Browsing Category

ରାଜ୍ୟ

ରାକ୍ଷୀ ରହିଲା ସାକ୍ଷୀ, ଭଉଣୀ ହାତରୁ ରାକ୍ଷୀ ବାନ୍ଧିବା ପାଇଁ ମାଓ ସଙ୍ଗଠନ ଛାଡିଲେ କ୍ୟାଡର ମାଓବାଦୀ

ମାଲକାନଗିରି : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। କୁହାଯାଏ ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ଭାଇ ସର୍ବଦା ନିଜ ଭଉଣୀକୁ ସମସ୍ତ ବିପଦରୁ ରକ୍ଷା କରିଥାଏ। ଏଭଳି ଭାଇ ଭଉଣୀ ସମ୍ପର୍କର ଏକ ଝଲକ ମାଲକାନଗିରିରେ ଦେଖିବାକୁ ମିଳିଛି। ଭଉଣୀଙ୍କ ଆହ୍ବାନ କ୍ରମେ କ୍ୟାଡର…
Read More...

ପ୍ରଶାସନିକ ସ୍ତରରେ ଅଦଳବଦଳ: ସନତ କୁମାର ମହାନ୍ତି ହେଲେ ଖୋର୍ଦ୍ଧାର ଜିଲାପାଳ

ଭୁବନେଶ୍ଵର : ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ବଦଳିଛନ୍ତିି ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତ । ତାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଭାବରେ ବଦଳି କରାଯାଇଛି । ସୀତାଂଶୁ କୁମାର ରାଉତଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲାପାଳ ଭାବରେ ସନତ କୁମାର…
Read More...

ପବିତ୍ର ରକ୍ଷାବନ୍ଧନ

ଉତରଭାରତ ହିନ୍ଦୁଙ୍କ ରକ୍ଷୀପୂର୍ଣ୍ଣମା ପ୍ରମୁଖ ପର୍ବ । ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣମା ତିଥିରେ ଏହି ପର୍ବ ପାଳନ କରାଯାଏ । ଏହି ଦିନ ଭଉଣୀ ଟି ତା ଭାଇ ମୁଣ୍ଡରେ ଚନ୍ଦନ, ସିନ୍ଦୁର ଲଗାଇ ଦୁବ ଅରୁଆଚାଉଳ ପାକାଇ ବନ୍ଦାପନା କରି ହତରେ ପବିତ୍ର ଫିତା ବାନ୍ଧିଥିଏ । ଓ ଭଉଣୀକୁ…
Read More...

ଚଳନ୍ତା ଟ୍ରେଲର ପଛରେ ପିଟି ହେଲା ସ୍କର୍ପିଓ: ୨ ମୃତ୍ୟୁ, ୨ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲାର ସୋର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏକ ଚଳନ୍ତା ଟ୍ରେଲର ପଛରେ ଏକ ସ୍କର୍ପିଓ କାର୍ ପିଟି ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ୨ ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋାର ସମୟରେ ପଶ୍ଚିମବଙ୍ଗର ମୁକୁନ୍ଦପୁର…
Read More...

ଶ୍ରୀ ମନ୍ଦିରରେ ଗହ୍ମା ପୂର୍ଣ୍ଣମୀ ପାଳିତ

ପୁରୀ- ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଗହ୍ମା ପୂର୍ଣ୍ଣମୀ ନୀତି । ସର୍ବବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ । ଆଜିର ଦିନରେ ଭୋଗ ମଣ୍ଡପ ବଡିବା ପରେ ଶ୍ରୀଜୀଉଙ୍କ ମଇଲମ ହୋଇ ମହାସ୍ନାନ ହୋଇଥିଏ । ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସର୍ବାଙ୍ଗ ଲାଗି…
Read More...

ରାକ୍ଷୀ ପୂର୍ଣ୍ଣିମା ଆଜି: ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ : ରାକ୍ଷୀ ପୂର୍ଣ୍ଣିମା ଖାଲି ମଣିଷ ନୁହେଁନ୍ତି ଭଗବାନ ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣମା । ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କ ରକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା ଏଥିପାଇଁ ପାଟରା ବିଶୋଇ ସେବାୟତ ରାକ୍ଷୀ ତିଆରି କରି ଯୋଗାଇ…
Read More...

ଶିକ୍ଷକଙ୍କୁ ଦିଆଯିବ ଅନଲାଇନ ଶିକ୍ଷାଦାନ ତାଲିମ

ଭୁବନେଶ୍ୱର: ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଓ ୩୦ଜିଲ୍ଲାର ୩୦ଟି +୨ କଲେଜ ଶିକ୍ଷକଙ୍କୁ ଅନ୍ଲାଇନ ତାଲିମ ଦିଆଯିବ । ୪ତାରିଖରୁ ୫ଦିନ ଧରି ଏହି ତାଲିମ ଦିଆଯିବ । ପ୍ରତିଟି କଳେଶଜର ପ୍ରିନ୍ସପାଲଙ୍କୁ ଉକ୍ତ ତାଲିମ ଦିଆଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି । ଉକ୍ରର୍ଷ ବିଦ୍ୟାଳୟର…
Read More...

ଚାଷୀଙ୍କ ଆତ୍ମହତ୍ୟା!

ଭଦ୍ରକ: ଋଣ ସୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ବ୍ଲକ ରାଜୁଆଳି ବନ୍ଧାା ଗାଁରେ । ଅର୍ଥ ଲଗାଣକାରୀ ସଂସ୍ଥା ଋଣ ସୁଝିବା ପାଇଁ ବାଧ୍ୟ କରିବାରୁ ଗାଁର ଚାଷୀ ମହେନ୍ଦ୍ରଙ୍କ ପତ୍ନୀ ଓ ବୋହୂ ୪ଟି ଅର୍ଥଲଗାଣକାରୀ ସଂସ୍ଥାରୁ ୫୦ ହଜାର ଟଙ୍କା ଋଣ…
Read More...

ତିନୋଟି ନକଲି ଗୁଟୁଖା କାରଖାନା ଜବତ

ବ୍ରହ୍ମପୁର: ବ୍ରହ୍ମପୁର ଉପକଂଠ ସ୍ଥିତ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଂଠି ଓ ହୁଗୁଳାପଟା ଗ୍ରାମ ପଞ୍ଚାୟତରୁ ତିନୋଟି ନକଲି ଗୁଟୁଖା କାରଖାନା ଜବତ ହୋଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ଶନିବାର ଚଢାଉ କରି ଏହି ତିନୋଟି ନକଲି କାରଖାନା ସମେତ ଗୋଦାମ ଘରୁ ବହୁ ଗୁଟୁଖା ତିଆରି ଉପକରଣ,…
Read More...

ଅନୁଗୋଳ ଜିଲ୍ଲାରୁ ୩ କରୋନା ପଜିଟିଭ ଚିହ୍ନଟ ମୋଟ ପଜିଟିଭ ସଂଖ୍ୟା ପହଞ୍ଚିଲା ୩୩୯ରେ

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯ରେ ପହଞ୍ଚିଲା । ୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳରୁ ୨ଜଣ ଓ କଣିହାଁ ବ୍ଲକ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳର…
Read More...