Browsing Category

ରାଜ୍ୟ

ବରିଷ୍ଠ ନାଗରିକଙ୍କ ଯତ୍ନକୁ ପ୍ରାଥମିକତା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: କରୋନା କାଳରେ  ବରିଷ୍ଠ ନାଗରିକମାନଙ୍କ ଯତ୍ନ ସହ ସେମାନଙ୍କୁ ଠିକ୍ ସମୟରେ ପେନସନ, ମାସ୍କ, ସାନିଟାଇଜର ସହ ଅତ୍ୟାବଶ୍ୟକୀୟ ଉତ୍ତମ ସେବା ଯୋଗାଇଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ବେଞ୍ଚ…
Read More...

ୟୁପିଏସସି ପରୀକ୍ଷାଫଳ: ରାଉରକେଲା ତହସିଲଦାର ମାନସ ରଞ୍ଜନ ସାହୁଙ୍କୁ ୫୬୭ ରାଙ୍କ

ରାଉରକେଲା : ୨୦୧୭ ବ୍ୟାଚର ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ରାଉରକେଲା ତହସିଲଦାର ମାନସ ରଂଜନ ସାହୁ ଆଜି ପ୍ରକାଶ ପାଇଥିବା ୟୁପିଏସସି ପରୀକ୍ଷା ଫଳରେ କୃତକାର୍ଯ୍ୟ ହୋଇଛନ୍ତି। ସେ ଗତ ମେ ମାସରେ ରାଉରକେଲାର  ତହସିଲଦାର ଭାବେ ଯୋଗଦେଇଥିଲେ। ରାଉରକେଲାର ସେକ୍ଟର-୫ ଦୀପିକା ଇଂରାଜୀ…
Read More...

ଅଗଷ୍ଟ ୩ୟ ସପ୍ତାହ ସୁଦ୍ଧା +୨ ପରୀକ୍ଷାଫଳ

ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଇଛନ୍ତି ଏହି ସୂଚନା । ​‌ସେ କହିଛନ୍ତି ଯେ ଖାତା ଦେଖା ସରିଛି ଓ ଟାବୁଲେସନ ଚାଲିଛି । ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଅଗଷ୍ଟ ୩ୟ ସପ୍ତାହ…
Read More...

ୟୁପିଏସସି ପରୀକ୍ଷାଫଳ ପ୍ରକାଶ: ପ୍ରଦୀପ ସିଂହ ଦେଶରେ ଟପ୍ପର, ଶ୍ରେଷ୍ଠ ୧୦ମଧ୍ୟରେ ୨ ଓଡ଼ିଆ

ପ୍ରକାଶ ପାଇଛି ୨୦୧୯ ୟୁପିଏସସି ପରୀକ୍ଷା ଫଳ । ଏଥିରେ ସାରା ଦେଶରେ ପ୍ରଦୀପ ସିଂହ ଶୀର୍ଷସ୍ଥାନ ଅଧିକାର କରିଥିବା ବେଳେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି ୨ ଓଡ଼ିଆ । ଓଡ଼ିଶାର ଅଭିଷେକ ସରାଫ ୮ମ ଓ ସଞ୍ଚିତା ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି । ଏହି ପରୀକ୍ଷାରେ ମୋଟ ୮୨୫…
Read More...

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି

ଭୁବନେଶ୍ୱର: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଭିଡ଼ିଓ ବାର୍ତ୍ତାଳାପ ମାଧ୍ୟମରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସଭାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ସହିତ ରଣକୌଶଳ ପ୍ରସ୍ତୁତ କରିଛି। ତୃଣମୂଳ ସ୍ତରରୁ ସଙ୍ଗଠନକୁ ଶକ୍ତିଶାଳୀ କରିବା…
Read More...

ରାଜଧାନୀର ୮ଟି ରୁଟରେ ଚାଲିଲା ‘ମୋ ବସ୍’ ସେବା

ଭୁବନେଶ୍ୱର: ଅନ୍‌ଲକ୍‌-୩ ଜାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ମୋ ବସ୍‌ ଚାଲିଛି । ଅତି ଗୁରୁତ୍ୱପୂର୍ଣ୍ଣ ୮ଟି ରୁଟରେ ନନ୍‌ ଏସି ବସ୍‌ ସେବା ଚାଲିବ ‘ମୋ ବସ’କୁ ପରିଚାଳନା କରୁଥିବା କ୍ୟାପିଟାଲ୍ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ବା କ୍ରୁଟ ପକ୍ଷରୁ ଏହି ସୂଚନା…
Read More...

ରାଜ୍ୟରୁ ଆଉ ୧୩୮୪ ପଜିଟିଭ୍ ଚିହ୍ନଟ, ୩୭,୬୮୧ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରୁ ଆଜି ଆଉ ୧୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୯୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ମଙ୍ଗଳବାର ଚିହ୍ନଟ…
Read More...

ଯାଞ୍ଚ ହେବ ଶିକ୍ଷାନୁଷ୍ଠାନ, ୬୭ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମଲେଖା ପୂର୍ବରୁ ଏଗୁଡ଼ିକର ସ୍ଥିତି ନେଇ ଯାଞ୍ଚ କରାଯିବ। ବିଦ୍ୟାଳୟୟ ଫଳାଫଳ, ଶିକ୍ଷାଦାନ ବ୍ୟବସ୍ଥା, ଭିତ୍ତିଭୂମି ଆଦି ତନଖି କରାଯିବ। ସ୍ୱୀକୃତି ପାଇଁ ବିଦ୍ୟାଳୟ ଯୋଗ୍ୟ କି ନା ତାହାର ତଦାରଖ ହେବ। ଏଥିପାଇଁ ଉଚ୍ଚ…
Read More...

କରୋନା ନେଲା ଆଉ ୯ ଜୀବନ, ୨୧୬ରେ ପହଞ୍ଚିଲା ରାଜ୍ୟର ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ମଙ୍ଗଳବାର ମୃତ୍ୟୁବରଣ କରିଥିବା ୯ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମୃତ୍ୟୁବରଣ…
Read More...

ହାଇକୋର୍ଟରେ ମାମଲା, ଧର୍ମାନୁଷ୍ଠାନ ଖୋଲିବାକୁ ନିବେଦନ

କେନ୍ଦ୍ର ସରକାରଙ୍କ ନିୟମାବଳୀ ଉଲ୍ଲଂଘନ କରି ରାଜ୍ୟ ସରକାର ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରସଂଗରେ କଟକଣା ଜାରି କରିଛନ୍ତି ଅଭିଯୋଗ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ତ୍ରିଲୋଚନ ରଥଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାର ମେ ୩୦ରେ…
Read More...