୬ ବର୍ଷରେ ମଲେଣି ୧୪୬ ହାତୀ ଓ ଅଧିକ ମଣିଷ
ଅନୁଗୁଳ: ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ-ମଣିଷ ଲଢେ଼ଇ । ମହାନଦୀ ହାତୀ କରିଡ଼ର ଅଂଚଳରେ ଆସୁଥିବା ଅନୁଗୁଳ ଓ ଢେ଼ଙ୍କାନାଳ ଜିଲ୍ଲାରେ ହାତୀ-ମଣିଷର ଏ ଲଢେ଼ଇ କ୍ରମଶଃ ତୀବ୍ର ହୋଇଛି । ଗତ ୬ ବର୍ଷ ଆଉ ୪ ମାସ ମଧ୍ୟରେ ଏହି ଦୁଇ ଜିଲ୍ଳାରେ ୧୪୬ଟି ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୧୯୨!-->…
Read More...
Read More...