Browsing Category

ରାଜ୍ୟ

ଅଗଷ୍ଟରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର : ଅଗଷ୍ଟ ମାସରେ ୧୦ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ମାସର ପ୍ରଥମ ଦିବସ ଅଗଷ୍ଟ ପହିଲା (ଶନିବାର)ରେ ଇଦ୍‌-ଉଲ୍‌-ଜୁହା ଲାଗି ବ୍ୟାଙ୍କ ଛୁଟି। ଏହାର ପରଦିନ ୨ ତାରିଖ ରବିବାର ପଡୁଥିବା ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୮ ମାସର ଦ୍ବିତୀୟ ଶନିବାର ଏବଂ ୯ ରବିବାର ପାଇଁ
Read More...

୨୬ ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ- ଆସନ୍ତା ନଭେମ୍ବର ୨୭ରେ ତାରିଖରେ ପଡୁଛି ଶ୍ର୍ରୀଜିଉଙ୍କ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ପୁଣି ଥରେ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଚଳିତ ବର୍ଷ କାର୍ତିକ ମାସରେ ମହାପ୍ରଭୁଙ୍କ ଏହି ଦୁର୍ଳଭ ବେଶ ଅନୁଷ୍ଠିତ ହେବ । ୨୬ ବର୍ଷ ପରେ ଏହି ବେଶ
Read More...

କରୋନା ମୃତକଙ୍କୁ ଅଣଦେଖା ନକରିବାକୁ ନିର୍ଦେଶ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ମୃତକଙ୍କ ପ୍ରତି ଅସନମ୍ମାନ ଦିନକୁ ଦିନ ବଢି ଚାଲିଥିଲା ବେଳେ ପରିବାର ଲୋକ ମଧ୍ୟ ଅକଥନୀୟ ଦୁର୍ଦ୍ଧଶାର ସମ୍ମୁଖୀନ ହେଉଛନ୍ତ । ସାହି ପଡିଶା, ବନ୍ଧୁ ବାନ୍ଧବ ଶବ ସତ୍କାର ନିମନ୍ତେ ଧରାଛୁଆଁ ଦେଉ ନାହାନ୍ତି । ଫଳରେ ଘଂଟା ଘଂଟା ଧରି ପଡି ରହୁଛି ଶବ ।
Read More...

ଗଜପତିରେ ଏଣିକି ୪ ଦିନ ସଟଡାଉନ୍, ୩ଦିନ ଲକଡାଉନ୍

ଗଜପତି : ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲାପାଳ ଅନୁପମ ଶାହା ଜିଲାକୁ ସପ୍ତାହର ୪ଦିନ ସଟଡାଉନ୍ ଘୋଷଣା କରିଛନ୍ତି । ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ସଟଡାଉନ୍ ରହିବ । ତେବେ ପୂର୍ବ ଭଳି ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ୩ଦିନ ଲକ୍ଡାଉନ୍ କଟକଣା ଜାରି ରହିବ ବୋଲି
Read More...

ଦେଶରେ ୨୯୬୭ ବାଘ : ଓଡିଶାରେ ୨୮

ନୂଆଦିଲ୍ଲୀ: ଦେଶରେ ମୋଟ୍ ୨୯୬୭ ବାଘ ଅଛନ୍ତି ବୋଲି ୨୦୧୮-୧୯ ବର୍ଷର ଚତୃର୍ଥ ପର୍ଯ୍ୟାୟ ବାଘ ଗଣନା ରିପୋର୍ଟରେ କୁହାଯାଇଛି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦ କର ଆଜି ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁଯାୟୀର ଦେଶରେ ଗତ ୪ବର୍ଷ ମଧ୍ୟରେ
Read More...

ପ୍ଲାଜମା ଦେଲା ଜୀବନ ଦାନ

ବ୍ରହ୍ମପୁର: ଗୁରୁତର କରୋନା ସଂକ୍ରମଣ ରୋଗୀ ପାଇଁ ପ୍ଲାଜମା ଏବେ ସଂଜୀବନି ସଦୃସ୍ୟ ହୋଇଛି । ଆଜି ଗଂଜାମ ଜିଲାର ଶିତଳା ପରିସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜମା ନେଇଥିବା ୩ଜଣ ଗୁରୁତର ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲାପାଳ ଟ୍ୱିଟ୍ କରି କହିଛନ୍ତି । ଏଥି ଲାଗି ସେ ଡାକ୍ତର
Read More...

ରାଜ୍ୟରେ ଅଣାୟତ ହେଉଛି କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ୧୨୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୧୫୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଜଣେ ୫ବର୍ଷର ଶିଶୁ ପୁତ୍ର
Read More...

ଆଲବମ କୁଇନ୍ ଦୀପା ସାହୁଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଝିଅ ତଥା ଆଲବମ କୁଇନ୍ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଦୀପା ସାହୁଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକ ପ୍ରକଟ କରିଛନ୍ତି । ସେ ପ୍ରାୟ ଏକବର୍ଷ ହେବ କର୍କଟ ରୋଗରେ ଆକ୍ରନ୍ତ ଥିଲେ । ଦୁଇ-ତିନି ମାସ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ
Read More...

ଅସହାୟମାନଙ୍କୁ ସଟଡାଉନରେ ଖାଦ୍ୟଦାନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଜୁଲାଇ ମାସର ପ୍ରତି ଶନିବାର ଓ ରବିବାର ମୟୂରଭ ଜିଲ୍ଲାରେ ସଟଡାଉନ ରହୁଥିବାରୁ ରାସ୍ତା କଡରେ ଅବହେଳିତ ହୋଇ ରହିଥିବା ବହୁ ମାନସିକ ବିକୃତ ବ୍ୟକ୍ତି ଖାଇବାକୁ ନପାଇ ଭୋକ ଓପାସରେ ରହୁଥିବାର ଲକ୍ଷ୍ୟ କରି ବାରିପଦାର ଯିଶୁଖ୍ରୀଷ୍ଟ ସଟଡାଉନ
Read More...

ଶ୍ରମିକ ବଦଳରେ ମେସିନରେ ହେଉଛି କାମ

ବାଲିକୁଦ: ଅଢଙ୍ଗା ପଞ୍ଚାୟତରେ ଏମଜିଏନଆରଇଜିଏସରେ ବ୍ୟାପକ ଅନିୟମିତତା ହେଉଥିବା ପରିଲକ୍ଷୀତ ହେଉଛି । ଶ୍ରମିକ ବଦଳରେ ଏଠାରେ ମେସିନ ଦ୍ୱାରା କରାଯାଉଛି କାର୍ଯ୍ୟ । ଏହାକୁ ନେଇ ଗାଁର କେତେକ ସଚେତନ ଯୁବକ ବାଲିକୁଦା ବିଡିଓଙ୍କୁ ଅଭିଯୋଗ କରିଥିବା ଜାଣିବାକୁ ମିଳିଛି । ଅନ୍ୟ ପକ୍ଷରେ ପ୍ରକଳ୍ପ
Read More...