Browsing Category

ରାଜ୍ୟ

କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଦ୍ୱାରା ପୁରସ୍କୃତ

କୋରାପୁଟ : ଓଡିଶା ସାହିତ୍ୟ ଏକାଡେ଼ମୀ ତରଫରୁ ୬୬ତମ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ସାରସ୍ଵତ କବିତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟର ସପ୍ତମ ଶ୍ରେଣୀ ଛାତ୍ରୀ କୁମାରୀ ଆଇ. ଜେ. ପ୍ରାପ୍ତି ଭାଲେଣ୍ଟିନା କୋରାପୁଟ ଜିଲ୍ଲା
Read More...

ଚାଷଜମିରେ ଫ୍ଲାଏଆସ୍ ଡମ୍ପିଂ କରୁଛି ଜେଆଇଟିପିଏଲ କମ୍ପାନୀ

କଣିହାଁ : କଣିହାଁ ବ୍ଲକ, ଆନ୍ଦୋଳନ ଜୋର ହେଉଛି । ଯାହା ସ୍ଥାନୀୟ ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି । କଳକାରଖାନାର ପାଉଁଶ ଗଦା ଉପରେ ଠିଆ ହୋଇଛି କଣିହାଁ ବ୍ଲକ । ଯୁଆଡେ ଦେଖିବ ପାଉଁଶ ଆଉ ପାଉଁଶ । ଆଉ ଏହି ପାଉଁଶ ପାଣି ଓ ଚାଷଜମିରେ ପଶି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।
Read More...

ଅନୁଗୋଳ ଜିଲ୍ଲାର ସମସ୍ତ ସରପଞ୍ଚ ଭାଇ ଭଉଣୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

ଅନୁଗୋଳ : ଅନୁଗୋଳ ଜିଲ୍ଲାର ସମସ୍ତ ସରପଞ୍ଚ ଭାଇ ଭଉଣୀ ମାନଙ୍କୁ ନେଇ ଅନୁଗୋଳର ମାରଓ୍ବାଳୀ ଧର୍ମଶାଳା ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଦୁର୍ଯୋଧନ ସାହୁ ସଭାପତିତ୍ୱ କରିଥିଲେ। ଏହି ସାଙ୍ଗଠନିକ ବୈଠକରେ ଅନୁଗୋଳ, ଆଠମଲ୍ଲିକ, ବଅଁରପାଳ
Read More...

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ଆସନ୍ତାକାଲି ମଙ୍ଗଳବାର ଦିନ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତୃତୀୟଥର ପାଇଁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ପରେ ସେଠାରୁ ରାଜଭବନ ଯିବେ
Read More...

ମୌଳିକ ସମସ୍ୟା ଦୂର ପାଇଁ ଅଣ୍ଟା ଭିଡିଲେ ପାଲଲହରା ବିଧାୟକ

କଣିହାଁ ବ୍ଲକ :କଣିହାଁ ବ୍ଲକ ପାଲଲହରା ନିର୍ବାଚନ ମଣ୍ଡଳୀ ଡେରଙ୍ଗ ଗ୍ରାମ ପଞ୍ଚାୟତର ମୌଳିକ ସମସ୍ୟାର ସମାଧାନ ନେଇ ପାଲଲହରା ଯୁବ ବିଧାୟକ ମୁକେଶ କୁମାର ପାଳ ଅଣ୍ଟା ଭିଡିଛନ୍ତି । ବ୍ଲକବାସୀଙ୍କ ସରଳ ସୁନ୍ଦର ଜୀବନ ଯାପନ ପାଇଁ ଆରମ୍ଭ ହୋଇଛି ପରିବର୍ତ୍ତନ ଯାତ୍ରା । ପାଲଲହରା ବିଧାୟକ ମୁକେଶ
Read More...

କଣିହାଁ ଆକ୍ଟିଭ ମିଡ଼ିଆ ୟୁଥ କ୍ଲବର ଅନୁଷ୍ଠାନିକ ବୈଠକ

କଣିହାଁ : କଣିହାଁ ବ୍ଲକ ବିଜିଗୋଳ ସ୍ଥିତ ମା ଭୈରବୀ ପିଠଠାରେ କଣିହାଁ ଆକ୍ଟିଭ ମିଡ଼ିଆ ୟୁଥ କ୍ଲବର ଅନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସୁବାସ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ l କଣିହାଁ ଏକ ଶିଳ୍ପ ସମୃଦ୍ଧ ଅଂଚଳ l ଏ ଅଞ୍ଚଳରେ ପ୍ରତ୍ୟେକ ସମସ୍ୟାର ସମାଧାନ
Read More...

ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗ ର ସଫଳତା ଏକ ଜୀବନ୍ତ ବଜ୍ରକାପ୍ତା ସହ ମଟର ସାଇକେଲ ଜବତ, ଜଣେ ଗିରଫ। ସୂଚନା ପ୍ରକାରେ , ୨୧ ତାରିଖ ଶୁକ୍ରବାର ଦିନ ରାଇଘର ଓ କୁନ୍ଦେଇ ବନ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହରେ ହାଟଭରଣ୍ଡି ରାସ୍ତା ନିକଟରେ ଗୋଟିଏ ବାଇକ୍ କୁ ଅଟକ
Read More...

ବିଦ୍ୟାଳୟ ପରିସରରେ ଭାଲୁ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ମଧ୍ୟରେ ୫ଟି ଭାଲୁ ପଶିଥିବା ଜଣାପଡିବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ଭୟର ବାତାବରଣ ଖେଳିଯାଇଛି l ସୋମବାର ବିଦ୍ୟାଳୟ ଖୋଲିବା ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ
Read More...

ସ୍ବେଛାସେବୀ ସଂସ୍ଥା “ହେଲ୍ପ ଲାଇନ” ପକ୍ଷରୁ ୫ ଶହରୁ ଉର୍ଦ୍ଧ ବୃକ୍ଷରୋପଣ

*ପରିବେଶ ସୁରକ୍ଷା ନେଇ ବକ୍ତୃତା ପ୍ରତିଯୋଗିତା * କାର୍ଯ୍ୟକ୍ରମ ରେ ସହଯୋଗ ପାଇଁ ବନ ବିଭାଗ ଓ ଗୁରୁକୃପା ଶିକ୍ଷା ଅନୁଷ୍ଠାନ ପୁରସ୍କୃତ ଉମରକୋଟ :ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ଠାରେ କାର୍ଯ୍ୟରତ ସ୍ବେଛାସେବୀ ଅନୁଷ୍ଠାନ "ହେଲ୍ପ ଲାଇନ" ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା,ବୃକ୍ଷ
Read More...

ବେସାହାରା ମହିଳାଙ୍କ ଭଙ୍ଗା ଦଦରା କୁଡ଼ିଆରେ ବିତୁଛି ଜୀବନ

ଶାସନ ଓ ପ୍ରଶାସନର ଦୃଷ୍ଟି ପଡିବ କେବେ? ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରହସନ ପାଲଟିଛି ସରକାରଙ୍କ ଆବାସ ଯୋଜନା । ସରକାର ସମସ୍ତ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପକାଘର ଯୋଗେଇ ଦେବାକୁ ଘୋଷଣା କରିଛନ୍ତି ଏଥି ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ
Read More...