Browsing Category

ରାଜ୍ୟ

ହସ୍ତ ଓ ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା

ଭୁବନେଶ୍ବର : ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମନ୍ତ୍ରୀ ବର୍ତ୍ତମାନ ହୋମ୍ ଆଇସୋଲେସନରେ ରହିଥିବା ସୂଚନା ମିଳିଛି। କରୋନାରେ ସଂକ୍ରମିତ ହେବାପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ କରୋନା ପରୀକ୍ଷା
Read More...

କରୋନା ଆକ୍ରାନ୍ତଙ୍କୁ ଜେଇଇ (ମୁଖ୍ୟ) ପରୀକ୍ଷା ମନା

ବ୍ରହ୍ମପୁର: ଦେଶର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମ ଲେଖା ପାଇଁ ଜେଇଇ (ମୁଖ୍ୟ) ପରୀକ୍ଷାର୍ଥୀ ମାନଙ୍କ ପାଇଁ ସରକାର ସବୁପ୍ରକାରର ସୁବିଧା କରୁଥିବା ଦାବି କରୁଥିବା ବେଳେ ଆଜି ଜଣେ କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । କରୋନା ଆକ୍ରାନ୍ତ ପିଲାଙ୍କୁ
Read More...

ଐତିହାସିକ ପାଇକ ସ୍ମାରକୀ ନିର୍ମାଣ କେବେ ?

ଭୁବନେଶ୍ୱର: ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମର ରଣତୁରୀ ଏହି ବୀର ଓଡ଼ିଶା ମାଟିରୁ ଆରମ୍ଭ ହୋଇଥିଲା । ଲାଲ୍ ରକ୍ତର ମାଟି ଖୋର୍ଦ୍ଧା ମାଟିରେ ବୀର ପାଇକମାନେ ଇଂରେଜ ବିରୁଦ୍ଧରେ ନିଜ ଜୀବନକୁ ମା, ମାଟି ପାଇଁ ବାଜି ଲଗାଇ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ ଓ ପ୍ରାଣବଳୀ ଦେଇଥିଲେ
Read More...

ଏମାର ମଠ ରୁପା ଇଟା ପ୍ରସଙ୍ଗ: ୯ ବର୍ଷ ପରେ ବି ହୋଇନି ଚୂଡାନ୍ତ ଚାର୍ଜସିଟ୍

ପୁରୀ: ଏମାର ମଠରୁ ମିଳିଥିବା ରୁପା ଇଟା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଶହେ କୋଟିର ଏହି ଗୁପ୍ତ ଧନକୁ ନେଇ ଉସ୍ଚୁକତା ବି ବଢ଼ିଛି । ତେବେ ଦୀର୍ଘ ୯ ବର୍ଷ ପରେ ମାମଲା ଆଗକୁ ବଢ଼ିନଥିବା ଜଣାପଡ଼ିବା ପରେ ଏହାକୁ ନେଇ ଚାରିଆଡୁ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀଜଗନ୍ନାଥ
Read More...

ହୀରାକୁଦର ଆଉ ୨ ଟି ଗେଟ ବନ୍ଦ

ସମ୍ବଲପୁର- ବନ୍ଦ ହେଲା ହୀରାକୁଦର ଆଉ ୨ଟି ଗେଟ । ବର୍ତମାନ ମୋଟ ୨୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ଘଂଟାକୁ ୩ ଲକ୍ଷ ୭୪ ହଜାର ୬୧୨ କୁ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୬ ହଜାର କୁ୍ୟସେକ ଜଳ ନିଷ୍କାସିତ ହେଉଛି । ସେହିପରି ମୁଣ୍ଡୁଳୀଠାରେ ବନ୍ୟାଜଳ
Read More...

ବ୍ରହ୍ମପୁର ବିଧାୟକ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଆଇସୋଲେସନରେ ରହିବା ପାଇଁ ନିବେଦନ କରିଛନ୍ତି ।
Read More...

ଭିଜିଲାନ୍ସ ଜାଲରେ ପୌର ନିର୍ବାହୀ ଅଧିକାରୀ ଓ ଆସିଷ୍ଟାଂଟ

ଝାରସୁଗଡା- ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମୁନିସିପାଲଟିର କାର୍ଯ୍ୟନିର୍ବାହିୀ ଅଧିକାରୀ ଦିଲୀପ କୁମାର ପଟେଲ ଓ ଢେଙ୍କାନାଳ କୋପରେଟିଭ ସୋସାଇଟି ଆସିଷ୍ଟାଂଟ ରେଜିଷ୍ଟ୍ରାର ବିଦ୍ୟାଧର ବେହରାଙ୍କ ଘରେ ଭିଜିଲାନ୍ସ ଚଢାଉ କିରିଛି । ପଟେଲଙ୍କ
Read More...

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ଏରସମା : ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ମହିଳାଙ୍କ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ , ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଉଥିବା ବେଳେ ପୁଲିସ ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି । ଏହି ଘଟଣା ଘଟିଛି ଜଗସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗୋଡା ପଂଚାୟତ ଆଂଉରୀବିର
Read More...

ଟଙ୍କା ପାଇଁ ଦୌଡିଦୌଡି ନୟାନ୍ତ ନିର୍ମାଣ ଶ୍ରମିକ

ଭୁବନେଶ୍ୱର: କୋଭିଡ-୧୯ ଆଜି ସାରା ବିଶ୍ୱପାଇଁ ଏକ ବଡ ସଙ୍କଟ ଭାବେ ଉଭା ହୋଇଛି । ଏହି ସଙ୍କଟ ଦ୍ୱାରା ଗରୀବ ଲୋକମାନଙ୍କ ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହି ଘଡିସନ୍ଧି ସମୟକୁ ମୁକାବିଲା କରିବାପାଇଁ କେନ୍ଦ୍ର ସରକାରଙ୍କ ଠାରୁ ନେଇ ରାଜ୍ୟ ସରକାର ପର୍ଯ୍ୟନ୍ତ ନାନା ପ୍ରକାର
Read More...

‘ଗାନ୍ଧୀ ଓ ସମୟାନୁବର୍ତିତା’ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର: ଫିନିକ୍ସ ସେବା ସଂଗଠନ ପକ୍ଷରୁ ସ୍ଥାନୀୟ ୟୁନିଟ୍ - ୯ସ୍ଥିତ ବୁଦ୍ଧମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଛି ପୁରସ୍କାର ବିତରଣ ଉତ୍ସବ । ଏଥିରେ ଶ୍ରୀମତୀ ନିବେଦିତା ଭଞ୍ଜ, ଏମ୍.ବି.ସି. ସ୍କୁଲର ଅଧ୍ୟକ୍ଷ ଏବଂ ରୁଚି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡ. ଏସ୍.କେ. ମହାପାତ୍ର,
Read More...