Browsing Category

ରାଜ୍ୟ

ଐତିହାସିକ କ୍ଷେତ୍ର ରାମଗଡ଼ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଳି ସ୍ଥିତ ଐତିହାସିକ କ୍ଷେତ୍ର ରାମଗଡ଼ ମନ୍ଦିର ନିର୍ମାଣ ପାଇଁ ଆଜି ସମାରୋହରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଭୂମିପୂଜନରେ ଗଣ୍ଡାବାହାଳି ସମେତ ସୁନାରୀସିକୁଆଁ, ଗମ୍ଭାରୀଗୁଡା, ରାମପୁର ପ୍ରଭୃତି
Read More...

ସ୍ୱର୍ଗତ ଯାଦବ ମାଝୀ ଙ୍କ ୭୩ ତମ ଜୟନ୍ତୀ ପାଳିତ

ଚନ୍ଦାହାଣ୍ଡି : ପାନବେଡାର ବରପୁତ୍ର ତଥା ପୂର୍ବତନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ସ୍ୱର୍ଗତ ଯାଦବ ମାଝୀ ଙ୍କ ୭୩ ତମ ଜୟନ୍ତୀ ଆଜି ଚନ୍ଦାହାଣ୍ଡି ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଚନ୍ଦାହାଣ୍ଡିସ୍ଥିତ ପାନାବେଡା ପେଟ୍ରୋଲ ପମ୍ପ ପାର୍ଶ୍ଵରେ ଥିବା ସ୍ୱର୍ଗତ ଯାଦବ ମାଝୀ ଙ୍କ ପୂର୍ଣ୍ଣାଙ୍ଗ
Read More...

କନକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଅନୁଗୋଳ : ଅନୁଗୋଳ ଜିଲ୍ଲା ସମଲଥାନା ଅନ୍ତର୍ଗତ ଶରଧାପୁର କନକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ବଟକୃଷ୍ଣ ମହାନ୍ତି ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ଶିକ୍ଷକ , ଅଭିଭାବକ ଓ ଛାତ୍ରଛାତ୍ରୀମାନେ। ଏହି ଉତ୍ସବରେ ସଭାପତିତ୍ବ କରିଥିଲେ
Read More...

ଜନ୍ମ ଦିନରେ ସରପଂଚଙ୍କ ନିଆରା ପ୍ରୟାସ

ଚମ୍ପୁଆ : ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଂଚାୟତ ସରପଂଚ ନିଜ ଜନ୍ମ ଦିନରେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଜନ୍ମ ଦିନକୁ ମନେ ରଖିବା ପାଇଁ ନିଜ ପଂଚାୟତ କାର୍ଯ୍ୟାଳୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଇ ନିଜର ମହାନତାର ପରିଚୟ ଦେଇଛନ୍ତି । ସୂଚନା ଅନୁସାରେ ରଙ୍ଗାମାଟିଆ
Read More...

ତ୍ରିବେଣୀ ଲସର୍ଦ୍ଦା ଖଣି କମ୍ପାନୀର ଜନଶୁଣାଣୀ ସଫଳ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଲାଣି ଗ୍ରାମପଞ୍ଚାୟତ ଲସର୍ଦା ପାଚେରି ଗ୍ରାମରେ ଅବସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସର ଲୌହ ମାଙ୍ଗାନିଜ ଖଣିର ଜନ ଶୁଣାଣି ସଫଳ ହୋଇଥିବା ଜଣା ପଡ଼ିଛି। ଏହି ଖଣିଟି ସରକାରଙ୍କ ଗତ ନିଲାମ ପ୍ରକ୍ରିୟାରେ ଭାଗ ନେଇ ମେସର୍ଶ ତ୍ରିବେଣୀ ଆର୍ଥ
Read More...

