Browsing Category

ରାଜ୍ୟ

ସରକାରୀ ଉଚ୍ଚ ବିଦ୍ୟାଳୟ ସୁଡ୍ରା ସମସ୍ୟା ଘେରରେ

ହଷ୍ଟେଲର ଶତାଧିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଣି ସମସ୍ୟା ବାଲିଗୁଡା : ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ପଂଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ସୁଡ୍ରା ରହିଅଛି । ଏହି ବିଦ୍ୟାଳୟଟି ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ଚାଲିଛି । ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ
Read More...

ଜିନ୍ଦଲ ନଗରରେ ଦେବଭୂମିରେ ଶିବ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜନ

ଯୋଡା : କେନ୍ଦୁଝର ଜିଲ୍ଲା ଦେଓଝର ସ୍ଥିତ ଜିନ୍ଦଲ  ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ କମ୍ପାନୀ ଦ୍ବାରା ଦେବଭୂମୀ ନାମରେ ନାମିତ ଥିବା ଜିନ୍ଦଲ ନଗରରେ ଦେବାଧୀ ଦେବ ମହାଦେବଙ୍କ ଏକ  ପବିତ୍ର ଶିବମନ୍ଦିର ନିର୍ମାଣର୍ଥେ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଭୂମି ପୂଜା କାର୍ଯ୍ୟକ୍ରମ
Read More...

ପାରାଦୀପ ବନ୍ଦର ପକ୍ଷରୁ ୪୬ ତମ ବିଶ୍ୱ ନୌବାଣିଜ୍ୟ ଦିବସ ପାଳିତ

ପାରାଦୀପ : ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ୪୬ ତମ ବିଶ୍ୱ ନୌବାଣିଜ୍ୟ ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି l  “ମାରପୋଲ ୫0 ରେ - ଆମର ପ୍ରତିବଦ୍ଧତା ଜାରି ରହିଛି” ଥିମ୍ ସହିତ ପାରାଦୀପ ବନ୍ଦର  ବିଶ୍ୱ ନୌବାଣିଜ୍ୟ ଦିବସ ପାଳନ କରିଛି। ଏହି ଅବସରରେ ମେରାଇନ ସାଇଟ କାର୍ଯ୍ୟାଳୟ
Read More...

ମୌଳିକ ସମସ୍ୟା ସମାଧାନ ପାଇଁ ଦାବି

*ନ ହେଲେ ଭୋଟ ବର୍ଜନ ପାଇଁ ୨୨ ଖଣ୍ଡ ଗ୍ରାମବାସୀ ଙ୍କ ଚେତାବନୀ  *ଚକଲାପଦର ପଂଚୟତର ୬ଟି ୱାର୍ଡ ବାସୀଙ୍କ ବିଭିନ୍ନ ସମସ୍ୟା ନେଇ ବୈଠକ ଲ ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଂଚାୟତର ୨୨ଟି ଗ୍ରାମର ୬ଟି ୱାର୍ଡରେ ରହୁଥିବା ଲୋକ ମାନେ ବିଭିନ୍ନ ସମସ୍ୟା ନେଇ
Read More...

ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ ପାଳନ

● ରାଜଭାଷା ପକ୍ଷକୁ ସ୍ମରଣୀୟ କରିବା ପାଇଁ କର୍ମଚାରୀ ଏବଂ ଅଧିକାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ● ଉଦଯାପନୀ ଦିବସ ସମାରୋହରେ ହିନ୍ଦୀ କବି ସମ୍ମିଳନୀ ଆୟୋଜିତ ଭୁବନେଶ୍ୱର : ପୂର୍ବତଟ ରେଳପଥ ରାଜଭାଷା ବିଭାଗ ଦ୍ୱାରା ରାଜଭାଷା ପଖୱାଡା ଏହାର ମୁଖ୍ୟାଳୟ ରେଳ ସଦନ ଠାରେ
Read More...

