Browsing Category

ରାଜ୍ୟ

ପହଂଚିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ରୋଗୀ

ଚମ୍ପୁଆ: ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ସୁବିଧା କିନ୍ତୁ ପହଂଚି ପାରୁନାହିଁ ସାଧାରଣ ଲୋକଙ୍କ ପାଖରେ । ଗାଁକୁ ରାସ୍ତା ନଥିବାରୁ ଲୋକ ମାନଙ୍କ ଦୁର୍ଦ୍ଧଶା ବୃଦ୍ଧି ପାଉଛି । ଫଳରେ ରୋଗୀଙ୍କୁ ନେବାପାଇଁ ଆମ୍ବୁଲାନ୍ସ ମଧ୍ୟ ପହଂଚି…
Read More...

କୂଅରୁ ମିଳିଲା ନବଜାତ ଶିଶୁର ମୃତଦେହ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା  ଦେଖିବାକୁ ମିଳିଛି। ଏହି ଅମାନବୀୟ ଜଘନ୍ୟ କାଣ୍ଡକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।…
Read More...

୫୦ କୋଟିରେ ନିର୍ମାଣ ହେବ କ୍ରିକେଟ ଏକାଡେମୀ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଆପେକ୍ସ କାଉନସିଲ ବୈଠକ ଶୁକ୍ରବାର ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନ୍ତର୍ଜାତୀୟସ୍ତରର କ୍ରିକେଟ ଏକାଡ଼େମୀ ନିର୍ମାଣ ନେଇ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ…
Read More...

କରୋନା ପ୍ରଭାବ : ଏଣିକି ଡ୍ରପ୍ ବକ୍ସ ଜରିଆରେ ହାଇକୋର୍ଟରେ ଦାୟର ହେବ ମାମଲା

କଟକ : କରୋନା କାଳରେ ହାଇକୋର୍ଟ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଅତି ଗୁରୁତ୍ତ୍ବପୂର୍ଣ୍ଣ ମାମଲା ଥିଲେ ଏଣିକି ଡ୍ରପ ବକ୍ସ ଜରିଆରେ ଲୋକମାନେ ହାଇକୋର୍ଟରେ ମାମଲା ଦାଏର କରିପାରିବେ । ସାମାଜିକ ଦୂରତା ବଜାୟ ରଖିବାକୁ ହାଇକୋର୍ଟ ପରିସରରେ ଏହି ଡ୍ରପ୍‌ ବକ୍ସ ବ୍ୟବସ୍ଥା ଆରମ୍ଭ ହେବାକୁ…
Read More...

ସାଇବର କ୍ରାଇମ ରୋକିବା ଲାଗି ଗଠନ ହେବ ଏକ୍ସପର୍ଟ ଟିମ୍‍

ଭୁବନେଶ୍ୱର : ରାଜଧାନୀରେ ବଢୁଥିବା ସାଇବର ଅପରାଧ ରୋକିବା ଏବଂ ଏହାର ତଦନ୍ତ କିଭଳି ଭଲ ଭାବରେ କରାଯାଇପାରିବ ସେଥିପାଇଁ କମିସନରେଟ ପୁଲିସ ନୂତନ ରଣନୀତି ପ୍ରସ୍ତୁତ କରୁଛି। କେବଳ ଟଙ୍କା ଠକେଇ ନୁହେଁ ବର୍ତ୍ତମାନ ସବୁ ଅପରାଧରେ ପୁଲିସକୁ ସାଇବର ତଦନ୍ତର ଆବଶ୍ୟକତା ଦେଖାଦେଇଛି। ତେଣୁ…
Read More...

ସବୁ ଘରୋଇ ହସ୍ପିଟାଲରେ ନମୁନା ପରୀକ୍ଷା କରାଯାଇପାରିବ: ଏସିଏସ୍

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତଗତି ରେ ବଢୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ସବୁ ଘରୋଇ ହସ୍ପିଟାଲ୍, ନର୍ସିଂହୋମ ଏବଂ କ୍ଲିନିକ୍ ଗୁଡିକ ଅଇସିଏମ୍ଆର ଗାଇଡଲାଇନ ଅନୁଯାୟୀ ଆଣ୍ଟିଜେନ୍ ଏବଂ ଆରଟି ପିସିଆର୍ କରାଇ ପାରିବେ ବୋଲି…
Read More...

ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଆଡ଼ମିଶନ ବିଜ୍ଞପ୍ତି

ଭୁବନେଶ୍ୱର : ଆସନ୍ତା ସପ୍ତାହ ଭିତରେ ଯୁକ୍ତ ଦୁଇ ଆଡ଼ମିଶନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ସରକାର। ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ତେଣୁ ସରକାର ଆଡ଼ମିଶନ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି।  ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।…
Read More...

ରାଜଧାନୀରେ ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଲୁଟେରାଙ୍କ ଆତଙ୍କ ଦେଖାଦେଇଛି । କରୋନା ଗାଇଡଲାଇନକୁ କଡାକଡି ପାଳନ କରିବା ଉପର ପୁଲିସ ଧ୍ୟାନ ଦେଉଥିବା ବେଳେ ଲୁଟେରାମାନେ ଖୁଲମଖୁଲା ଲୁଟ୍‌ କରିଚାଲିଛନ୍ତି । ବର୍ତ୍ତମାନ ଲୁଟେରାଙ୍କ ଠାରୁ ପୁଲିସ ମଧ୍ୟ ବର୍ତ୍ତି ପାରୁନାହିଁ । ଗତ କିଛି ଦିନ ତଳେ…
Read More...

ବାପାଙ୍କ ଚିନ୍ତା ବଢ଼ାଇଛି ପୁଅର ଏ-୧ ଗ୍ରେଡ୍‌

ବାଲିଅନ୍ତା: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପୁଅ ୫୫୪ ନମ୍ବର(୯୨.୩ ପ୍ରତିଶତ) ରଖି ଗ୍ରେଡ୍‌ ଏ-୧ ପାଇବା ସହ ବିଦ୍ୟାଳୟ ଟପର୍‌‌ ହୋଇଛି। ତେଣୁ ଗାଁରୁ ଆରମ୍ଭ କରି ବିଦ୍ୟାଳୟ ଓ ସ୍ଥାନୀୟ ଅଞ୍ଚଳରୁ ପୁଅ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। କିନ୍ତୁ ମନେ ମନେ ଗୁମୁରିବାରେ ଲାଗିଛନ୍ତି ବାପା।…
Read More...

ସଙ୍କଟ ଆଡକୁ ମୁହାଁଉଛି ଅର୍ଥନୀତି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ବଜେଟ ତିଆରି ହୋଇଥିଲା। ଏଥି ପାଇଁ ଯେଉଁ ଅର୍ଥ ବ୍ୟବସ୍ଥା ହୋଇଥିଲା ସେଥିରୁ ପ୍ରାୟ ୨୫ହଜାର କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ଋଣ ଆକାରରେ ଅଣାଯିବାକୁ ପ୍ରସ୍ତାବ ଥିଲା। ଖୋଲା ବଜାର ଓ ଅନ୍ୟାନ୍ୟ…
Read More...