ଶ୍ରାବଣରେ ବୈଶାଖର ତାତି ,ଜମି ଫାଟି ଆଁ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ଚାଷ ଚାଷୀର ମୁଖ୍ୟ ପେଟପାଟଣା। ହେଲେ ଏଠାରେ ଜଳସେଚନର ସୁବିଧା ନାହିଁ । ବର୍ଷା ଉପରେ ନିର୍ଭର କରି ଏଠାରେ ଚାଷ କରିଥାଏ ଚାଷୀ କିନ୍ତୁ ଗତକିଛି ବର୍ଷ ହେବ ବ୍ଲକରେ  ବର୍ଷାର ଅଭାବ ଚାଷୀଙ୍କୁ ତଳିତଳାନ୍ତ କରିଦେଲାଣି । ଚାଷୀ
Read More...

ଖୁବଶୀଘ୍ର ଗଡିବ ଆଉ ୨ଶହ ‘ମୋ ବସ୍’

ଭୁବନେଶ୍ୱର : ‘ମୋ ବସ୍’କୁ ନେଇ ରହିଥିବା ଆପତ୍ତି/ପ୍ରସ୍ତାବ ଉପରେ ଆଜି ଘମାଘୋଟ ଆଲୋଚନା ହୋଇଛି । ପ୍ରଥମ ଥର ପାଇଁ କ୍ରୁଟ୍ ଏମ୍ଡି ଅରୁଣ ବୋଥ୍ରା ଟ୍ୱିଟରରେ ‘ମୋ ବସ୍’ ବ୍ୟବହାରକାରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ପ୍ରାୟ ଦେଢ଼ଘଣ୍ଟାର ଆଲୋଚନାରେ ୫୦ରୁ ଊର୍ଦ୍ଧ୍ୱ ପ୍ରଶ୍ନର ସେ
Read More...

ଉପଜିଲ୍ଲାପାଳଙ୍କ ଅଚାନକ ମହତାବ ହାଇସ୍କୁଲ ପରିଦର୍ଶନ

ଚମ୍ପୁଆ : ଆଜି ପୂର୍ବାହ୍ନରେ ସ୍ଥାନୀୟ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀ ସଦର ମହକୁମାରେ ଅବସ୍ଥିତ ସର୍ବପୁରାତନ ମହତାବ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିବା ଜଣାପଡିଛି । ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷାର ଉନ୍ନତିକରଣ ନିମନ୍ତେ ୫ଟି ଯୋଜନାରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇ
Read More...

ଆକାଶ ଛୁଆଁ ପାତଲଘଣ୍ଟା ! କିଗ୍ରା ପ୍ରତି ୧୮୦ରେ ବିକ୍ରି

ଦଲାଲକୁ ହଟାଇବାକୁ ଉପଭୋକ୍ତାଙ୍କ ଅଭିଯୋଗ ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ବଜାରରେ ପାତଲଘଣ୍ଟା ଆକାଶ ଛୁଆଁ ଦରରେ ବିକ୍ରି ଚାଲିଛି । ଗତ କାଲି ଶନିବାର ବଜାରରେ ସକାଳ ୧୦ଟା ପର୍ଯ୍ୟନ୍ତ ପାତଲଘଣ୍ଟା କିଗ୍ରା ପ୍ରତି ୧୨୦ ଟଙ୍କାରେ ବିକ୍ରି ଚାଲିଥିବା ବେଳେ,
Read More...

ଦିଶା ବୈଠକ ବର୍ଜନ ଘଟଣା

*ରାଇଘର ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି ରାଇଘର : ନବରଙ୍ଗପୁରର ସ୍ଥାନୀୟ ମିଶନ ଶକ୍ତି ହଲରେ ଦିଶା କମିଟି ବୈଠକରେ ୫-ଟି ବୋର୍ଡକୁ କେନ୍ଦ୍ର କରି ପ୍ରବଳ ଯୁକ୍ତିତର୍କ ହୋଇଥିଲା | ପରିସ୍ଥିତି ଏମିତିହେଲା ଯେ, ଶେଷରେ ବୈଠକରୁ ଉଠି ଆସିଥିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ l ସେହି
Read More...