Browsing Category

ରାଜ୍ୟ

ଅଭିଯାନ”ମୁଁ ବି ମିତା” ଉଦଘାଟିତ

ନବରଙ୍ଗପୁର : ସୁଦୃଢ ଗଣତନ୍ତ୍ର ସୁସ୍ଥ,ସବଳ ରାଷ୍ଟ୍ର। ଗଣତନ୍ତ୍ର ର ମହାସ୍ରୋତ ରେ ପ୍ରତ୍ୟେକ ନାଗରିକ ଏବଂ ବିଶେଷ କରି ଯୁବ ଭୋଟର ଯେଉମାନଙ୍କର ବୟସ 18 ବର୍ଷ ସେମାନେ କିପରି ଏଥିରେ ସାମିଲ ହୋଇ ନିର୍ବାଚନ ରେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇପାରିବେ
Read More...

ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରି : ସୂଚନା ଓ ଲୋକସଂପର୍କ ବିଭାଗ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ସଂସାଧନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।  ଦ୍ଵିତୀୟ ଦିନ କାର୍ଯ୍ୟକ୍ରମ ପୂର୍ବାହ୍ନରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଧ୍ରୁବ ଚରଣ ମୁଦୁଲି ଯୋଗ
Read More...

ଚମ୍ପୁଆ ଓଡିଶା ରକ୍ତ ଭଣ୍ଡାର କମିଟିର ସ୍ୱତନ୍ତ୍ର ବୈଠକ

ଚମ୍ପୁଆ : ଚମ୍ପୁଆ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ରକ୍ତ ଭଣ୍ଡାରର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ରକ୍ତ ଅଭାବ ପୁରଣ ନିମନ୍ତେ ଅନୁଷ୍ଠିତ ଏହି ବୈଠକରେ ଉପଜିଲାପାଳ ସୁକାନ୍ତ କୁମାର ମାଝି ଅଧ୍ୟକ୍ଷତା କରିଥିବା ବେଳେ ଉପଖଣ୍ଡ ଚିକିତ୍ସା ଅଧିକାରୀ
Read More...

ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଭୁଇଁପୁର ହାଟ

ଚମ୍ପୁଆ : ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ଅଧିନରେ ରହିଥିବା ଭୁଇଁପୁର ସପ୍ତାହିକ ହାଟର ଅବସ୍ଥା ଦିନକୁ ଦିନ ଦୟନୀୟ ହୋଇପଡିଲାଣି । ବୁଧବାର ହେଉଥିବା ଏହି ସାପ୍ତାହିକ ହାଟର ପରିବେଶ ବିଗିଡିବାରେ ଲାଗିଛି । କିଛି ଦିନ ତଳେ ଏକ ପୁରାତନ ଆମ୍ବ ଗଛ ଉପୁଡି ଛାଉଁଣି ଭାଙ୍ଗି ଦେଇଥିଲେ ମଧ୍ୟ
Read More...

ଆଜି ଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗଦେଲେ ପିଇଓ ସମୂହ

ଗୋଶାଣି-ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ବିଭିନ୍ନ ବ୍ଳକରେ ଆଜି ଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗଦେଲେ ପିଇଓ ମାନେ । ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବ୍ଳକର କାର୍ଯ୍ୟରତ ସମସ୍ତ ପିଇଓ ମାନେ କଳାବ୍ୟାଚ ପରିଧାନ କରି କାର୍ଯ୍ୟ ରେ ଯୋଗଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ
Read More...

ଗୋଷାଣି ପ୍ରେସ କ୍ଲବ ନିମନ୍ତେ ସ୍ଥାୟୀ କୋଠା ଯୋଗାଇଦେବାକୁ ନେଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗୋଷାଣି -ପାରଳାଖେମୁଣ୍ଡି : ଦିନିକିଆ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗସ୍ତରେ ଆସିଥିବା ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗୋଷାଣି ପ୍ରେସ କ୍ଲବ ତରଫରୁ  ଏକ ସ୍ଥାୟୀ କୋଠା ଯୋଗାଇ ଦେବା ସମ୍ପର୍କରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆମ୍ଭେ ଗୋଷାଣି ବ୍ଲକର ବିଭିନ୍ନ ପ୍ରିଣ୍ଟ
Read More...