ମହାପୁରୁଷ ହାଜରତ ମହମ୍ମଦଙ୍କ ୧୪୪୫ ତମ ଜୟନ୍ତୀ ପାଳିତ

ଉମରକୋଟ : ଆଜି ଇସଲାମ ଧର୍ମର ମହାପୁରୁଷ ହଜରତ ମହମ୍ମଦ ଙ୍କ ୧୪୪୫ ତମ ପବିତ୍ର ଜନ୍ମ ଦିବସ ସାରା ବିଶ୍ୱରେ ମହା ଆଡମ୍ବର ସହ ପାଳନ ହେଉଥିବା ବେଳେ, ଉମରକୋଟ ଆଞ୍ଜୁମାନ ଇସ୍ଲାମିୟା କମିଟି ପକ୍ଷରୁ ଧୂମଧାମ ର ସହ ଏହାକୁ ପାଳନ କରାଯାଉଛି l ଏହି ପରିପେକ୍ଷୀରେ ଉମରକୋଟ ଅଞ୍ଚଳର ସମସ୍ତ
Read More...

ଆଦାନି ଧାମରା ପୋର୍ଟର ସିସିକ୍ୟୁସି ୨୦୨୩ରେ ବାଜିମାତ୍

ଧାମରା : କ୍ୱାଲିଟୀ ସର୍କଲ ଫୋରମ ଅଫ୍ ଇଣ୍ଡିଆ ତରଫରୁ ରାଉରକେଲାଠାରେ ଚାପ୍ଟର କନ୍ଭେନସନ ଅନ୍ କ୍ୱାଲିଟୀ କନସେପ୍ଟ ଗତ ୨୪ ତାରିଖରେ ଆୟୋଜିତ ହୋଇଯାଇଛି । ରାଉରକେଲାର ଆରଆଇଏମ୍ଏସ୍ କଲେଜ ପରିସରରେ ଆୟୋଜିତ ଏହି କନ୍ଭେନସନ ବିଭିନ୍ନ କ୍ଷେତ୍ରର ଶିଳ୍ପ ସଂସ୍ଥାମାନେ ଅଂଶ ଗ୍ରହଣ କରିଥିଲେ ଏବଂ
Read More...

ସାଇବର କ୍ରାଇମ୍ ଉପରେ ସତର୍କତା ପାଇଁ ଝାରସୁଗୁଡା ଜ଼ିଲ୍ଲାପାଳଙ୍କ ପ୍ରେସମିଟ

ଝାରସୁଗୁଡା: ଝାରସୁଗୁଡା ଜ଼ିଲ୍ଲାପାଳ ଆବୋଲି ସୁନୀଲ ନାରଭେନଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡା ଆରକ୍ଷୀ ଅଧିକାରୀଙ୍କ ସମ୍ବିଳନୀ କକ୍ଷରେ ସାଇବର ସତର୍କତା ଓ ପ୍ରଚାର ଉପରେ ଏକ ପ୍ରେସମିଟ ହୋଇଥିଲା l ଏଥିରେ ଝାରସୁଗୁଡା ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ପରମାରସ୍ମିତ ପରାସତ୍ତମ ଦାସ ଓ
Read More...

ଭୁବନେଶ୍ୱର ଠାରେ ୨୯ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ ୨୯ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦ୍ଘାଟିତ ହୋଇଯାଇଅଛି | ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ.ଏସ.
Read More...

ଟେଲିଫିଲ୍ମ ‘ସେଁର୍‌ରା’ର ଶୁଭ ମହୁରତ

ଭବାନୀପାଟଣା : ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଟେଲିଫିଲ୍ମ 'ସେଁର୍‌ରା'ର ଶୁଭ ମହୁରତ ଭବାନୀପାଟଣା ସହର ଉପକଣ୍ଠସ୍ଥ ଭଙ୍ଗାବାରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଂଜୟ ଧଙ୍ଗଡ଼ାମାଝୀ ଓ ଫିଲ୍ମର ନିର୍ଦ୍ଦେଶକ ସୌରଭ ମହାପାତ୍ର ଏହାର
Read More...