Browsing Category

ରାଜ୍ୟ

ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ଘାଇ : ଚାଷଜମି ଜଳମଗ୍ନ

ଭୁବନେଶ୍ୱର: ଜିଲ୍ଲାରେ ପ୍ରବାହିତ ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ଘାଇ ହେବା ଫଳରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି । ସୂଚନା ଅନୁଯାୟୀ ମୟୂରଭ ଜିଲ୍ଲା କୁଳିଅଣା ବ୍ଲକ ଗାଡୁଭଙ୍ଗା ଗାଁ ଦେଇ ଯାଇଥିବା ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିଲା ତାହା
Read More...

ହାତୀ ସ୍ମୃତି ସ୍ତମ୍ଭ ଠାରେ ବୃକ୍ଷରୋପଣ

ଚମ୍ପୁଆ: କେନ୍ଦୁଝର ଜିଲ୍ଲାରେ ହାାତୀ ମଣିଷ ଲଢେ଼ଇ ଏକ ଚିରାଚରିତ ପ୍ରସଙ୍ଗ ପାଳଟିଛି ।ଏହା ଦ୍ୱାରା ଜିବନଜିବିକା ମଧ୍ୟ ଖୁବ ପ୍ରଭାବିତ ହେଉଛି ।ସରକାର ଓ ବିଭାଗ ପାଇଁ ଏକ ଆହ୍ୱାନ ପାଲଟି ଥିବା ବେଳେ ଜଣେ ପ୍ରକୃତି ପ୍ରେମୀ ମହିଳା ହାତୀ ମୃତ୍ୟୁରେ ଗଭିର ମର୍ମାହତ ହୋଇ ସେଠାରେ ଏକ ହାତୀ
Read More...

ଜମିକୁ ନଦୀରୁ ପାଣି ଯୋଗାଇଲା ଜଳସମ୍ପଦ ବିଭାଗ

ବାଲିକୁଦା: ମୌସୁମୀ ଉଭାନ ହୋଇଥଯାଇଥିବା ବେଳେ ବର୍ଷାଭାଭରୁ ଆଗେଇ ପାରୁଜନି ଚାଷ କାର୍ଯ୍ୟ । ସେପଟେ ଅଗଷ୍ଟ ମାସ ଆରମ୍ଭ ହୋଇଥିଲେ ସୁଦ୍ଧା ତଳି ମଧ୍ୟ ପକାଇ ପାରି ନାହାନ୍ତି ଚାଷି । ସେପଟେ କେନାଲରେ ମଧ୍ୟ ପାଣି ପହଞ୍ଚି ନାହିଁ । ଏଭଳି ପରିସ୍ଥିତିରେ ବାଲିକୁଦା ଜଳ ସମ୍ପଦ କାର୍ଯ୍ୟାଳୟ
Read More...

ଜନଜାତି ବିଦ୍ୟାଳୟର ମାଟ୍ରିକ ପରୀକ୍ଷାରେ ସଫଳତା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସାର୍ଟିଫିକେଟ ପରୀକ୍ଷାର ଫଳ ବୁଧବାର ପ୍ରକାଶ ପାଇଯାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବାହାରିଥିବା ବେଳେ ରେଜଲ୍ଟ ମଧ୍ୟ ବେଶ୍ ଉତ୍ସାହଜନକ ରହିଛି । ସେହିପରି ଚଳିତ ବର୍ଷ
Read More...

ଅଭିଯୁକ୍ତଙ୍କୁ ଗିରଫ କଲାବେଳେ ସତର୍କ ରୁହ:ଡିଜି

କଟକ: କରୋନା ସମୟରେ ଅଭିଯୁକ୍ତଙ୍କ ଗିରଫଦାରୀ ପୋଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଗିରଫ ହେଉଥିବା କେତେକ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ କିଭଳି ସତର୍କତା ପାଳନ କରାଯିବ, ସେ ସମ୍ପର୍କରେ ପୋଲିସ ଡିଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । କଟକ ଓ ରାଉରକେଲା ରେଳବାଇ
Read More...

ବିଜେଡି ପକ୍ଷରୁ ପ୍ଲାଜମା ଦାନ ପାଇଁ ସଚେତନତା

ବାରିପଦା: କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ପ୍ଲାଜମା ଚିକିତ୍ସା ଦ୍ୱାରା ଭଲ ହେଉଥିବାରୁ ରାଜ୍ୟ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।ଏଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଓ ମୟୁରଭ ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ
Read More...

ଅନୁଗୋଳ ଜିଲ୍ଲାରୁ ୨୧ କରୋନା ପଜିଟିଭ ଚିହ୍ନଟ, ଆଉ ଜଣେ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୧୦ଜଣ, ବଅଁରପାଳ ବ୍ଲକ ଅଂଚଳରୁ ୯ ଜଣ, କଣିହାଁ ବ୍ଳକ ଅଂଚଳରୁ ଜଣେ ଓ ଅନୁଗୋଳ ବ୍ଳକ ଅଂଚଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ
Read More...

ପାରାଦୀପ-ହରିଦାସପୁର ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବିରେ ଟ୍ରେନ୍ ରୋକି ବିକ୍ଷୋଭ

କେନ୍ଦ୍ରପଡ଼ା: ପାରାଦୀପ-ହରିଦାସପୁର ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବିରେ ଲୋକମାନେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥାକୁ ଓହ୍ଲାଇଛନ୍ତି । ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମାଲବାହୀ ଟ୍ରେନକୁ ଲୋକେ ନୂଆଗାଁ ଷ୍ଟେସନଠାରେ ଅଟକାଇ ଦେଇଛନ୍ତି । ଫଳରେ, ପାରଦୀପରୁ କୋଇଲା ନେଇ ଆସୁଥିବା
Read More...

ପିପିଇ କିଟ୍ ଅଭାବରୁ ଚାଲିଗଲା ଯିବନ

ବ୍ରହ୍ମପୁର: ପିପିଇ କିଟ୍ ନଥିବା କାରଣରୁ ରୋଗୀଙ୍କ ଯିବନ ଚାଲିଯାଇଛି । ମୃତକ ଜଣଙ୍କ ହେଉଛନ୍ତି ରାଜୀବ ନଗର-୧ମ ଗଳିର ବିଡିଏର ପୂର୍ବତନ ଆସିଷ୍ଟାଂଟ ପ୍ଲାନିଂ ଅଫିସର ପଙ୍କଜ ବେହେରା । ମେଡିକାଲର ଅବହେଳା ପାଇଁ ବାପାଙ୍କ ଜୀବନ ଚାଲିଯାଇଥିବା ପଙ୍କଜଙ୍କ ପୁଅ ଅଭିଯୋଗ କରିଛନ୍ତି । ତାଙ୍କର
Read More...

ରାଜ୍ୟରେ ୫ ପ୍ରକାର କରୋନା ଭାଇରସ୍

ଭୁବନେଶ୍ୱର- ରାଜ୍ୟରେ ବୁଲୁଛି ୫ ପ୍ରକାରର କରୋନା ଭାଇରସ । ସେଗୁଡିକ ହେଉଛି ୧୯ଏ, ୧୯ବି, ୨୦ବି ଓ ୨୦ସି, । ସବୁଠୁ ଅଧିକ ୨୦ଏ ଓ ୨୦ବି ଭାଇରସ ଠାବ ହୋଇଛି ବୋଲି ଆଇଏଲସି ନିଦେ୍ର୍ଧଶକ ଅଜୟ ପରିଡା କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଆରଏମଆରସି ଓ ଆଇଏଲସି ପକ୍ଷରୁ ଓଡିଶାରେ ୨୨୫
Read More...