Browsing Category

ରାଜ୍ୟ

ଭକ୍ତ ଦାସିଆ ପୀଠରେ ଝୁଲଣ ପର୍ବ ମହୋତ୍ସବ

ଭୁବନେଶ୍ୱର: ବାଲିଗାଁସ୍ଥିତ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଅଧିଷ୍ଠିତ ଚତୁର୍ଦ୍ଧା ମୂର୍ତିଙ୍କର ଝୁଲଣ ପର୍ବ ଶ୍ରାବଣମାସ ଶୁକ୍ଲପକ୍ଷ ଦଶମୀ ଠାରୁ ପ୍ରତିପଦ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ବ୍ୟାପୀ ପାଳିତ ହୋଇଯାଇଛି । ଏଠାରେ ଅନୁଷ୍ଠିତ ପ୍ରତ୍ୟେକ ପୂଜା ପଦ୍ଧତି ଶ୍ରୀମନ୍ଦିର, ପୁରୀର
Read More...

ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ଭଙ୍ଗାରୁଜା

ଚମ୍ପୁଆ: ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ କରୁୁଛନ୍ତି ଦାଦଗିରି । କାହା କଥା ଶୁଣିବାକୁ ନାରାଜ । ଏପରିକିି ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛଉ ନାହାନ୍ତି । କେବଳ ସେତିକି ନୁହେଁ, ସଙ୍ଗରୋଧ କେନ୍ଦ୍ରରେ ଥିବା ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ଧମକ ଚମକ ଦେବା ଭଳି
Read More...

ମଞ୍ଜରୀଦେବୀ ନର୍ସିଂ କଲେଜ ହେବ କୋଭିଡ୍ କେୟାର କେନ୍ଦ୍ର

ଭୁବନେଶ୍ୱର: ବାଲିଅନ୍ତା ପଞ୍ଚାୟତ ରୋଡ୍ସ୍ଥିତ ମଞ୍ଜରୀ ଦେବୀ ନର୍ସିଂ କଲେଜକୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରାଯିବ ବୋଲି ସ୍ଥିର ହୋଇଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ କଲେଜ ପରିସରରେ ପହଜ୍ଞ୍ଚି ସ୍ଥିତି ଅନୁଧ୍ୟାନ
Read More...

କୋଭିଡ ହସ୍ପିଟାଲ ଗସ୍ତ କରିବେ ମେଡିକାଲ କଲେଜର ଡିନ୍

ଭୁବନେଶ୍ୱର: ରାଜ୍ୟର ମେଡିକାଲ କଲେଜର ଡିନ୍ ସପ୍ତାହରେ ଅତିକମ୍ରେ ଥରେ କୋଭିଡ ହସ୍ପିଟାଲକୁ ପରିଦର୍ଶନ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ରାଜ୍ୟ ସରକାର କୋଭିଡ ଜନିତ ମୃତୁ୍ୟକୁ କମାଇବା ପାଇଁ ଗୁରୁତ୍ୱ ଦେଉଥିବା ବେଳେ ମେଡିକାଲ କଲେଜ ଡିନ୍ଙ୍କ କୋଭିଡ ହସ୍ପିଟାଲ
Read More...

ବାଣିଜ୍ୟରେ ସମ୍ବଲପୁର ଶାଖାର ଅଭୂତପୂର୍ବ ସଫଳତା

ସମ୍ବଲପୁର: ଓଡ଼ିଶା ଉଚ୍ଚତର ମାଧ୍ୟମିକ ବୋଡର଼୍ ପରୀକ୍ଷା-୨୦୨୦ରେ ଶାସନସ୍ଥିତ ବିକାଶ କ୍ୟାମ୍ପସର ବାଣିଜ୍ୟ ଛାତ୍ର ବିଶାଳ ଚୌଧୁରୀ ୯୦ ପ୍ରତିଶତ ମାର୍କ ରଖି ଓଡ଼ିଶାରେ ତ୍ରୟୋଦଶ ସ୍ଥାନରେ ରହିଛନ୍ତି । ସର୍ବମୋଟ ୬୦୦ରୁ ୫୪୫(୯୦.୮୩%) ନମ୍ବର ରଖି ଆଶାନୁରୂପକ ସଫଳତା ପାଇଛନ୍ତି । ଏତଦ୍ବ୍ୟତୀତ
Read More...

ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ଜଗତସିଂହପୁର: ଜେପିଭିଟି ଆସୋସିଏସନ୍ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ଓ ବାର୍ଷିକ ଉତ୍ସବ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଆସୋସିଏସନ୍ ର ସଭାପତି ଶ୍ରୀ ମହେଶ୍ୱର ମହାନ୍ତି ଓ ସଂପାଦକ ଶ୍ରୀ ଯୁକ୍ତ ଶୂଭଙ୍କର ଜେନାଙ୍କ ସହିତ କର୍ମକର୍ତା ମାନେ ଉପସ୍ଥିତ ରହି
Read More...

ଦୁଇ ନିଗମ ଅଧ୍ୟକ୍ଷ କରୋନା ପଜେଟିଭ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋସିଆଲ ମିଡିଆରେ ଉଭୟ ଏନେଇ ସୂଚନା ଦେଇଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି । ଉଭୟ ନିଜ ଘରେ ରହି
Read More...

ଜନସ୍ୱାର୍ଥ ମାମଲାକୁ ପ୍ରଚାରସ୍ୱାର୍ଥ ମାମଲା କରାଯିବା ଅନୁଚିତ: ହାଇକୋର୍ଟ

କଟକ: ହାଇକୋର୍ଟରେ ମାମଲା ରୁଜୁ କରି ଫସିଛନ୍ତି ଜଣେ ବ୍ୟକ୍ତି ତାଙ୍କୁ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ଏଭଳି ଦଣ୍ଡିତ କରିବା ସହିତ ଅଦାଲତ ଜନସ୍ୱାର୍ଥ ମାମଲାରୁ ନେଇ ନିଜର ମତ ରଖିଛନ୍ତି । ଜନସ୍ୱାର୍ଥ ମାମଲା ନ୍ୟାୟିକ ବ୍ୟବସ୍ଥାର ଏକ
Read More...

ଆଖିରେ ମୋତିଆବିନ୍ଦୁ ଯୋଗୁଁ ମିଳୁନି ଆଧାରକାର୍ଡ଼: କାଖରେ କଟିଲାଣି ୧୪ବର୍ଷ

କେନ୍ଦୁଝର: ଧୂଳିଖେଳ ବୟସରେ ଅସହ୍ୟ କଷ୍ଟ ଭୋଗିବାକୁ ପଡ଼ୁଛି ନାବାଳିକା ବେବିନାଙ୍କୁ। ଖଟରେ ପଡ଼ିରହି ସମୟ ବିତାଇବା ବ୍ୟତୀତ ଅନ୍ୟ କିଛି ପନ୍ଥା ନାହିଁ। ଏପରିକି ନିଜର ନିତ୍ୟକର୍ମ ସାରିବାକୁ ଅକ୍ଷମ ଥିବା ବେବିନା ଇତିମଧ୍ୟରେ ତା’ ମାଆଙ୍କ କାଖରେ ୧୪ ବର୍ଷ କାଟିସାରିଲାଣି। ଏଥିପାଇଁ ଉଭୟ
Read More...

ଅନ୍ନ ଚିନ୍ତା: ବାହାର ରାଜ୍ୟକୁ ଗୋଡ଼ କାଢ଼ିଲେ ପ୍ରବାସୀ ଓଡ଼ିଆ

ଆସିକା: କରୋନା ପ୍ରଭାବିତ ଗଞ୍ଜାମ ଜିଲାକୁ ଫେରିଥିବା ପ୍ରବାସୀ ଓଡ଼ିଆ ଏବେ କର୍ମ ଅନ୍ବେଷଣରେ ପୁଣି ଫେରିଥିବା ସ୍ଥାନକୁ ବାହୁଡିବା ଆରମ୍ଭ କରିଛନ୍ତି। ଜିଲାର ବିଭିନ୍ନ ସ୍ଥାନରୁ ଦଲାଲଙ୍କ ଦ୍ବାରା ବ୍ୟବସ୍ଥିତ ବିଭିନ୍ନ ବସରେ ପ୍ରବାସୀମାନେ ବାହାର ରାଜ୍ୟକୁ ଫେରୁଛନ୍ତି। ଚଳଣିରେ ଅସୁବିଧା
Read More...