ଟାଟା ଆନ୍ଦୋଳନ ସମୟରେ ପୋଲିସ ଅଧିକାରୀଙ୍କୁ ହତ୍ୟା ଘଟଣା

ପୂର୍ବତନ ବିଧାୟକ ଙ୍କ ସହ ୧୩ ଜଣକୁ ୨୦ବର୍ଷ ଆଜୀବନ କାରାଦଣ୍ଡ ବ୍ରହ୍ମପୁର : ଗୋପାଳପୁର ଟାଟା ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ କରିବା ସମୟରେ ଜଣେ ପୋଲିସ ଅଧିକାରୀଙ୍କୁ ବୋମାମାଡ କରାଯାଇ ହତ୍ୟା କରାଯାଇଥିବା ଘଟଣା ।୨୫ ବର୍ଷ ତଳର ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗଞ୍ଜାମ
Read More...

ପୋଲ ପାଇଁ ଗୁହାରୀ ଶୁଣିଲାନି ପ୍ରଶାସନ

ଶ୍ରମଦାନ ଓ ନିଜ ଖର୍ଚ୍ଚରେ କାଠପୋଲ ନିର୍ମାଣ କଲେ ବିନ୍ଦୁପଦର ଗାଁଲୋକେ ବାଲିଗୁଡା : ଆଜି ଅବହେଳିତ ଗ୍ରମାବାସୀ । ଗ୍ରାମବାସୀ ପ୍ରଶାସନ ଓ ସରକାର ପାଖରେ ଗ୍ରାମ ପାଇଁ ରାସ୍ତା କିମ୍ବା ପୋଲଟିଏ କରିବାକୁ ବାରମ୍ବାର ଗୁହାରୀ ଓ ନେହୁରା ହେଲେପରେ ବି ଶୁଣୁନାହାନ୍ତି । ଗ୍ରାମବାସୀ ଆଉ
Read More...

ରାସ୍ତା କାମ ନିମ୍ନ ମାନର ଅଭିଯୋଗ

କାମର ମାସେ ହୋଇନି ହାତରେ ବାହାରୁଛି ପିଚୁ ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ସବୁ ଗ୍ରାମକୁ ରାସ୍ତା ନାହିଁ । ଗାଁକୁ ରାସ୍ତା ପାଇଁ ଅନେକ ଥର ଅଭିଯୋଗ ଓ ଦାବୀ ପରେ ବହୁ କଷ୍ଟରେ ଗ୍ରାମର ରାସ୍ତାକୁ ଆସୁଛି ଅନୁଦାନ ଓ ତାପରେ ତିଆରି ହୋଉଛି ରାସ୍ତା । ରାସ୍ତା ପାଇଁ ଅନୁମତି ଓ ରାସ୍ତା
Read More...

ଚମ୍ପୁଆରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମିଚିହ୍ନଟ

ଚମ୍ପୁଆ : ଆଜି ରାଜସ୍ୱ ବିଭାଗ ପକ୍ଷରୁ ଚମ୍ପୁଆରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମିଚିହ୍ନଟ କରାଯିବା ସହ ଖୁଟଂ ପୋତି ପରିସିମା ନିର୍ଦ୍ଧାରଣ କରାଯାଇଛି । ବହୁପ୍ରତିକ୍ଷିତ ଏହି କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୯ରୁ ପ୍ରସ୍ତାବିତ ହୋଇଥିଲେ ହେଁ ଏହାର କାର୍ଯ୍ୟକ୍ଷମ ନେଇ ଅନିଶ୍ଚିତତା
Read More...