୟାଜଳ ନିଷ୍କାସିତ ହେଉଥିବା ଜଣାପଡିଛି। ବାମପଟୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଡାହାଣପଟୁ
Read More...

ରାଜ୍ୟରେ ଆଉ ୦୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ ଆଉ ୦୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୫୩୧ରେ ପହଞ୍ଚିଛି। ୯ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ଦୁଇ ଜଣ,
Read More...

ରାଜ୍ୟରୁ ଆଉ ୩ ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଶୁକ୍ରବାର ଆଉ ୩ ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୯୬୧ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୦୬ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା
Read More...

୩୦ ତାରିଖ ପୁର୍ବରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୩୦ତାରିଖ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ବିଧାନସଭାର ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ଏନେଇ ଆଲୋଚନା ହୋଇଛି । ଗାଇଡଲାଇନ୍ସ ଆସିବା ପରେ ରାଜ୍ୟରେ କରୋନା ସ୍ଥିତି
Read More...

ସେବାରେ ଆସୁନି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ

ଚମ୍ପୁଆ: ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ଏକ୍ସରେ ବିଭାଗ ରୋଗିଙ୍କ କାମରେ ଲାଗୁନଥିବା ଦେଖାଦେଇଛି । ଫଳରେ ରୋଗି ସାମାନ୍ୟ ଏକ୍ସରେ ପାଇଁ ସତାଧିକ ଟଙ୍କା ଗଣି ବାହାରେ ବେସରକାରୀ ଏକ୍ସରେ ଲ୍ୟାବ ଉପରେ ନିର୍ଭର କରୁଥିବା ଦେଖାଯାଇଛି । ବିଦୂ୍ୟତ ସଂଯୋଗ ଏହାର ପ୍ରମୁଖ କାରଣ ପାଲଟିଥିବା
Read More...

ବନ୍ୟାଚଂଳରେ ଆରଏସଏସର ସେବା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଦେପୁଟ ଓ ବେଣିପୁର ଗ୍ରାମବାସୀ ଏବେ ବନ୍ୟାପାଣି ଘେରରେ । ଚଳିତ ବନ୍ୟା ବିରୁପାନଦୀ ଘେରିବନ୍ଧ ମଧ୍ୟରେ ବେଣିପୁର ପଂଚାୟତର ଲୋକମାନଙ୍କୁ ଗୃହପାଳିତ ପଶୁମାନଙ୍କ ସହିତ ରାସ୍ତାରେ ବସାଇ ଦେଇଥିବା ଦେଖିବାକୁ ମିଳିଛି । ବନ୍ୟାରେ ସବୁ
Read More...

ପଠାଗାର ପକ୍ଷରୁ ମାସ୍କ ଓ ସାନିଟାଇଜର ବଂଟନ

ଜଗତସିଂହପୁର: ଆଜି ବାଲିକୁଦ ଜ୍ଞାନଲୋକ ପାଠାଗାର ଓ ଉପକୂଳ ବଞ୍ଚାଅ ଆନେ୍ଦାଳନ ପକ୍ଷରୁ ବିଶିଷ୍ଟ ପରିବେସିତ ତଥା ସମାଜସେବୀ ଅମର ପ୍ରସାଦ ମହାନ୍ତି ଓ ବୀରବର ଦଳାଇଙ୍କ ସହଯୋଗରେ ସପୃକ୍ତ ୱାର୍ଡରେ ମାସ୍କ ବଂଟନ, ସ୍ଥାନୀୟ ଗ୍ରାମ ଡ୍ରେନେଜରେ ବ୍ଲିଚିଙ୍ଗ ପାଉଡର ଏବଂ ସାନିଟାଇଜର ଦ୍ୱାରା
Read More...