Browsing Category

ରାଜ୍ୟ

ଅଯୋଧ୍ୟା ଗଲା ସୁବର୍ଣ୍ଣରେଖା ନଦୀର ଜଳ ଓ ମାଟି

ଜଳେଶ୍ୱର- ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ସୁବର୍ଣ୍ଣରେଖା ନଦୀର ଜଳ ଓ ମାଟ ଡାକ ଯୋଗେ ପଠାଯାଇଛି । ନିକଟସ୍ଥ ରାଜପୁର କପିଳମୁନି ଆଶ୍ରମ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳ ଓ ମାଟିକୁ ପଠାଯାଇଛି । ଆସନ୍ତା ୫ ତାରିଖରେ ରାମ ମନ୍ଦିର ଭୂମି ପୂଜା ପାଇଁ ସାରା ଦେଶର ପବିତ୍ର
Read More...

ମୋଦୀଙ୍କ ‘ମନକିବାତ୍’ରେ ସିଫାର ମୁକ୍ତାଚାଷୀ

ଭୁବନେଶ୍ୱର: ପ୍ରତିବର୍ଷ କୃଷକ ଏବଂ ଯୁବପିଢ଼ୀଙ୍କ ପାଇଁ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟାଗଙ୍ଗରେ ମୁକ୍ତାଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷଣ ପାଇ ସଫଳତା ହାସଲ କରିଥିବା ଜଣେ ମୁକ୍ତାଚାଷୀଙ୍କୁ ମନ୍କୀବାତ୍-୨.୦ କାର୍ଯ୍ୟକ୍ରମରେ
Read More...

ଅନୁଗୋଳରେ ବଢୁଛି କରୋନା ସଂକ୍ରମଣ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫ରେ ପହଞ୍ଚିଲା । ୧୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳରୁ ଗୋଟିଏ ଗ୍ରାମରୁ କେବଳ ୧୧ଜଣ ଓ ତାଳଚେର ବ୍ଲକ ଅଞ୍ଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି ।
Read More...

ପିଲାଙ୍କ ଝଗଡାରୁ ଦୁଇ ପରିବାର ମାରପିଟ୍: ୪ ଆହତ

ଭୁବନେଶ୍ୱର: ଡିସିପି ଅଫିସ ପଛପାଶ୍ୱର ଭୋଇନଗରରେ ଛୋଟ ପିଲାଙ୍କ ଝଗଡାରୁ ୨ ପରିବାର ମଧ୍ୟରେ ମାରପିଟ୍ ହୋଇଛି । ବହ୍ଲା ଓ କାଠଫାଳିଆ ମାଡରେ ୨ ପରିବାରର ୪ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ, ଅଲେଖ ପାଗଳ, ତାଙ୍କ ସ୍ତ୍ରୀ ଓ ପୁତୁରା ପୂର୍ଣ୍ଣଚନ୍ଦ୍ର ପାଗଳ । ଅନ୍ୟ ପରିବାରର ସୀମାଂଚଳ
Read More...

ସାମ୍ବାଦିକଙ୍କ ଘର ଉପରକୁ ବୋମା ମାଡ

ଖୋର୍ଦ୍ଧା: ଗୁରୁଜଙ୍ଗ ସାମ୍ବାଦିକ ଜିତୁ ସାହୁଙ୍କ ଘର ଉପରକୁ କିଛି ଦୁର୍ବୃତ ବୋମା ମାଡ କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ହୋଇଥିବା ଜଣାପଡିଛି । ୩/୪ ଜଣ ଯୁବକ ରାତି ପ୍ରାୟ ୧୧ଟା ୫୦ରେ ତାଙ୍କ ଘରକୁ ୩ଟି ବୋମା ଫିଙ୍ଗିଥିଲେ । ପରେ ସେମାନେ ଫେରାର ହୋଇଯାଇଥିଲେ । ଖବରପାଇ
Read More...

ମେଡିକାଲ ଯାଉଥିବା ଲୋକକୁ ଗାଁ ମନା

ରାୟଗଡା: ମେଡିକାଲ ଯାଉଥିବା ଲୋକକୁ ଗାଁରେ ପ୍ରବେଶ ମନା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଭାତପୁର ପଂଚାୟତର ନୂଆଗାଁରେ । ଏହି ଗାଁର ସନ୍ଧ୍ୟାରାଓ ମିଣିଆକାଙ୍କ ହାତରେ ଘା ହୋଇଥିଲା । ତେଣୁ ତାଙ୍କ ଚିକିତ୍ସା ପାଇଁ ଗାଁର ଜଣେ ଯୁବକ ତାଙ୍କୁ ରାୟଗଡା
Read More...

କରୋନା ନିୟମକୁ ଭାଙ୍ଗି ନକ୍ସଲ ପାଳିଲେ ସହିଦ ସପ୍ତାହ

ମାଲକାନାଗିରି: ପୋଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ଚ୍ୟାଲେଞ୍ଜ କରି ମାଲକାନାଗିରି ଅଂଚଳରେ ନକ୍ସଲମାନେ ପାଳନ କରିଛନ୍ତି ସହିଦ ଦିବସ । ସାମାଜିକ ଦୂରତାକୁ ନମାନି ଶହ ଶହ ସଂଖ୍ୟାକ ଲୋକ ଏଥିରେ ସାମିଲ ହୋଇ ସରକାର ବିରୋଧି ନାରା ଦେଇଥିଲେ । ଏଥିସହିତ ମାସ୍କ ପିନ୍ଧି ନ ପିନ୍ଧିବା ସହ କୋଭିଡ
Read More...

୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ

କୋରାପୁଟ- ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ବନ୍ଦ ରହିବ । ଏମର୍ଜେନ୍ସି ବ୍ୟତିତ ଅନ୍ୟ ସମସ୍ତ ବିଭାଗ ବନ୍ଦ ରହିବ । ହସ୍ପିଟାଲ ସୁପରିଟେଂଣ୍ଡେଂଟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ମେଡିକାଲ ବନ୍ଦ ଘୋଷଣା କରାଯାଇଛି । କରୋପୁଟ
Read More...

ବିରିୟାନି ପାଇଁ ମହାଭାରତ

ଭଦ୍ରକ: ବିରିୟାନି ଖାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଟି ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଥିବା ବେଳେ ୫ଟି ବାଇକ୍ ଭାଙ୍ଗିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ । ସୂଚନା ଅନୁସାରେ
Read More...

ପ୍ରକାଶ ପାଇଲା ଭିସୁଟର ବି-ଟେକ ଓ ବି-ଆର୍କ ଫାଇନଲ ସେମିଷ୍ଟାର ଫଳାଫଳ

ଭୁବନେଶ୍ୱର- ପ୍ରକାଶ ପାଇଲା ବୀର ସୁରେନ୍ଦ୍ର ସାଇ ବିଶ୍ୱିଦ୍ୟାଳୟର ବିଟେକ ଓ ବି-ଆର୍କ ଶେଷ ସେମିଷ୍ଟାର ଫଳାଫଳ । ବିଟେକ- ବି-ଆର୍କରେ ୯୮% ପରୀକ୍ଷାଥି ପରୀକ୍ଷା ଦେଇଥିଲେ । ଭିସୁଟ ରାଜ୍ୟର ପ୍ରଥମ ବିଦ୍ୟାଳୟ ଭାବେ ୟୁଜି ଓ ପିଜି କୋର୍ସ ଫାଇନାଲ ସେମିଷ୍ଟାର ଅନଲାଇନରେ ସଂପୂର୍ଣ୍ଣ
Read More...